Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକୁମ୍ଭରେ ଗଢି ଉଠିଲା ଅଜବ ଗଜବ ସମ୍ପର୍କ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ଅବସରରେ, ଗୋଟିଏ ପଟେ ଆସ୍ଥା ଓ ବିଶ୍ୱାସର ବୁଡ଼ ଦିଆଯାଉଥିବା ବେଳେ, ଅନ୍ୟପଟେ ପ୍ରେମର ଫୁଲ ମଧ୍ୟ ଫୁଟିଲା । ଆଜି, ଭାଲେଣ୍ଟାଇନ୍ସ ଡେ ଅବସରରେ, ଆମେ ଆପଣଙ୍କୁ ଏପରି କିଛି ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ନା ଧର୍ମର ଚିନ୍ତା କରୁଥିଲା ନା…

ଲିଭର୍ ପେସେଣ୍ଟଙ୍କୁ କାହିଁକି ବ୍ଲାକ୍ କଫି ପିଇବା ଉଚିତ? ଜାଣନ୍ତୁ ଏହାର ଲାଭ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି। ଏହା ତୁରନ୍ତ ଶକ୍ତି ଏବଂ ସତେଜତା ପ୍ରଦାନ କରେ। ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି, ତେବେ ଖୁସି ହେଇ ଯାଆନ୍ତୁ। କାରଣ ବ୍ଲାକ୍ କଫି ଯକୃତ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ…

ଦମ୍ପତ୍ତିଙ୍କ ଅଜବ ଚୁକ୍ତିନାମା, ନ ମାନିଲେ ମାଜିବେ ବାସନ….

ନୂଆଦିଲ୍ଲୀ: ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ । କିଛି ଲୋକ ଭାଲେଣ୍ଟାଇନ୍ସ ଡେ’ କୁ ବିଶେଷ କରିବା ପାଇଁ ସେମାନଙ୍କ ସାଥୀଙ୍କୁ ଗୋଲାପ,…

ବଦଳିଲା ଡିଜିନି ପ୍ଲସ ହଟଷ୍ଟାର୍; ଏବେ ଏହି ନାମରେ ଉପଲବ୍ଧ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମଗୁଡ଼ିକ ଲୋକଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି, ଗତ ବର୍ଷ ଡିଜିନି, ରିଲାଏନ୍ସ ଏବଂ ଭାୟାକମ୍-18 ର ମିଶ୍ରଣ ସମ୍ପୂର୍ଣ୍ଣ ହେବା ପରେ, ଜିଓ ହଟଷ୍ଟାର୍ ଆପ୍ ଖୁବ୍ ଶୀଘ୍ର ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ ହେବ ବୋଲି ଆଲୋଚନା ହେଉଥିବାବେଲେ, ଏହି ଅପେକ୍ଷାର…

ପୁଣି ଆଇଇଡି ବିସ୍ଫୋରଣ: ୧୧ ଶ୍ରମିକ ମୃତ, ୭ ଗୁରୁତର

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଏକ ବଡ଼ ବିସ୍ଫୋରଣ ଘଟିଛି। ଆତଙ୍କବାଦୀମାନେ ଆଇଇଡି ଲଗାଇ ଏହି ବିସ୍ଫୋରଣ ଘଟାଇଥିବା ସୂଚନା ରହ। ଏହି ଆକ୍ରମଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଟ୍ରକଟି ଖଣ୍ଡ…

ପ୍ରଥମ ହିନ୍ଦୁ ଭାବେ ଆମେରିକାର ଗୁଇନ୍ଦା ମୁଖ୍ୟ ହେଲେ ତୁଳସୀ ଗବାର୍ଡ

ୱାଶିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ହେଲେ ତୁଳସୀ ଗବାର୍ଡ । ଆମେରିକା କଂଗ୍ରେସର ସେ ପ୍ରଥମ ହିନ୍ଦୁ ସଦସ୍ୟା ଏବଂ କଂଗ୍ରେସକୁ ସେ ନିମ୍ନ ସଦନକୁ ୪ଥର ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକ୍ରମେ ନିଯୁକ୍ତି ପାଇଥିବା…

ମଣିପୁରରେ ରାଷ୍ଟ୍ରପତି ଶାସନ: ଏହାପରେ କ’ଣ ରହିବ ବିଜେପିର ଆଭିମୁଖ୍ୟ?

ଇମ୍ଫାଲ: ମୁଖ୍ୟମନ୍ତ୍ରୀ ପାଇଁ ନୂଆ ନେତା ଦେଇପାରିଲାନି ବିଜେପି । ଶେଷରେ ମଣିପୁର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏନ୍ ବିରେନଙ୍କ ଇସ୍ତଫାର କିଛି ଦିନ ପରେ ଅର୍ଥାତ୍ ଗତକାଲିଠୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୯…

18 ଫେବୃଆରୀରେ ଏଣ୍ଟ୍ରି ମାରିବ Realmeର ନୂଆ ସ୍ମାର୍ଟଫୋନ୍, ଚମତ୍କାର ଫିଚର ସହ ଦମଦାର କ୍ୟାମେରା

Realme P3x 5G : Realme ତାର  P3x 5G ସ୍ମାର୍ଟଫୋନ ଭାରତରେ ଲଞ୍ଚିଂ ଡେଟ ଘୋଷଣା କରିଛି। କମ୍ପାନି ଏହାର ଡିଜାଇନ, କଲର ଓ ଉଲବ୍ଧତା ବି ସ୍ପଷ୍ଟ କରିଛି। ଏହି ଫୋନ  Realme P3 Pro ସହିତ ଲଞ୍ଚ ହେବ, ଯେଉଁଥିରେ ଗ୍ଲୋ-ଇନ୍-ଦା-ଡାର୍କ ରିୟର ପ୍ୟାନଲ ଓ ସ୍ନାପଡ୍ରାଗନ 7s Gen 3 ଚିପସେଟ ସହିତ…

ଅଧା ଟଙ୍କା କମିଗଲା AC ଦାମ ! ଜିଓମାର୍ଟର ବମ୍ପର ଅଫର, ଏହି ଦିନ ଶେଷ ହେବ

ଭୁବନେଶ୍ୱର: ଫେବ୍ରୁଆରୀ ମାସ ଅଧା ହୋଇଗଲାଣି। ଥଣ୍ଡା କମିବା ସହ ଦିନରେ ତାପ ମାତ୍ରା ବୃଦ୍ଧି ପାଉଛି। ଆଉ କିଛି ଦିନ ପରେ ଅସହ୍ୟ ଗରମ ହେବା ଆରମ୍ଭ ହେବ। ଏହି ସମୟରେ ଆପଣ ଯଦି ନୂଆ ଏୟାର କଣ୍ଡିସନର କଣିବାକୁ ଯୋଜନା କରିଛନ୍ତି, ତେବେ ବର୍ତ୍ତମାନ ବଡ଼ ସୁଯୋଗ ରହିଛି। କିଛି ଇ-କମର୍ସ…

‘ଆୱାର ଜର୍ଣ୍ଣି ଟୁଗେଦର୍’: ମୋଦିଙ୍କୁ ଟ୍ରମ୍ପଙ୍କ ବହି ଉପହାର

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ଆମେରିକା…