Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁସଲିମଙ୍କ ପାଇଁ ଶିରିଆ କୋର୍ଟର ନିର୍ଦ୍ଦେଶ ମାନିବା କେତେ ଜରୁରୀ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶରିଆ ଅଦାଲତ ବା କାଜି ଅଦାଲତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଆଇନ ଅନୁଯାୟୀ ଶରିଆ ଅଦାଲତ ବା କାଜି ଅଦାଲତର କୌଣସି ଆଇନଗତ ମାନ୍ୟତା ନାହିଁ ଏବଂ ଏହାର ନିଷ୍ପତ୍ତି ମାନିବାକୁ କେହି ବାଧ୍ୟ ନୁହଁନ୍ତି। କେବଳ…

ଜମ୍ମୁ କଶ୍ମୀରରେ ବନ୍ଦ ହେଲା ଏହି ୪୮ଟି ପର୍ଯ୍ୟଟନ ସ୍ଥଳୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସାରା ରାଜ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ସେନା ଏବଂ ପୋଲିସ କର୍ମଚାରୀମାନେ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ଏବଂ ବାଛି ବାଛି ଆତଙ୍କବାଦୀମାନଙ୍କୁ ହତ୍ୟା କରୁଛନ୍ତି ଏବଂ…

କିଏ ଏହି ଲୋକଗାୟିକା ଯାହାଙ୍କ ବିରୋଧରେ ଲାଗିଛି ଦେଶଦ୍ରୋହ ମାମଲା, ପହଲଗାମ ଆତଙ୍କୀ ହମଲା ଉପରେ ଦେଇଥିଲେ ବୟାନ

ନୂଆଦିଲ୍ଲୀ: ରାଜନୈତିକ ଗୀତ ଓ ୟୁଟ୍ୟୁବ କଣ୍ଟେଣ୍ଟ ପାଇଁ ଜଣାଶୁଣା ଭୋଜପୁରୀ ଗାୟିକା ନେହା ସିଂ ରାଠୋର ଏକ ବଡ଼ ଆଇନଗତ ବିବାଦରେ ଫସିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ସୋସିଆଲ ମିଡିଆରେ କଥିତ ‘ଆପତ୍ତିଜନକ’ ପୋଷ୍ଟ ଯୋଗୁ ଲକ୍ଷ୍ନୌ ହଜରତଗଞ୍ଜ ଥାନାରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ…

ଆତଙ୍କବାଦୀ ଆକ୍ରମଣ ବେଳେ କାହିଁକି ‘ଆଲ୍ଲାହୁ ଆକବର’ କହିଥିଲେ ଜିପ୍ ଲାଇନ ଅପରେଟର…

ଶ୍ରୀନଗର: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ ହେଉଥିବା ଦେଖିବାକୁ ମିଳୁଛି।ଏହି ଭିଡିଓଟି ଅହମ୍ମଦାବାଦର ବାସିନ୍ଦା ରିଷି ଭଟ୍ଟ ନାମକ ଜଣେ ବ୍ୟକ୍ତି ଜାରି କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ…

ଯୁଦ୍ଧ ପୂର୍ବରୁ ପାକିସ୍ତାନ କଲା ସରେଣ୍ଡର ! ଦେଶ ଛାଡ଼ି ପଳାଇଲେ ଅନେକ ନେତା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀଙ୍କ ଦ୍ୱାରା ୨୬ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟା ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କୂଟନୈତିକ ଓ ସାମରିକ ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ସନ୍ଧି ନିଲମ୍ବନ, ସାର୍କ ଭିସା ଛାଡ଼…

ମାଓ ସଂଗଠନକୁ ବଡ଼ ଧକ୍କା, ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ ବିଜାପୁର ମାଓ ସଂଗଠନକୁ ବଡ଼ ଧକ୍କା। ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀ କଲେ ଆତ୍ମସମର୍ପଣ। ଛତିଶଗଡ଼ ସରକାରଙ୍କ ନିକଟରେ ଆତ୍ମସମର୍ପଣ କଲେ। ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କଲା କେନ୍ଦ୍ରୀୟ ମାଓ ସଂଗଠନ। ଅନୁକୂଳ ବାତାବରଣ ସୃଷ୍ଟି କଲେ ସଂଗଠନ ଶାନ୍ତି…

ଓଟିଟିରେ ବ୍ୟାନ ହେବ ଅଶ୍ଳୀଳ କଣ୍ଟେଣ୍ଟ!

ନୂଆଦିଲ୍ଲୀ: ଓଟିଟି ଏବଂ ସୋସିଆଲ ମିଡଆରେ ଅଶ୍ଳୀଳ ବିଷୟ ବସ୍ତୁ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦୁଇ ଜଣିଆ ଖଣ୍ଡପୀଠ। ପ୍ରମୁଖ ପ୍ଲାଟଫର୍ମ ଗୁଡିକୁ ବି ନୋଟିସ। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର…

କେଉଁଠି ଅଛନ୍ତି ପାକ୍ ସେନା ମୁଖ୍ୟ? ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ମୁନୀର-ଆଉଟ୍‌’

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ସ୍ଥିତି…

ପାକିସ୍ତାନର ବଢିଲା ଟେନସନ୍: ଯୁଦ୍ଧ ଭୟରେ ପାକ୍‌ ସେନାରେ ଗଣ ଇସ୍ତଫା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ସାମୂହିକ ଇସ୍ତଫା ସାମ୍ନାକୁ ଆସିଛି। ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ଫଳରେ ସେମାନେ ଭୟଭୀତ…

ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଭାରତୀୟ ବାୟୁସେନାର ପରବର୍ତ୍ତୀ ନୂତନ ଉପମୁଖ୍ୟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ, ସେନାରେ ବଡ଼ ପରିବର୍ତ୍ତନ ଆସିଛି । ଭାରତୀୟ ବାୟୁସେନା ଏବେ ଜଣେ ଭାଇସ୍ ଚିଫ୍ ତଥା ନୂତନ ଉପମୁଖ୍ୟ ପାଇବାକୁ ଯାଉଛି । ଏୟାର ମାର୍ଶାଲ…