Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲଜିଙ୍କୁ ଚିଠି ଲେଖିଲା ବିଜେପି: ଶୀଶ୍‌ମହଲରେ ରହିବେନି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପରେ ବିଜେପି ଦିଲ୍ଲୀର ଉପରାଜ୍ୟପାଳ(ଏଲଜି) ଭିକେ ସକ୍ସେନାଙ୍କୁ ଚିଠି ଲେଖିଛି। ଏଥିରେ ଶୀଶମହଲ ସମ୍ପର୍କରେ ଉଲ୍ଲେଖ ରହିଛି। ଶୀଶମହଲରୁ ୪ଟି ବଙ୍ଗଳାର ବିଲୟକୁ ରଦ୍ଦ କରିବାକୁ ଦାବି କରାଯାଇଛି। ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ…

ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି: ୨୫ ହଜାର କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି ଅନୁରୂପ ୨୦୨୪ ମସିହାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମେତ ଦେଶର ସମସ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପ୍ରାୟ ୨୫,୩୩୦ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ…

କିଏ ଧରିବେ ଦିଲ୍ଲୀ ମଙ୍ଗ, ଚର୍ଚ୍ଚାରେ ମହିଳା ନେତ୍ରୀ! 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିପୁଳ ବିଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ପଦ କାହାକୁ ଦେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ଜଣେ ମହିଳା ବିଧାୟକଙ୍କୁ ଦିଆଯାଇପାରେ। ଏହି ପଦ…

ବନ୍ଦ ହୋଇନି ପ୍ରୟାଗରାଜ ରେଳଷ୍ଟେସନ, ଗୁଜବରୁ ଦୂରେଇ ରୁହନ୍ତୁ: ରେଳ ମନ୍ତ୍ରୀ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଜନସମାଗମ ହୋଇଛି। ଭିଡ଼ ଏତେ ଅଧିକ ଥିଲା ଯେ ସାରା ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ ପ୍ରୟାଗରାଜର ସଙ୍ଗମ ରେଳ ଷ୍ଟେସନକୁ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ବନ୍ଦ କରିଦିଆଯାଇଥିଲା। ଏସମ୍ପର୍କରେ ରେଳମନ୍ତ୍ରୀ…

ହଜ୍ ୨୦୨୫; ବଦଳିଲା ନିୟମ, ଏଥର ମିଳିବନି ଶିଶୁଙ୍କୁ ଏଣ୍ଟ୍ରି

ଦୁବାଇ: ସାଉଦି ଆରବରେ ହଜ୍ ୨୦୨୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ତୀର୍ଥଯାତ୍ରୀଙ୍କ ସହିତ ପିଲାମାନଙ୍କୁ ନେବା ଉପରେ କଟକଣା ଲଗାଯାଇଛି। ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ଘୋଷଣା ମଧ୍ଯ କରିଛି। 'ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଏବଂ ହଜ୍ ଯାତ୍ରା…

ହଷ୍ଟେଲରେ ପିଜା ଅର୍ଡର କରି ଅସୁବିଧାରେ ଚାରି ଛାତ୍ରୀ

ପୁନେ: ମହାରାଷ୍ଟ୍ରର ପୁନେରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଏକ ଲେଡିଜ୍ ହଷ୍ଟେଲରେ ପିଜା ଅର୍ଡର କରିବା କାରଣରୁ ଚାରି ଜଣ ଛାତ୍ରୀଙ୍କୁ ହଷ୍ଟେଲରୁ ଗୋଟିଏ ମାସ ପାଇଁ ନିଲମ୍ବିତ କରାଯାଇଛି । ଏଥିପାଇଁ ଏକ ଉପଯୁକ୍ତ ନୋଟିସ ମଧ୍ୟ ଜାରି କରାଯାଇଥିଲା ଏବଂ ଛାତ୍ରୀମାନଙ୍କୁ ଜବାବ…

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣାରେ ବିସିସିଆଇକୁ ଟ୍ରୋଲ୍ କଲେ ପାକିସ୍ତାନୀ

ନୂଆଦିଲ୍ଲୀ: କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣାକୁ ନେଇ ପ୍ରଶଂସକମାନେ ବିସିସିଆଇକୁ ଟ୍ରୋଲ୍ କରିଥିଲେ। ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନେ ମଧ୍ଯ ସୋସିଆଲ ମିଡିଆରେ…

କିନ୍ନର ଅଖାଡାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀରୁ ସାଧ୍ୱୀ ହୋଇଥିବା ମମତା କୁଲକର୍ଣ୍ଣିଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣୀ । ମମତା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ…

ଶିବୁ ସୋରେନ ଅସୁସ୍ଥ, ଏୟାର ଆମ୍ବୁଲାନ୍ସରେ ନିଆଗଲା ଦିଲ୍ଲୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଏହି ସମୟରେ ତାଙ୍କ ପୁଅ…