Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ଏହି ବ୍ୟକ୍ତି କରିଥିଲେ ପ୍ରଥମ ମୋବାଇଲ କଲ

ନୂଆଦିଲ୍ଲୀ: ମୋବାଇଲ ଏବେ ସମସ୍ତଙ୍କର ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇଛି । ଏହା ବିନା ଚଳିବା ଏକପ୍ରକାର ଅସମ୍ଭବ ହୋଇ ପଡିଛି । ଡିଜିଟାଲ କମ୍ୟୁନିକେଶନ ଏକ ଆର୍ଥୀକ ସ୍ୱଚ୍ଛଳକାର ପରିଚୟ ମଧ୍ୟ ଦେଇଛି । ଆପଣମାନେ ଜାଣିଛନ୍ତି କି ଭାରତରେ ପ୍ରଥମ ମୋବାଇଲ କଲ କିଏ କରିଥିଲେ । ୩୧ ଜୁଲାଇ ୧୯୯୫ରେ…

ଚିନ୍ତାରେ ବୈଜ୍ଞାନିକ! ଭୂମଧ୍ୟସାଗରର ୧୬ ହଜାର ଫୁଟ ତଳେ ପହଞ୍ଚିଲାଣି ପ୍ଲାଷ୍ଟିକ ଆବର୍ଜନା

ନୂଆଦିଲ୍ଲୀ: ଏବେ ପରିସ୍ଥିତି ଏପରି ଉପୁଜିଲାଣି ଯେ, ଭୂମଧ୍ୟସାଗରରେ ବହୁ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଜମା ହେଲାଣି । ଚିନ୍ତାର ବିଷୟ ଯେ, ୟୁରୋପର ସବୁଠାରୁ ଗଭୀର ଅଳିଆ ଆବର୍ଜନାର କ୍ଷେତ୍ରରେ ପରିଣତ ହୋଇଛି ଭୂମଧ୍ୟସାଗର । ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ଆବର୍ଜନା ସମୁଦ୍ରରେ…

ସତ ହେବ ଇମ୍ରାନ ଖାନଙ୍କ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ଘଟଣା ପରେ ଦେଶ ବିଭାଜନକୁ ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଭଳି ବଲୁଚିସ୍ତାନ ମଧ୍ୟ ଅଲଗା ହୋଇଯିବା ନେଇ ଅନେକ ବୈଦେଶିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଏବେ ପାକିସ୍ତାନରେ ଯାହା ଘଟୁଛି, ବା ଯାହା ଆଗକୁ ଘଟିବା ନେଇ…

ହୋଲିରେ ଆକାଶରେ ଦେଖାଯିବ ‘ବ୍ଲଡ଼ ମୁନ୍’

ନୂଆଦିଲ୍ଲୀ: ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ କଣ ଏହି ବ୍ଲଡ଼ ମୁନ୍ ? କେବେ ଆଉ କାହିଁକି ଦେଖା ଯାଇଥାଏ ଏପରି ଦୃଶ୍ୟ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ବ୍ଲଡ଼ ମୁନର ଅର୍ଥ ହେଉଛି ଲାଲ ରଙ୍ଗର ଚନ୍ଦ୍ର ବା…

ହୋଲିରେ ଅଘଟଣ, ୬ମହଲାରେ ଲାଗିଲା ନିଆଁ, ୩ ମୃତ

ଅହମଦାବାଦ୍: ଗୋଟେ ପଟେ ହୋଲିର ମାହୋଲ ପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ ସେପଟେ ଗୁଜୁରାଟରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଚିତ୍ର । ଗୁଜୁରାଟ ରାଜକୋଟର ଏକ ହାଇରାଇଜ୍ ବିଲ୍ଡିଙ୍ଗରେ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି । ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂରେ…

ବେକରେ ଗାମୁଛା, ହାତରେ ପିଚକାରୀ ଧରି ହୋଲି ଖେଳିଲେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ହୋଲି ପର୍ବ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି । ବିଶ୍ୱର ବିଭିନ୍ନ ଦେଶରୁ ରଙ୍ଗୀନ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିୁବାକୁ ମିଳୁଛି । ଏହି ପ୍ରରିପେକ୍ଷୀରେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କର ଏକ ଭିଡିଓ ସାମ୍ନାକୁ…

‘ଇସ୍ତଫା ଦେଉ ଡିଏମକେ ସରକାର’: ବିଧାନସଭାରୁ ଓ୍ବାକଆଉଟ କଲେ ବିରୋଧୀ

ନୂଆଦିଲ୍ଲୀ: ଏବେ ତାମିଲନାଡୁରେ ଭାଷା ରାଜନୀତି ଜୋର ଦେଖିବାକୁ ମିଳିଛି । ତାମିଲକୁ ହିଁ ପ୍ରାଥମିକତା ପ୍ରଦାନ କରି, ଏବେ ତାର ଜୋରସୋର ପ୍ରଚାର ପ୍ରସାର କରୁଛି ତାମିଲପାଡୁ ଡିଏମକେ ସରକାର । ଏମିତିକି ତାମିଲନାଡୁ ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ଥିବା ଟଙ୍କାର ପ୍ରତୀକକୁ ମଧ୍ୟ…

‘ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?’, ପାକିସ୍ତାନର ଅଭିଯୋଗକୁ ନେଇ ବର୍ଷିଲା ଭାରତ

ନୂଆଦିଲ୍ଲୀ: ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?, ତେଣୁ ପର ଉପରେ ଦୋଷ ନ ଲଦି ନିଜ ଦୋଷ ଦେଖିୁ ପାକିସ୍ତାନ । ଭାରତ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା, ନେଇ ପାକିସ୍ତାନ ଅଭିଯୋଗ କରିବା ପରେ, ଏବେ ଏହାକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହି ବର୍ଷିଛି ଭାରତ । ଏନେଇ ଭାରତର…

ପିଚକାରୀ ସହ ମିଳୁଛି ବାଲ୍ଟି, ଦାମ ଶୁଣି ଉଡିଯିବ ହୋସ୍

ଲକ୍ଷ୍ନୌ: ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ । ରାତି ପାହିଲେ ହୋଲି । କିନ୍ତୁ ହୋଲି ପୂର୍ବରୁ ଗାଁ ଗାଁରେ ଜମୁଛି ଦୋଳ ମେଳଣ । ଦୋଳଗୋବିନ୍ଦ…

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୧୭ ମାଓବାଦୀ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ଗାଙ୍ଗାଲୁର ଏରିଆ କମିଟି ମୁଖ୍ୟ ଦିନେଶ ମୋଡିଅମଙ୍କ ସହ ୧୭ ଜଣ ସକ୍ରିୟ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM ମେମ୍ବର, ଦୁଇ ଜଣ ACM, ଦୁଇ ଜଣ ମିଲିସିଆ ପ୍ଲାଟୁନ୍ କମାଣ୍ଡର,…