Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପହେଲଗାମର ଘଟଣା, ବଲୁଚିସ୍ତାନର ପ୍ରତିଶୋଧ; ଯାହା କରିବା କଥା ଭାରତ କରୁ: ପିଓକେର ଫର୍ଜି ପିଏମ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଥିବା ଚୌଧୁରୀ ଅନୱରୁଲ ହକ୍ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ଏହା ମଧ୍ୟ ସ୍ୱୀକାର କରାଯାଇଛି ଯେ ଏହି ଆକ୍ରମଣର ଷଡ଼ଯନ୍ତ୍ର ପାକିସ୍ତାନରେ ରଚିତ ହୋଇଥିଲା। ଗୁରୁବାର ଏକ…

ଶାହଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ, କାଶ୍ମୀରରୁ ଆସିଲା ବଡ଼ ଅପଡେଟ୍

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଆକ୍ରମଣର ପ୍ରତିଶୋଧ ନେବ ଭାରତ। ଉପତ୍ୟକାରେ ସକ୍ରିୟ ସମସ୍ତ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ କରିବା ଆରମ୍ଭ କରିଦେଇଛନ୍ତି। ଏହା ସହିତ, ବିଶେଷ ଅଭିଯାନ ଜରିଆରେ ସୁରକ୍ଷାବାହିନୀ ଉପତ୍ୟକାରେ ସକ୍ରିୟ ଥିବା…

ସରକାରଙ୍କ ବଡ଼ ନିଷ୍ପତ୍ତି: ଜୁଲାଇ ୧ରୁ ଆଉ ଏସବୁ ଗାଡ଼ିକୁ ମିଳିବନି ପେଟ୍ରାଲ-ଡିଜେଲ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧ ଜୁଲାଇରୁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଯାନ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଯାନକୁ ଇନ୍ଧନ ଯୋଗାଣ ବନ୍ଦ କରିବେ। ଏହି…

ବିହାରରେ ଆତଙ୍କବାଦୀଙ୍କୁ ମୋଦୀଙ୍କ ଚରମବାଣୀ, ମନେପକାଇଲେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କୁ

ପାଟନା: ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପହଲଗାମରେ ଆତଙ୍କବାଦୀମାନେ ଯେଉଁ ନିରୀହ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି, ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଆମେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରଙ୍କ…

ସୋଲାପୁର ଚାଷୀଙ୍କ ୩ କେଜିର ଶରଦ ଆମ୍ବ; ପାୱାର ସାହେବଙ୍କ ପ୍ରତି ରସାଳ ଉପହାର

ମୁମ୍ବାଇ: କୌଣସି ବ୍ୟକ୍ତିଙ୍କ ନାଁରେ ଆମ୍ବର ନାମକରଣ କରାଯାଇପାରେ କି? ଏହା ଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ମହାରାଷ୍ଟ୍ରର ସୋଲାପୁରରେ ରହୁଥିବା ଜଣେ ଚାଷୀଙ୍କ ବଗିଚାରେ ତିନି କିଲୋଗ୍ରାମ ଓଜନର ଆମ୍ବ ଫଳିଛି। ସେ ଏହି ଆମ୍ବର ନାମକରଣ କରିଛନ୍ତି। ତାହା ପୁଣି ମହାରାଷ୍ଟ୍ରର ପୂର୍ବତନ…

କେବଳ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ, ଏବେ ରକେଟ୍ ମିସାଇଲ ସହ ନୂଆ ପ୍ଲାନିଂରେ ହେବ ଆକ୍ରମଣ

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀମାନେ ପହଲଗାମର ବୈସରନ ଉପତ୍ୟକାରେ କରିଥିବା ଆକ୍ରମଣ ସମଗ୍ର ଭାରତରେ ତୀବ୍ର ଆକ୍ରୋଶର ଜନ୍ମ ଦେଇଛି। ଏହି ଆତଙ୍କବାଦୀ ଆକ୍ରମଣକୁ ସବୁଠି ନିନ୍ଦା କରାଯାଉଛି। ଏବଂ ପାକିସ୍ତାନକୁ ଉଚିତ୍ ଜବାବ ଦେବାକୁ ଦାବି…

ଉଧମପୁରରେ ଜଣେ ଯବାନ ସହୀଦ; ସେପଟେ, ପହଲଗାମ ଆକ୍ରମଣକୁ ନେଇ ସାମ୍ନାକୁ ଆସିଲା ବଡ ତଥ୍ୟ

ଉଧମପୁର: ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣର ପରେ ଗୁରୁବାର ଉଧମପୁର ଜିଲ୍ଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହୀଦ ହୋଇଥିବା ନେଇ ସୂଚନା ରହିଛି । ଉକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ…

ପାକିସ୍ତାନର ଏହି ସ୍ଥାନକୁ ଟାର୍ଗେଟ କରିପାରେ ଇଣ୍ଡିଆନ ଆର୍ମି, ଛାନିଆ ଆତଙ୍କବାଦୀ

ପହଲଗାମ ଆକ୍ରମଣ ପରେ ଏବେ ଫୁଲ ଆକ୍ସନ ମୁଡରେ ରହିଛି ଭାରତ। ଏବେ ଭାରତୀୟ ସେନା ଉରୀ ଏବଂ ପୁଲଓ୍ଵାମା ପରି ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଗୁଇନ୍ଦା ସଂସ୍ଥାଗୁଡ଼ିକଠାରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନରେ ଏପରି ଅନେକ ପ୍ରଶିକ୍ଷଣ ଶିବିର ରହିଛି, ଯେଉଁଠାରେ…

ଭାରତରେ ପାକିସ୍ତାନର ‘ଏକ୍ସ’ ଆକାଉଣ୍ଟ ବନ୍ଦ, ଦିଲ୍ଲୀରେ ହାଇକମିଶନ ବାହାରୁ ହଟିଲା ସୁରକ୍ଷା

ନୂଆଦିଲ୍ଲୀ: ମଙ୍ଗଳବାର ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସରକାର ନିଷିଦ୍ଧ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ । 'ଆଇଏସଆଇଏସ କାଶ୍ମୀର' ସଂଗଠନ ପକ୍ଷରୁ ଏହି ହତ୍ୟା ଧମକ ମିଳିଥିବା ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନେଇ ମୁମ୍ବାଇ ପୋଲିସରେ…