Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୋଲି ଖେଳିବାରୁ ମିଳିଥିଲା ଦଣ୍ଡ, ଚିଠିରେ ଲେଖିଥିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ରଙ୍ଗର ଓ ଭାଇଚାରାର ପର୍ବ ହୋଲି । ଭାରତର ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ହୋଲି ହେଉଛି ସ୍ବତନ୍ତ୍ର । ବର୍ଷକୁ ଥରେ ଏହି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ରଙ୍ଗ ମୟ ହୋଇଯାଏ ସାରା ଭାରତ । କୁକର୍ମ ଏବଂ କୁପ୍ରଥାକୁ ଜାଳି ପାରସ୍ପରିକ ଭାଇଚାରା ବଜାୟ ରଖିବା ହେଉଛି ହୋଲି…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା। ହାସିନାଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକା ଆୱାମୀ ଲିଗର ଉପାଧ୍ୟକ୍ଷ ଡକ୍ଟର ରାବି ଆଲାମ ବୁଧବାର ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଶେଖ ହସିନା ଖୁବ୍ ଶୀଘ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଫେରିବେ। ଏହା…

ପେରିୟାରଙ୍କୁ ସମାଲୋଚନା: ନିର୍ମଳାଙ୍କ ଉପରେ ବର୍ଷିଲେ ଥାଲାପତି

ନୂଆଦିଲ୍ଲୀ: ପେରିୟାର ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜୟ । କହିଲେ, ଯଦି ଏତେ ପେରିୟାରଙ୍କ ଉକ୍ତି ନେଇ ଚିନ୍ତିତ, ତେବେ ତାମିଲନାଡୁରେ ତ୍ରିଭାଷୀ ନୀତି ଲାଗୁ କରିବା ବନ୍ଦ କରିଦେବା ଉଚିତ୍… । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମାଜ ସଂସ୍କାରକ ତଥା…

ଟାଟା ଷ୍ଟିଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ ରାଜୀବ କୁମାରଙ୍କ ଇସ୍ତଫା

ଜାମଶେଦ୍ପୁର: ଇସ୍ତଫା ଦେଇଛନ୍ତି ଟାଟା ଷ୍ଟିଲ କଳିଙ୍ଗନଗରର ଉପାଧ୍ୟକ୍ଷ ରାଜୀବ କୁମାର । ତାଙ୍କର ଏହି ନିଷ୍ପତ୍ତି ପରେ, କର୍ପୋରେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। କୁହାଯାଉଛି ଯେ ବେଦାନ୍ତ ଗ୍ରୁପରେ ଏବେ ଯୋଗ ଦେଇପାରନ୍ତି ରାଜୀବ କୁମାର । ତେବେ ଏନେଇ ସେ ଆନୁଷ୍ଠାନିକ ଭାବେ କୌଣସ ସୂଚନା…

ଏବେ ଫେରିବେନି ସୁନୀତା: ଆହୁରି ବିଳମ୍ବ….ସ୍ଥଗିତ ରହିଲା ମିଶନ୍

ନୂଆଦିଲ୍ଲୀ: ଏବେ ଫେରିବନି ସୁନୀତା ଓ ତଙ୍କ ସାଥି । ଆହୁରି ବିଳମ୍ବ ହେବ । ନାସା ଏବଂ ସ୍ପେସଏକ୍ସ କ୍ରୁ-୧୦ ଲଞ୍ଚକୁ ସ୍ଥଗିତ ରଖିଥିବାରୁ ଷ୍ଟାରଲାଇନର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହୋଇଛି । ତେବେ କ୍ରୁ-୧୦ ହେଉଛି କ୍ରୁ-୯ ଦଳର ଏକ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ସବୁ ଆସନରେ ଲଢ଼ିବ ଓୱେସିଙ୍କ ଦଳ

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ସବୁ ଆସନରେ ପ୍ରାର୍ଥୀ ଛିଡା କରିବ ବୋଲି ଜଣାପଡିଛି। ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦ-ଉଲ୍-ମୁସଲିମିନ୍ (AIMIM) କହିଛି ଯେ ଦଳ ୨୦୨୬ ପଶ୍ଚିମବଙ୍ଗ…

ହୋଲି ପାଇଁ ତାର୍ପୋଲିନ୍‌ରେ ଢଙ୍କା ଯିବ ସମ୍ଭଲର ୧୦ ମସ୍‌ଜିଦ

ଲକ୍ଷ୍ନୌ: ପବିତ୍ର ହୋଲି ପର୍ବ ପାଇଁ ତାର୍ପୋଲିନ୍‌ରେ ଢଙ୍କା ଯିବ ସମ୍ଭଲର ୧୦ ମସ୍‌ଜିଦ। ଏହି ବର୍ଷ ପବିତ୍ର ରମଜାନ ମାସର ଶୁକ୍ରବାରରେ ହୋଲି ପଡୁଛି। ଆସନ୍ତା ୧୪ରେ ହୋଲି ପର୍ବ ପାଇଁ ସହରରେ ହିନ୍ଦୁ ସଂପ୍ରଦାୟଙ୍କ ପକ୍ଷରୁ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ସେଦିନ ଶୁକ୍ରବାର…

ହୋଲି ପାଇଁ ଆଜି ସଂସଦ ଅଧିବେଶନ ବନ୍ଦ

ନୂଆଦିଲ୍ଲୀ: ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗୁରୁବାର (ମାର୍ଚ୍ଚ ୧୩) ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାର ଅଧିବେଶନ ବନ୍ଦ ରହିବ। ଉଭୟ ଗୃହର ବିଜନେସ୍ ଆଡଭାଇଜରି କମିଟିର ନିଷ୍ପତ୍ତି କ୍ରମେ ଏହି ଛୁଟି ଘୋଷଣା କରାଯାଇଛି। ହୋଲି ପୂର୍ବ ଦିନ ୧୩ ମାର୍ଚ୍ଚରେ ଲୋକସଭା ଏବଂ ରାଜ୍ୟସଭାର…

ପାକ୍ ଟ୍ରେନ ହାଇଜାକ; ବିଦ୍ରୋହୀଙ୍କୁ ମାରି ସଫା କଲା ସେନା… 

କରାଚି: ବେଲୁଚ ବିଦ୍ରୋହୀଙ୍କୁ ମାରି ସଫା କଲେ ପାକିସ୍ତାନୀ ସେନା। ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫଙ୍କ ସୂଚନା ଅନୁଯାୟୀ, ସେନା ସମସ୍ତ ୩୩ ଜଣ ବେଲୁଚ୍ ବିଦ୍ରୋହୀଙ୍କୁ ହତ୍ୟା କରିଛି। ଏବେ ସେଠାରେ ଜଣେ ବି ବେଲୁଚ୍ ବିଦ୍ରୋହୀ ନାହାନ୍ତି। ତେବେ ଏଥିରେ ମୃତ୍ୟୁବରଣ…

ନଦୀ, ନାଳ ପାଖରେ ରହୁଥିବା ଲୋକଙ୍କୁ କ୍ୟାନ୍ସର ଆଶଙ୍କା ଅଧିକ: ଆଇସିଏମଆର

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ରହିବା ପାଇଁ ଜାଗା ସହ ଜମିର ମଧ୍ଯ ଅଭାବ ରହିଛି। ତେଣୁ ଲୋକମାନେ ପ୍ରାୟତଃ ନଦୀ ଓ ନାଳ ପାଖରେ ଥିବା ଜମିରେ ଘର ତିଆରି କରି ରହୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀ ସମେତ ଭାରତର ଅନେକ ବଡ଼ ଓ ଛୋଟ ସହରରେ ଲୋକମାନେ ଏହିପରି ଜାଗାରେ ଘର…