Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାଳିତ ପଶୁଙ୍କ ସହିତ ଟ୍ରେନରେ ଯାତ୍ରା କରିବାର ନିୟମ କ’ଣ? ଟିକେଟ୍ ଅଲଗା ବୁକ୍ କରିବାକୁ ପଡିବ କି?

ନୂଆଦିଲ୍ଲୀ: ଅନେକ ଲୋକ ପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି, ଯାହାକୁ ସେମାନେ ସବୁବେଳେ ନିଜ ପାଖରେ ରଖିବାକୁ ଚାହାଁନ୍ତି । ଯେତେବେଳେ ସେ କୌଣସି ସ୍ଥାନକୁ ଭ୍ରମଣ କରୁଛନ୍ତି, ସେ ତାଙ୍କ ପାଳିତ କୁକୁର ଏବଂ ବିଲେଇକୁ ତାଙ୍କ ସହିତ ନେଇଯାଆନ୍ତି । ଯଦି ଆପଣ ନିଜ ଗାଡିରେ ଯାତ୍ରା କରୁଛନ୍ତି,…

ଅଫିସରେ ସ୍ବର୍ଗ ସୁଖ: ଆପଣ ବି ଦେଖିଲେ କହିବେ, ‘କାଶ୍…ମୁଁ ବି ଏଠି ଚାକିରି କରନ୍ତି’

ଗୁରୁଗ୍ରାମ: କିଛି କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ଅଫିସ୍ ମାନେ ଟେନସନ୍ । ଚାକିରି କହିଲେ, ଓ୍ବାର୍କଲୋଡ, ଅଫିସର ଚାପ, ବସଙ୍କ ଗାଳି…ଏମିତି ଅନେକ କିଛି କର୍ମଚାରୀଙ୍କୁ ଅତିଷ୍ଠ କରିଥାଏ । ଏହାକୁ ନେଇ କିଛି ଆତ୍ମହତ୍ୟା ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏଭଳି ସ୍ଥଳରେ ଏବେ ଗୁରୁଗ୍ରାମରେ…

ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ମହିଳାଙ୍କ ଜୀବନ, ଭିଡିଓ ସେୟାର କଲା ରେଳବାଇ

ମୁମ୍ବାଇ: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଯାତ୍ରା ସହିତ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରୁ ଅନେକ ଭଲ ହୋଇଥିବାବେଳେ ଅନେକ ଭୟଙ୍କର ଦୁର୍ଘଟଣା ଜନିତ ଅଟେ । ସୁରକ୍ଷିତ ଯାତ୍ରା ପାଇଁ ରେଳବାଇ ବାରମ୍ବାର ଚେତାବନୀ ଦେଉଛି । ଏହା ପରେ ମଧ୍ୟ…

ସିରିଆରେ ପୁଣି ତୀବ୍ର ହିଂସା, ଦୁଇ ଦିନରେ ଏକ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୁଣି ଜଳୁଛି ସିରିଆ। ବସର ଅଲ ଅସଦ ସରକାର ସିରିଆରୁ ହଟିବା ପରେ ଯେଉଁ ଅନୁମାନ କରାଯାଉଥିଲା ଯେ ଏବେ ସିରିଆରେ ଆଉ ହିଂସା ହେବନି ତାହା ଭୁଲ ହୋଇଛି। କିଛି ଦିନର ଶାନ୍ତ ପରେ ସେଠାରେ ପୁଣି ଥରେ ତୀବ୍ର ହିଂସା ଦେଖିବାକୁ ମିଳିଛି। ପୂର୍ବତନ ରାଷ୍ଟ୍ରପତି ବସର ଅଲ ଅସଦଙ୍କ ସମର୍ଥକ ଓ…

ପୁଣି ଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ: ଗୁଳି କରି ନିର୍ମମ ଭାବେ ହତ୍ୟା

ଲକ୍ଷ୍ନୌ: ପୁଣି ଅତି ନିର୍ମମ ଭାବେ ଆଉ ଜଣେ ସାମ୍ବାଦିକଙ୍କୁ ରାଜରାସ୍ତାରେ ହତ୍ୟା । ଶନିବାର ଦିନ ଉତ୍ତର ପ୍ରଦେଶର ସୀତାପୁରରେ, ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଛି କୌଣସି ସୂଚନା…

କର୍ଣ୍ଣାଟକ କାଣ୍ଡରେ ନୂଆ ମୋଡ: ମାତ୍ର ୧୦୦ ଟଙ୍କା ପାଇଁ ଗଣଦୁଷ୍କର୍ମ!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ମୋଡ । କୁହାଯାଉଛି ଯେ, ୧୦୦ ଟଙ୍କା ପାଇଁ ଘଟିଛି ଏଭଳି ଲୋମହର୍ଷଣକାରୀ କାଣ୍ଡ । ସେପଟେ କର୍ଣ୍ଣାଟକ ଗଣଦୁଷ୍କର୍ମ କାଣ୍ଡର ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ ମଧ୍ୟ ଜଣେ ଅଭିଯୁକ୍ତ ଫେରାର…

ବିଗିଡିଲା ଉପରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥା, ଏମ୍ସରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ବିଗିଡିଲା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସ୍ୱାସ୍ଥ୍ୟବସ୍ଥା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି । ତାଙ୍କ ହାର୍ଟରେ ଅଚାନକ କଷ୍ଟ ଅନୁଭବ ହେବାରୁ ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଗତକାଲି ରାତି…

କର୍ଣ୍ଣାଟକରେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା, ଇସ୍ରାଏଲୀ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ:କର୍ଣ୍ଣାଟକରେ ଅତ୍ୟନ୍ତ ଅଭାବନୀୟ ଘଟଣା । ଜଣେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ସାଥିରେ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ କେନାଲକୁ ଠେଲି ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ପରିଚୟ ମିଳିଛି, ତାଙ୍କ ନାଁ ହେଲା ବିଭାସ ।…

ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ଫିଟନେସର ରାଜ୍ ଖୋଲିଲେ ନୀତା ଅମ୍ବାନୀ…

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ୬୧ ବର୍ଷ ବୟସରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତାଙ୍କର ସୁସ୍ଥ ଜୀବନଶୈଳୀର ଫଳାଫଳ ହେଉଛି ତାଙ୍କର ଫିଟନେସ୍ । ଅନ୍ତର୍ଜାତୀୟ ମହିଳା ଦିବସରେ, ସେ ତାଙ୍କ ଫିଟନେସର ରାଜ୍ କହିଛନ୍ତି ଏବଂ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ…

ଭାରତୀୟମାନେ ସାଉଦି ଆରବରୁ କେତେ ସୁନା ଆଣିପାରିବେ, ଚୋରା ଚାଲାଣ ଅଭିଯୋଗ କେବେ ଲାଗେ?

ନୂଆଦିଲ୍ଲୀ: ମଙ୍ଗଳବାର କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା । ଦୁବାଇରୁ ଫେରୁଥିବା ସମୟରେ ରାଜସ୍ୱ ଗୁଇନ୍ଦା ବିଭାଗ ତାଙ୍କୁ ୧୪.୮ କିଲୋ ସୁନା ସହିତ ଗିରଫ କରିଥିଲା । ଏହାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି…