Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଦେଶଗୁଡ଼ିକରେ ବିକିନି ପିନ୍ଧିବା ମନା, ନଚେତ୍ ମିଳିଥାଏ କଠୋର ଦଣ୍ଡ

ନୂଆଦିଲ୍ଲୀ: ବିଦେଶରେ, ଆପଣ ସମୁଦ୍ର କୂଳରେ ବିକିନି ପିନ୍ଧିଥିବା ମହିଳାଙ୍କ ଅନେକ ଫଟୋ ନିଶ୍ଚୟ ଦେଖିଥିବେ । ଏହି ମହିଳାମାନଙ୍କୁ ଦେଖି, ଅନେକ ଲୋକ ବିକିନି ପିନ୍ଧିବାକୁ ଏବଂ ସମାନ ଉପାୟରେ ସେମାନଙ୍କର ଫଟୋ କ୍ଲିକ୍ କରିବାକୁ ଆଗ୍ରହୀ ହୋଇଯାଆନ୍ତି । ଯଦି ଆପଣ ମଧ୍ୟ ବିଦେଶ ଭ୍ରମଣ କରି…

ଏହି ମନ୍ଦିରକୁ ଥରେ ଗଲେ ହୋଇଯିବେ ମାଲାମାଲ, ଯିଏ ଯାଇଛି ସେ ପାଇଛି …

ଭାରତରେ ବହୁ ଦେବଦେବୀଙ୍କ ମନ୍ଦିର ରହିଛି। ପ୍ରତିଟି ମନ୍ଦିରର ନିଜସ୍ବ ଇତିହାସ ଓ କିମ୍ବଦନ୍ତୀ ମଧ୍ୟ ରହିଛି। ହେଲେ ଆପଣମାନେ ଜାଣିଛନ୍ତି କି ଏମିତି ଏକ ମନ୍ଦିର ଅଛି ଯେଉଁଠାକୁ ଭକ୍ତମାନେ ଗଲେ ତାଙ୍କର ଧନର ଅଭାବ ରୁହେ ନାହିଁ । ଏମିତି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନା , ହେଲେ ଏହା…

ଅନ୍ୟକୁ ନିଜ ସିମ୍ ଦେଉଛନ୍ତି କି ସତର୍କ ହୋଇଯାଆନ୍ତୁ, ନଚେତ୍…

ନୂଆଦିଲ୍ଲୀ: ଭାରତରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ, ଏହି ସମୟରେ ସରକାର ଏକ ବଡ ଘୋଷଣା କରିଛନ୍ତି । ଆପଣଙ୍କର ସିମ୍ କିମ୍ବା ମୋବାଇଲ୍ ଅନ୍ୟ କାହାକୁ ଦେବା ଆପଣଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ । ଯଦି ଅନ୍ୟ କେହି ଆପଣଙ୍କର ସିମ୍ କିମ୍ବା ମୋବାଇଲ୍ ବ୍ୟବହାର…

କାହିଁକି ବିହାରକୁ ବାବାଙ୍କ ଘନ ଘନ ଗସ୍ତ?

ନୂଆଦିଲ୍ଲୀ: ବିହାରରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରଗରମ ହୋଇଛି ରାଜନୀତି । ଗ୍ରାଉଣ୍ଡରେ ସବୁ ରାଜନୈତିକ ଦଳ ସକ୍ରିୟ । ତେବେ ସବୁଠୁ ବଡ କଥା ହେଲା, ଏବେ ବିହାରକୁ ଘନ ଘନ ଗସ୍ତ କରୁଛନ୍ତି ବାବା । ବାଗେଶ୍ବର ଧାମର ପୀଠଧିଶ୍ବର ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀ…

କାଶୀରେ କାହିଁକି ଖେଳାଯାଏ ଶ୍ମଶାନ ହୋଲି? ଏହାକୁ ନେଇ କାହିଁକି ଆରମ୍ଭ ହେଲା ବିବାଦ…

ବାରାଣସୀ: ଉତ୍ତରପ୍ରଦେଶର ମଣିକର୍ଣ୍ଣିକା ଘାଟରେ ଶ୍ମଶାନ ଚିତାର ପାଉଁଶରେ ହୋଲି ଖେଳିବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ହେଲେ ବାରାଣସୀରେ ହେବାକୁ ଥିବା ଶ୍ମଶାନନ ହୋଲିକୁ ନେଇ ବିରୋଧ ଏବେ ତୀବ୍ର ହୋଇଛି । ଗୋଟିଏ ପକ୍ଷ ଏହାକୁ ବିରୋଧ କରୁଥିବିବାବେଳେ ଅନ୍ୟ ପକ୍ଷ ଏହାକୁ ସମର୍ଥନ…

ଅତ୍ୟନ୍ତ ଲଜ୍ଜାଜନକ, ପର୍ଯ୍ୟଟକଙ୍କୁ ବି ଛାଡିଲେନି, ୨ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ

ବେଙ୍ଗାଲୁରୁ: ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ, ହୃଦୟ ବିଦାରକ ଏବଂ କୁତ୍ସିତ କାଣ୍ଡ । ପର୍ଯ୍ୟଟକଙ୍କୁ ବି ଛାଡିଲେନି ଯୌନ ପିପାଷୁ ରାକ୍ଷସ । ଜଣେ ୨୭ ବର୍ଷୀୟ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ହୋମଷ୍ଟେ ମାଲିକଙ୍କୁ ଗଣଦୁଷ୍କର୍ମ । କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା ।…

ଦିଲ୍ଲୀ ଏୟାରପୋର୍ଟରେ ଦେଲେନି ହ୍ବିଲ୍ ଚେୟାର, ତଳେ ପଡି ବୃଦ୍ଧା ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚରମ ଅବହେଳା ଦେଖିବାକୁ ମିଳିଛି। ଦିଲ୍ଲୀ ବିମାନବନ୍ଦରରେ ଜଣେ ଅବସରପ୍ରାପ୍ତ ସେନା ଜେନେରାଲଙ୍କ ବିଧବା ପତ୍ନୀଙ୍କୁ ଦିଲ୍ଲୀରୁ ଏୟାର ଇଣ୍ଡିଆର ଏକ ବିମାନରେ ମାର୍ଚ୍ଚ ୪ରେ ଯାତ୍ରା କରିବାରଥିଲା। କିନ୍ତୁ ଦିଲ୍ଲୀ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଉଜଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲା ପିଏ, ପୋଲିସ ପହଞ୍ଚିଲା ବେଳକୁ….

ରାଞ୍ଚି:  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ତଥା ବିଜେପି ନେତ୍ରୀ ସୀତା ସୋରେନଙ୍କ ଉପରେ ଆକ୍ରମଣ। ସୀତା ସୋରେନ ତାଙ୍କ ପରିବାର ସହ ଏକ ବିବାହ ସମାରୋହକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ସରୟାଢେଲା ସ୍ଥିତ ଏକ ହୋଟେଲରେ ସୀତାଙ୍କ ପିଏ ଦେବାଶିଷ…

ୟୁଟ୍ୟୁବରେ ଭିିଡିଓ ଅପଲୋଡ୍ କରୁଥିଲେ ସାବଧାନ ! 48 ଲକ୍ଷ ଚ୍ୟାନେଲ ହେଲା ବ୍ୟାନ

ନୂଆଦିଲ୍ଲୀ: ଯଦି ଆପଣ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛିନ୍ତି ତେବେ ସାବଧାନ ହୋଇଯାନ୍ତୁ। କାହିଁକି ନା ୟୁଟ୍ୟୁବ ତାର କମ୍ୟୁନିଟି ଗାଇଡଲାନ ଆହୁରି କଠୋର କରିଛି। ଏହା ବିରୋଧରେ ଯେଉଁମାନେ କଣ୍ଟେଟ ପ୍ରସ୍ତୁତ କରୁଛନ୍ତି  ୟୁ୍ଟ୍ୟୁବ ସେଗୁଡିକୁ ଡିଲିଟ କରୁଛି। ଭାରତର ବିଭିନ୍ନ ଚ୍ୟାନେଲର 30…

ଏଟିଏମ୍ ବ୍ୟତୀତ ଏବେ GPay ଏବଂ Paytm ମାଧ୍ୟମରେ ମଧ୍ୟ ଟ୍ରାନ୍ସଫର କରିପାରିବେ PF ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର କୋଟି କୋଟି କର୍ମଚାରୀ ଖୁବ୍ ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା, କିନ୍ତୁ ନୂତନ ପରିବର୍ତ୍ତନ ପରେ, କିଛି ମିନିଟ୍ ମଧ୍ୟରେ…