Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାବୁଙ୍କ ହୋଲି ପାର୍ଟିର ବିଲ୍ ଲକ୍ଷେ ପାର୍, ଅଡ଼ୁଆରେ କଂଗ୍ରେସ ସରକାର!

ଧର୍ମଶାଳା: ବାବୁଙ୍କ ହୋଲି ପାର୍ଟି । ତା' ପୁଣି ସରକାରୀ ପଇସାରେ । ଯାହାର ବିଲ୍ ଦେଖିଲେ ଆପଣ ବି ହେବେ ତାଜୁବ । ହିମାଚଳ ପ୍ରଦେଶର ମୁଖ୍ୟ ସଚିବ ପ୍ରବୋଧ ସାକ୍ସେନାଙ୍କ ଦ୍ୱାରା ଆୟୋଜିତ ଏକ ହୋଲି ଉତ୍ସବ ଏବେ ରାଜ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି। ଶିମଲାର ହିମାଚଳ ଟୁରିଜମ ପରିଚାଳିତ…

ମେ’୧ରୁ ବନ୍ଦ ହେବ ଫାସ୍‌ଟ୍ୟାଗ୍, ଜାଣନ୍ତୁ କଣ ରହିଛି ନୂଆ ନିୟମ..

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍‌ ମେ ’ ୧ରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ…

ରାଷ୍ଟ୍ରପତିଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟ: ଉପରାଷ୍ଟ୍ରପତିଙ୍କ ନାପସନ୍ଦ, ପ୍ରଶ୍ନ କଲେ କପିଲ ଶିବଲ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁୁପ୍ରିମକୋର୍ଟଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ରାୟକୁ ବିରୋଧ ପ୍ରକାଶ କରିଛନ୍ତି। ଏବେ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ଶିବଲ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଯଦି…

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଟପ ମାଓନେତା ହିଡ଼ମାର ବଙ୍କର ଠାବ

ବିଜାପୁର: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ର ବିଜାପୁରରେ ଟପ୍ ମାଓନେତା ହିଡ଼ମାର ବଙ୍କର ଠାବ। ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ। ପ୍ରଥମଥର ପାଇଁ ଏଭଳି କଂକ୍ରିଟରେ ନିର୍ମିତ ମାଓ ବଙ୍କର ଠାବ…

ଋଷ, ୟୁକ୍ରେନକୁ ଆମେରିକାର ଅଲଟିମେଟମ୍

ନୂଆଦିଲ୍ଲୀ: ଋଷ, ୟୁକ୍ରେନକୁ ଅଲଟିମେଟମ ଦେଲେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଯଦି ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ନେଇ ସ୍ପଷ୍ଟ ସଂକେତ ନମିଳେ ତେବେ ପଛକୁ ହଟିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ନେଇ ଉଦ୍ୟମ ସପ୍ତାହ ସପ୍ତାହ କିମ୍ବା…

ବିହାର ନିର୍ବାଚନ: କାହିଁକି ମିଥିଳାଞ୍ଚଳକୁ ଫୋକସ୍?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ମିଥିଳାଞ୍ଚଳ । ନୀତିଶ କୁମାରଙ୍କ ନେତୃତ୍ବାଧୀନ ଶାସକ ଏନଡିଏ ହେଉ କି ବିରୋଧୀ ମହାଗଠବନ୍ଧନ, ସବୁ ଦଳର ଫୋକସରେ ରହିଛି ବିହାରର ଏହି ଅଞ୍ଚଳ । ମିଥିଳାଞ୍ଚଳର ଝଞ୍ଜାରପୁରରୁ ବିହାର ନିର୍ବାଚନ ପାଇଁ…

ଭାଙ୍ଗୁଛି ମାଓଗଡ଼: ଆତ୍ମସମର୍ପଣ କଲେ ୨୨ ହାର୍ଡକୋର ମାଓବାଦୀ

ସୁକମା: ଭାଙ୍ଗୁଛି ମାଓଗଡ଼। ଗତ କିଛି ଦିନ ହେବ ବହୁ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ୨୨ ହାର୍ଡକୋର ମାଓବାଦୀ କରିଛନ୍ତି ଆତ୍ମସମର୍ପଣ। ଛତିଶଗଡ଼ର ସୁକମା ଜିଲ୍ଲା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ ୪୦ ଲକ୍ଷ ଟଙ୍କା…

ଆମେରିକାରେ ଆୟୋଜିତ ହେବ ବିଶ୍ୱର ପ୍ରଥମ ଶୁକ୍ରାଣୁ ରେସ

ଲସ ଆଞ୍ଜେଲ୍ସ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଆମେରିକା ପ୍ରଥମ ଥର ପାଇଁ ପୁରୁଷଙ୍କ ଶୁକ୍ରାଣୁକୁ ନେଇ ଏକ ରେସର ଆୟୋଜିତ କରିବାକୁ ଯାଉଛି । ଲସ ଆଞ୍ଜେଲ୍ସରେ ୨୦ ସେଂଟିମିଟର ଲମ୍ବ ମାଇକ୍ରୋସ୍କୋପିକ ଟ୍ରାକରେ ଏହି ରେସ ଆୟୋଜିତ ହେବ । ଏହାର ସିଧା ପ୍ରସାରଣ ଦର୍ଶକମାନେ ଦେଖିପାରିବେ । ଏହି…

ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଳିଲା ୟୁନେସ୍କୋ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ପାଇଁ ଖୁସି ଓ ଗର୍ବର ମୁହୁର୍ତ୍ତ।ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଏହା ବିଶ୍ୱର ପ୍ରତ୍ୟେକ…

୩୫ଟି ଫିକ୍ସ ଡୋଜ୍ ଔଷଧ ଉପରେ କଟକଣା ଲଗାଇଲେ ସରକାର 

ନୂଆଦିଲ୍ଲୀ: ଦେଶରେ ୩୫ଟି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ ନିଷିଦ୍ଧ କରାଯାଇଛି। ଯେଉଁଥିରେ ଏକ ନିଶ୍ଚିତ ପରିମାଣର ଔଷଧ ଉତ୍ପାଦନ ମିଶ୍ରଣ କରାଯାଉଛି। ଏହି ସବୁ ଔଷଧକୁ ବିନା ଅନୁମତିରେ ବିକ୍ରି କରାଯାଉଥିବା ବେଳେ ଏସବୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି। ଏପରି…