Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନୀ ଚାନ୍ଦାରେ ଧନବର୍ଷା: ଶୀର୍ଷରେ ବିଜେପି, କଂଗ୍ରେସ ବି ଚମକାଇ ଦେଲା

ନୂଆଦିଲ୍ଲୀ: କେଉଁ ଦଳ ଉପରେ କେତେ ଧନବର୍ଷା କରିଛନ୍ତି ଲୋକେ ? ନିର୍ବାଚନୀ ଚାନ୍ଦା କରିଛି ମାଲେମାଲ । ଏବେ ସବୁଠି ବିଜେପି ଟିକେ ଭାରି ପଡିଥିବା ବେଳେ ଚାନ୍ଦା ଆଦାୟରେ ବି ସମସ୍ତଙ୍କୁ ପଛରେ ପକାଇଛି । ହେଲେ ଏଥର କଂଗ୍ରେସର ଚାନ୍ଦା ବି ସମସ୍ତଙ୍କୁ ଚମକାଇ ଦେଇଛି । ପୂର୍ବ ଅପେକ୍ଷେ ରେକର୍ଡ…

ଆଇରନ ଡୋମ୍ ନିର୍ମାଣ ପାଇଁ ଟ୍ରମ୍ପଙ୍କ ପ୍ଲାନିଂ

ୱାଶିଂଟନ: ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଅନେକ ନିର୍ଦ୍ଦେଶ ଜାରି କରୁଛନ୍ତି। ଏହାରି ମଧ୍ଯରେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାରେ ଆଇରନ ଡୋମ୍ ସିଷ୍ଟମ ଭଳି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ…

ଭାଗ ହେଲେ ସ୍ଵାମୀ, ଦୁଇ ପତ୍ନୀଙ୍କ ପାଖେ ତିନି-ତିନି ଦିନ, ମା’ଙ୍କ ପାଖେ ଗୋଟେ ଦିନ

ଲକ୍ଷ୍ନୌ: ଧନସମ୍ପତ୍ତି, ଜମିବାଡି, ସୁନାଗହଣା, ଟଙ୍କାପଇସା ଆଦି ଭଗ ହେବା କଥା ତ ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆପଣ କେବେ ସ୍ଵାମୀ ଭାଗ ହେବା କଥା ଶୁଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ ବାଗପତର…

ମନ ବଦଳାଇଲେ କୋଲକାତା ଡାକ୍ତରଙ୍କ ମା’ବାପା: କହିଲେ, ଫାଶୀ ନୁହେଁ…

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣା, ଏବେ ବି ସମସ୍ତଙ୍କ ମନରେ ଦୋଷୀ ସଞ୍ଜୟ ପ୍ରତି ଘୃଣା ଭାବ ଭରିକି ରଖିଛି । ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି ରହିଛି । ଯାହାକୁ ନେଇ ତଳ କୋର୍ଟ ଆଜୀବନ ମୃତ୍ୟୁ ଦଣ୍ଡରେ ଅଭିଯୁକ୍ତ ସଂଞ୍ଜୟକୁ ଦଣ୍ଡିତ କରିବା ପରେ ଏହାକୁ ନେଇ…

ଲଡୁ ମହୋତ୍ସବରେ ଭୁଶୁଡିଲା ‘ୱାଚ ଟାୱାର’; ୭ ମୃତ, ଅନେକ ଆହତ

ବାଗପତ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ବାଗପତରେ ଭଗବାନ ଆଦିନାଥଙ୍କ ନିର୍ବାଣ ଲଡ଼ୁ ମହୋତ୍ସବର ଏକ କାଠ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ଦଳାଚକଟା ସ୍ଥିତି ଉପୁଜିଥିଲା। ସୂଚନା ପାଇ…

ଆମେରିକାର ମୁଣ୍ଡ ବିନ୍ଧେଇଲାଣି ଚୀନି ଷ୍ଟାଟଅପ୍ ଡିପସେକ୍, ହଜାର କୋଟି କ୍ଷତି..

ନୂଆଦିଲ୍ଲୀ: ଆମେରିକାର ନିଦ ହଜେଇଲାଣି ଚୀନର ଛୋଟିଆ ଷ୍ଟାଟଅପ। ପାଖାପାଖି ହଜାରେ କୋଟିର କ୍ଷତି ସହିଲାଣି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଆମେରିକା। ଡିପସେକ୍ ଆର୍ ୱାନ୍  ଚାଇନାର ଏଆଇ ମଡେଲ୍, ଯାହା ଏବେ ସପ୍ତାହେ ମଧ୍ୟରେ ଏତେ ଲୋକପ୍ରିୟ ହୋଇଛି ଯେ ଏହା ଚାଟ୍ ଜିପିଟିକୁ ମଧ୍ୟ ପଛରେ…

ସାମ୍ନାକୁ ଆସିଲା ସତ, ୧୫ ଲକ୍ଷ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିଲା ସୁଟର୍

ମୁମ୍ବାଇ: ସାମ୍ନାକୁ ଆସିଲା ବାବା ସିଦ୍ଦିକିଙ୍କ ହତ୍ୟା କାଣ୍ଡ ପଛର ପ୍ରକୃତ ସତ । ସତ ମାନିଲା ମୁଖ୍ୟ ସୁଟର୍ । ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ମୁଖ୍ୟ ସୁଟର ଶିବକୁମାର ଗୌତମ ପୋଲିସ ଆଗରେ ଏକ ବଡ ବୟାନ ଦେଇଛି । ହତ୍ୟା କରିବାର କାରଣ କହିଛି ସୁଟର୍ । ସୁଟର୍ ଶିବକୁମାର କହିଛି ଯେ,…

ପୁଣି ରାମ୍‌ ରହିମ୍‌ଙ୍କୁ ମିଳିଲା ୨୦ ଦିନିଆ ପାରୋଲ୍‌, ଜେଲ୍‌ରୁ ବାହାରି ସାରିଲେଣି ୧୨ ଥର

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡାଦେଶ ଭୋଗୁଥିବା ରାମ ରହିମଙ୍କୁ ମିଳିଛି ୨୦ ଦିନିଆ ପାରୋଲ୍‌। ଆତ୍ମଘୋଷିତ ବାବା ରାମ ରହିମ ଆଜି ସକାଳ ପ୍ରାୟ ୫.୨୬ରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି ବୋଲି ସୂଚନା ରହିଛି। ଗୁରମିତ ରାମ ରହିମଙ୍କୁ ଗୁପ୍ତ ଭାବରେ…

ଭାରତର ଏହି ଅଞ୍ଚଳରେ ଦେଖିବାକୁ ମିଳେନି କୁକୁର ଓ ସାପ, ନାହିଁ ରାବିଜ୍ ପ୍ରତି ବିପଦ

କବାରାଟ୍ଟୀ: ଲାକ୍ଷାଦ୍ୱୀପ ଭାରତର ଏକ ବହୁତ ସୁନ୍ଦର ଦ୍ୱୀପ। ଏଠାରେ ଆପଣ ପ୍ରକୃତି ଉପଭୋଗ କରିବା ସହିତ ଅନେକ କ୍ରୀଡା କାର୍ଯ୍ୟକଳାପ ମଧ୍ୟ ଉପଭୋଗ କରିପାରିବେ। ଏହି ସ୍ଥାନରେ, ଆପଣ ଆପଣଙ୍କ ପରିବାର ସହିତ କିଛି ବିଶେଷ ସମୟ ବିତାଇବା ସହିତ ଅନେକ ସ୍ମରଣୀୟ ଅଭିଜ୍ଞତା ମଧ୍ୟ ପାଇପାରିବେ।…

ଖୁବଶୀଘ୍ର ଆମେରିକା ଗସ୍ତ କରିବେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୋଦି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଛି। ଟ୍ରମ୍ପ…