Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଟିଏ ଗ୍ରାମ, ୨ରାଜ୍ୟର ସୀମା: ମଦ ପାଇଁ ହଁ ଆଉ ନାହିଁ ଦ୍ୱନ୍ଦ୍ୱରେ ଗ୍ରାମବାସୀ

ବକ୍ସର: ବକ୍ସର ଗ୍ରାମ ଦୁଇ ରାଜ୍ୟ ବିହାର ଓ ଉତରପ୍ରଦେଶ ସୀମା ମଧ୍ୟରେ ବାଂଟି ହୋଇଯାଇଛି । ଏହାର କିଛି ଅଂଶ ବିହାର ଏବଂ ଅନ୍ୟ ଅଂଶ ଉତରପ୍ରଦେଶରେ ଯାଉଛି । ସେଥିପାଇଁ ଗ୍ରାମରେ କେତେକ ନିୟମ ନେଇ ଭିନ୍ନତା ପରିଲକ୍ଷିତ ହୁଏ । ବିହାର ପଟେ ପଦ ପିଇବା ଉପରେ କଟକଣା ଥିବା ବେଳେ ୟୁପି ଅଂଶରେ…

ପୁଣି ଡରାଇଲାଣି ଚୀନ୍: ଆବିଷ୍କାର କଲାଣି ନୂଆ କରୋନା ଭାଇରସ୍…

ନୂଆଦିଲ୍ଲୀ: ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି ।…

୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ୨୫ରେ ଆଗତ ହେବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବାପରେ ଫେବୃଆରୀ ୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅରବିନ୍ଦର ସିଂହ ଲଭଲି କାମଚଳା ବାଚସ୍ପତି ହେବେ ଏବଂ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୭ ବର୍ଷ ପରେ ବିଜେପି ସରକାରଙ୍କ ଏହି ପ୍ରଥମ ଅଧିବେଶନ ତିନି ଦିନ ଅର୍ଥାତ…

ପଣ୍ଡ ହେଲା ମାଓ ଯୋଜନା, ବନ୍ଧୁକ କାରଖାନା ଠାବ କଲେ ସୁରକ୍ଷାକର୍ମୀ

ସୁକମା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଠାବ ହେଲା ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନଙ୍କ କୋମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି।…

ମହିଳାଙ୍କ କୁମ୍ଭ ସ୍ନାନ ଭିଡିଓ ବିକ୍ରି ମାମଲା: ୩ ଗିରଫ

ଅହମଦାବାଦ: ମହିଳାଙ୍କ କୁମ୍ଭ ସ୍ନାନ ଭିଡିଓ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହେଲେ ୩ ଅଭିଯୁକ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ପ୍ରୟାଗରାଜରୁ । ବର୍ତ୍ତମାନ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିଲେ ଏହି ଅଭିଯୁକ୍ତ ।…

ଟ୍ରମ୍ପଙ୍କ ବୟାନକୁ ନେଇ କେନ୍ଦ୍ରରେ ହଇଚଇ ସୃଷ୍ଟି; ପୂର୍ବ ଆମେରିକା ସରକାର ଭାରତ ନିର୍ବାଚନରେ କରିଥିଲା ହସ୍ତକ୍ଷେପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ। ଟ୍ରମ୍ପ ପୂର୍ବ ଆମେରିକା ସରକାର ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି । ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ…

ମାନସରୋବର ଯାତ୍ରାକୁ ନେଇ ଚୀନ୍ ବିଦେଶମନ୍ତ୍ରୀଙ୍କ ସହ ଆଲୋଚନା କଲେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ରାଜଧାନୀ ଜୋହାନ୍ସବର୍ଗରେ ଚାଲିଥିବା ଜି-୨୦ ବୈଠକ ସମୟରେ ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସୀମାନ୍ତ…

ଫେବୃଆରୀ ୨୪ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍-କିସାନ ଟଙ୍କା: ମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିସାନ) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃଆରୀ ୨୪ରେ ଏହି କିସ୍ତି ପ୍ରଦାନ କରାଯିବ ବୋଲି ଶୁକ୍ରବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି…

କୁକୁଡା ନାଁରେ ମାମଲା !

କେରଳ: ଜଣେ ଗଭୀର ନିଦରେ ଶୋଇଥିବ, କିନ୍ତୁ ଭୋର ତିନିଟାରେ କୁକୁଡ଼ା ରାବରେ ଯଦି ନିଦଟା ଭାଙ୍ଗିଯିବ, ଏହାପରେ ଆଉ ସେ ବ୍ୟକ୍ତିକୁ ନିଦ ହେବ କି ? କେରଳର ପଥାନାମଥିଟ୍ଟା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ପ୍ରତିଦିନ ଘଟୁଥିଲା। ପ୍ରତିଦିନ ସକାଳେ କୁକୁଡ଼ା ରାବ ଦ୍ୱାରା ତାଙ୍କର ନିଦ…

ଯୋଗୀଙ୍କୁ ଗାୟକ ବିଶାଲ ଦେଲେ ଖୋଲା ଚାଲେଞ୍ଜ; କହିଲେ, ମହାକୁମ୍ଭର ପାଣି ପିଇକି ଦେଖାନ୍ତୁ…

ମୁମ୍ବାଇ: ଗାୟକ ଏବଂ ସଂଗୀତଜ୍ଞ ବିଶାଲ ଦଦଲାନି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ବିଶାଲ ଦଦଲାନି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଥିଲେ, ଯେଉଁଥିରେ ସେ ମହାକୁମ୍ଭ ଜଳରେ ଥିବା ଜୀବାଣୁ…