Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁରରେ ଆବାସିକ ବିଦ୍ୟାଳୟର ୨୨ ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଏକ ଆଦିବାସୀ ଆବାସିକ ବିଦ୍ୟାଳୟର ୨୨ ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତି କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ସଲୋହି ଆଶ୍ରମ ସ୍କୁଲର କିଛି ଛାତ୍ରଛାତ୍ରୀ ୩ ଦିନ ତଳେ ସମାନ ରୋଗରେ…

ବିବାହ ପାଇଁ ନିଜ ଅଟୋରେ ହୋର୍ଡିଂ ଲଗାଇଲେ ଚାଳକ

ଭୋପାଳ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଇ-ରିକ୍ସା ଚାଳକ ନିଜର ବୈବାହିକ ସ୍ଥିତି ଓ ଯୋଗ୍ୟତାର ବିଜ୍ଞାପନ ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ଦୀପେନ୍ଦ୍ର ରାଠୋର ତାଙ୍କ ଗାଡିରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି, ଯେଉଁଥିରେ ଇଚ୍ଛୁକ ଯୁବତୀଙ୍କୁ ବିବାହ ପାଇଁ ତାଙ୍କ ସହ…

ୟୁଜର୍ସଙ୍କ ସମାଲୋଚନା ନେଇ ରାଗିଗଲେ ଆୟଶା, କହିଲେ ମୋତେ ମୋ ବାଟରେ ଛାଡି ଦିଅ

ମୁମ୍ବାଇ: ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ ଅଭିନେତ୍ରୀ ଆୟଶା ଟକିୟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ତାଙ୍କ ଚେହେରାର ନାଟକୀୟ ପରିବର୍ତନ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଏଥିନେଇ ୟୁଜର୍ସମାନେ ତାଙ୍କୁ ସମାଲୋଚନା କରି ବିଭିନ୍ନ ଟିପ୍ପଣୀ ଦେଇଥିଲେ ।…

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ନେତାଙ୍କୁ ମିଳିଲା ଗୁରୁମନ୍ତ୍ର

ନୂଆଦିଲ୍ଲୀ:ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି। ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। ରବିବାର ବୈଠକରେ ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ପଦାଧିକାରୀ ଓ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ ୧୫ ହଜାରକୁ ବୃଦ୍ଧି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକ ରେ କର୍ଯ୍ୟ ରତ ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ…

ଅଶ୍ୱୀନଙ୍କ ପାଇଁ ଚାର୍ଟର୍ଡ ଫ୍ଲାଇଟରେ ବ୍ୟବସ୍ଥା କରିଥିଲେ ଜୟ ଶାହ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ତୃତୀୟ ଦିବସରେ ଚେନ୍ନାଇ ଫେରିଥିବା ବେଳେ ଚତୁର୍ଥ ଦିବସରେ ଟିମ ସହିତ ଯୋଗ ଦେଇଥିଲେ । ତାଙ୍କ ମାଆଙ୍କ ଦେହ ହଠାତ ଖରାପ ହୋଇ ପଡିବାରୁ ସେ ସଙ୍ଗେ ସଙ୍ଗେ ଘରକୁ ଫେରିବା ପାଇଁ ଟିମ ମ୍ୟାନେଜମେଂଟକୁ…

ମୁସ୍ତାଫିଜୁର ରହେମାନଙ୍କ ମୁଣ୍ଡରେ ବାଜିଲା ବଲ

ଢ଼ାକା: ପେସ ବୋଲର ମୁସ୍ତଫିଜୁର ରହେମାନ ବାଂଲାଦେଶ ପ୍ରିମିୟର ଲିଗ ଅଭ୍ୟାସ ସେଶନ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । କୋମିଲା ଭିକ୍ଟୋରିୟନ୍ସ ଟିମ ଜୋହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ । ସେ ବୋଲିଂ ପାଇଁ ଅଭ୍ୟାସ କରୁଥିବା ବେଳେ ଅନ୍ୟ ନେଟ୍ସରେ ବ୍ୟାଟିଂ କରୁଥିବା ଲିଟନ…

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ବିପକ୍ଷରେ ଦିଲ୍ଲୀ ଅଗ୍ରଣୀ

ଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ଗ୍ରାଉଣ୍ଡରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ବିପକ୍ଷରେ ଦିଲ୍ଲୀ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛନ୍ତି । ଗ୍ରୁପ ଡିର ଏହି ମୁକାବିଲାରେ ଓଡିଶା ପ୍ରଥମ ଇନିଂସରେ ୪୪୦ ରନ କରିଥିଲା । ଜବାବରେ ଦିଲ୍ଲୀ ୪୫୧ ରନ କରି ୧୧ ରନରେ ଅଗ୍ରଣୀ…

ଆସନ୍ତୁ ଜାଣିବା କଣ ପାଇଁ ସଞ୍ଜୟ ହୋଇ ପାରିଲେନି କଟପ୍ପା

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବାହୂବଳୀରେ କଟପ୍ପା ଅଭିନୟ କରି ଲୋକପ୍ରିୟ ହୋଇଥିବା ସତ୍ୟରାଜ କିନ୍ତୁ ମେକର୍ସଙ୍କ ପ୍ରଥମ ପସନ୍ଦ ନ ଥିଲେ । ସଞ୍ଜୟ ଦତଙ୍କୁ ସେମାନେ ଏଥିପାଇଁ ସାଇନ କରିବାକୁ ଚାହୁଁଥିଲେ । ଏହାର ଖୁଲାସା ରାଜମୌଲୀଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ କରିଛନ୍ତି । ତେବେ ସଞ୍ଜୟଙ୍କୁ…