Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ

କୋଲକାତା:ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ। ଗୁରୁବାର ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ…

ବିଜେପିର ମଙ୍ଗଳ ପାଇଁ ମୋଦିଙ୍କୁ ଟିପ୍ସ ଦେଲେ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ:ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ସୁପ୍ରମକୋର୍ଟଙ୍କ ଏହି ନିଷ୍ପତ୍ତି ଏବେ ରାଜନୀତିକୁ ସରଗରମ କରିଦେଇଛି। ସେ ବି ନିର୍ବାଚନ ଠିକ୍ ପୂର୍ବରୁ। ଯାହାକୁ ନେଇ ଏବେ ଉଷ୍ମ ରାଜନୀତି ମଧ୍ୟରେ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ଭଲ…

ପରଲୋକରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କଟକ: ଆଉ ନାହାନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ଦେହାନ୍ତ ଘଟିଛି । କଟକ ନନ୍ଦିସାହି ସ୍ଥିତ ବାସଭବନରେ ତାଙ୍କ ର ପରଲୋକ ଘଟିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ…

ନିର୍ବାଚନ ବଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡ(ଇଲୋକ୍ଟ୍ରାଲ ବଣ୍ଡ)କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। ଏହି ଯୋଜନା ବାତିଲ କରାଯିବା ଉଚିତ କି ନୁହେଁ ତାହା ଉପରେ ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ରାଜନୈତିକ ଦଳମାନଙ୍କୁ ଆର୍ଥିକ…

ଡିଲ୍ ଚାଲିଥିବାବେଳେ କାବୁ କଲା ଏସଟିଏଫ୍, ୨ ବାଘ ଛାଲ ସହ ଜଣେ ଗିରଫ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ ବାଘ ଛାଲ କାରବାର । ଅନେକ ସମୟରେ ବନ ବିଭାଗ ହାବୁଡରେ ପଡି ଗିରଫ ହଉଛନ୍ତି ଅଭିଯୁକ୍ତ ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଆଜି ପୁଣି ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ । ଖବର ମୁତାବକ, କୁଚିଣ୍ଡା-ବଣେଇଗଡ଼…

ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ, ୨ ଯବାନ ଆହତ

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନଳୀ କୁମ୍ପା ବଲମତୁମା ଜଙ୍ଗଲରେ ଏସଓଜି ଯବାନଙ୍କ ସର୍ଚ୍ଚ ଅପେରସନ ବେଳେ ଏହି ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଥିବା ଜଣାପଡିଛି I ଏଥିରେ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ଦେବା ପାଇଁ…

ପତ୍ନୀଙ୍କ ଦ୍ବାରା ମାନସିକ ନିର୍ଯାତନା ନେଇ ପୋଲିସ ଆଗରେ ଗୁହାରୀ କଲେ ମହାଭାରତ ଫେମ୍ ନୀତିଶ ଭରଦ୍ବାଜ

ଭୋପାଳ: ସବୁଠୁ ଲୋକପ୍ରିୟ ଟିଭି ସିରିଏଲ 'ମହାଭାରତ'ରେ ଭଗବାନ କୃଷ୍ଣଙ୍କ ଚରିତ୍ର ଅଭିନୟ କରିଥିବା ଅଭିନେତା ତଥା ରାଜନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଛନ୍ତି । ଭେଟେରାନ୍ ଅଭିନେତା ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ ହେଉଥିବା…

ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା

ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଅଧିକାରୀମାନଙ୍କ ଏକ ଟିମ୍ ମଧ୍ୟ ଓଡ଼ିଶା ଆସୁଛନ୍ତି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।…

‘ଆମ ବସଷ୍ଟାଣ୍ଡ’ ଅଧିନରେ ୧୩ ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ ।…

ରୋହିତ ଆଗାମୀ ଟି୨୦ ବିଶ୍ୱକପରେ ଅଧିନାୟକ ହେବେ: ଜୟ ଶାହ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ଜୟ ଶାହ ୨୦୨୪ ଟି୨୦ ବିଶ୍ୱକପରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ବୋଲି କହିଛନ୍ତି । ରାଜକୋଟରେ ଆୟୋଜିତ ଏକ ଇଭେଂଟରେ ସେ କହିଛନ୍ତି ଦିନିକିଆ ବିଶ୍ୱକପରେ ଭାରତୀୟ ଟିମ କ୍ରମାଗତ ୧୦ ମ୍ୟାଚ ଜିତି ଆମ ସମସ୍ତଙ୍କ ମନ ଜିଣିଥିଲା ।…