Latest Odisha News

BREAKING NEWS

Browsing Category

ଫିଚର

ପ୍ରତିଶ୍ରୁତି ଓ ଆବଶ୍ୟକତା ଭିତରେ ବିଜେଡି ଚୟନ କରିବ ରାଜ୍ୟସଭା ପ୍ରାର୍ଥୀ, ରେସରେ କିଏ?

ଭୁବନେଶ୍ୱର: ଏପ୍ରିଲ ୩ତାରିଖରେ ଖାଲି ହେବାକୁ ଥିବା ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଫେବ୍ରୁଆରି ୨୭ତାରିଖରେ ନିର୍ବାଚନ ହେବାକୁ ଯାଉଛି। ବିଶେଷକରି ଶାସକ ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ନିଜର ବର୍ତ୍ତମାନର ପ୍ରତିନିଧିତ୍ବ ଆଧାରରେ ଏହି ତିନୋଟି ଆସନ ସୁରକ୍ଷିତ ରଖିବା ସ୍ଥିତିରେ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସ ଭବନ ସହ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।…

ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା, ବିଏମସିର ପ୍ରସ୍ତୁତି ବୈଠକ ଶେଷ

ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି । ଶୃଙ୍ଖଳିତ ଓ ସଠିକ ଭାବେ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ…

୬ ଦଫା ଦାବି ନେଇ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ଜୀବନଯାତ୍ରା ଠପ୍

ନବରଙ୍ଗପୁର: ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରା ସକାଳ ୬ ଟା ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ଯାହାର ପ୍ରଭାବ ଅନେକ କ୍ଷେତ୍ରରେ ପରିଲିକ୍ଷିତ ହୋଇଛି । ୬ ଦଫା ଦାବି ଭିତରେ ରହିଛି…

ସାଧାରଣ ନିର୍ବାଚନ ପୂର୍ବରୁ ୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ ପଦୋନ୍ନତି ଦେଇଛି ।…

କାହିଁକି ପର୍ଯ୍ୟଟକଙ୍କୁ କୁତବମିନାର ଭିତରକୁ ପ୍ରବେଶ ନିଷେଧ, କଣ ରହିଛି ଏହା ପଛର କାହାଣୀ?

ନୂଆଦିଲ୍ଲୀ: କୁତବ ମିନାର କୁତବ୍ ଉଦ-ଦିନ୍ ଆଇବାକ୍, ଇଲଟୁମିଶ୍, ଫିରୋଜ ଶାହା ତୁଗଲାକ୍, ଶେର୍ ଶାହା ସୁରୀ ଏବଂ ସିକନ୍ଦର ଲୋଦି ପରି ଶାସକମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ଦିଲ୍ଲୀର ମେହେରୁଲିରେ ଅବସ୍ଥିତ । ପ୍ରତିବର୍ଷ ଭାରତ ତଥା ବିଶ୍ୱର ପ୍ରାୟ ୩୦ରୁ ୪୦ ଲକ୍ଷ ପର୍ଯ୍ୟଟକ ଏଠାକୁ…

କେଜ୍ରିୱାଲଙ୍କ ବଡ ଘୋଷଣା: ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି!

ନୂଆଦିଲ୍ଲୀ: ଦିଲ୍ଲୀରେ ଯେତେ ବିଜୁଳି ବ୍ୟବହାର କଲେ ବି ଆସିବନି ବିଲ। ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା। ଦିଲ୍ଲୀରେ ଆରମ୍ଭ ହୋଇଛି ସୋଲାର ପଲିସି ୨୦୨୪। ଏହି ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍‌ରିଓ୍ବାଲ…

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଆଦିବାସୀଙ୍କ ପାଇଁ LAVA ଯୋଜନା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଆଦିବାସୀଙ୍କ ଜମି ବିକ୍ରୟ ନିୟମ ପ୍ରତ୍ୟାହୃତ ହୋଇଛି। ଲଘୁ…

କ୍ରିକେଟରଙ୍କ କିଟରୁ ମିଳିଲା ମଦ ବୋତଲ, ବିୟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନେଇ ଏକ ଲଜ୍ଜାଜନକ ଖବର ସମ୍ମୁଖକୁ ଆସିଛି । କେତେଜଣ କ୍ରିକେଟରଙ୍କ ନିକଟରୁ ବିମାନବନ୍ଦରରେ ମଦବୋତଲ ଓ ବିୟର ଜବତ କରାଯାଇଛି । ରିପୋର୍ଟ ଅନୁସାରେ ସିକେ ନାୟୁଡୁ ଟ୍ରଫି ଖେଳୁଥିବା ୨୩ ବର୍ଷରୁ କମ ସୌରାଷ୍ଟ୍ର ଦଳର କେତେକ ଖେଳାଳିଙ୍କ ନିକଟରୁ ଏହା ମିଳିଛି ।…

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ୫୦ଥର ଛୁରି ଭୁସି ହତ୍ୟା

ୱାଶିଂଟନ: ଆମେରିକାରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ର। କିଛିଦନ ଧରି ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମନାକୁ ଆସୁଛି। ପୁଣି ଥରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଜର୍ଜିଆରେ ବିବେକ ସାଇନିଙ୍କୁ ଛରି ଭୁଶିବା ସହ ହାତୁଡ଼ି ପଟି ଅତି…