Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ

ଜୟପୁର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ କୋରାପୁଟର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ…

କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି। ଏଥିସହିତ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ, ଦୀଘା ଶଙ୍କରପୁର ଜେଟିରୁ ମାଛ ମାରିବାକୁ ଯାଇଥିଲେ ୧୫ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର…

କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମୟରେ ସାମ୍ବାଦିକ ସମ୍ମିଳନୀ ନେଇ ବିଦେଶୀ ଗଣମାଧ୍ୟମ ପୁଣି ଥରେ ପ୍ରଶ୍ନ ଉଠାଇଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଉଠାଯାଇଥିବା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଛି। ବୈଦେଶିକ ସଚିବ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT…

ଆପଣଙ୍କ ଅଜାଣତରେ ଘରର ଏହି ଛୋଟିଆ ଭୁଲ୍ ବଢ଼ାଉଛି କି ବିଦ୍ୟୁତ୍ ବିଲ୍? ଜାଣନ୍ତୁ ଏହା ପଛର ସାଇନ୍ସ

ଖରାଦିନେ କିମ୍ବା ଗୁଳଗୁଳିଆ ପାଗରେ ଫ୍ୟାନ୍‌ଟିଏ ନ ବୁଲିଲେ ଆମକୁ ଶାନ୍ତି ମିଳେ ନାହିଁ। କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆପଣଙ୍କ ଘରେ ବୁଲୁଥିବା ସିଲିଂ ଫ୍ୟାନ୍‌ର ବ୍ଲେଡରେ ଜମିଥିବା ଧୂଳି ଆପଣଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉଛି? ଦେଖିବାକୁ ଏହା ବହୁତ ସାଧାରଣ ଲାଗୁଥିଲେ ମଧ୍ୟ ଏହି…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କୁ ଗିରଫ କରିଛି। ତାଙ୍କ ସହ ଜଡିତ ସମ୍ପତ୍ତିରେ ଏକକାଳୀନ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଭିଜିଲାନ୍ସ ଅଧିକାରୀମାନେ…

ପାଠ ପଢ଼ାଇବାକୁ ଡାକି ଝିଆରୀକୁ ଦୁଷ୍କର୍ମ, ମଉସା ଓ ମାଉସୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୨୪ ବର୍ଷୀୟା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ନାବାଳିକା ଥିବା ସମୟରେ ଆରମ୍ଭ ହୋଇଥିଲା। ପୀଡିତାଙ୍କ ଦ୍ୱାରା ଦାୟର ଅଭିଯୋଗ ପରେ ବୁଧବାର ନୟାପଲ୍ଲୀ ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ନୟାପଲ୍ଲୀ…

ନୋ-ଫ୍ଲାଇଂ ଜୋନ୍ ହେଲା ହୀରାକୁଦ ଡ୍ୟାମ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ସକାଳ ୧୧ଟାରେ ଚଳିତ ମୌସୁମୀ ଋତୁର ପ୍ରଥମ ବନ୍ୟାଜଳ ଛାଡ଼ିବା ପାଇଁ ଚାରୋଟି ଗେଟ୍ ଖୋଲିବେ। ମହାନଦୀ ଅବବାହିକାର ଉପର ଭାଗରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ…

ମାଲ୍ୟଗିରି ପାହାଡ଼ରେ ୩ ପର୍ଯ୍ୟଟକ ନିଖୋଜ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ମାଲ୍ୟଗିରି ପାହାଡ଼ରେ ତିନି ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ବୁଧବାର ଦିନ କେନ୍ଦୁଝର ଟାଉନ୍ ଅଞ୍ଚଳର ସାତ ଜଣ ଯୁବକଙ୍କ ଏକ ଦଳ ଟ୍ରେକିଂ ପାଇଁ ପାଲଲହରା ନିକଟସ୍ଥ ମାଲ୍ୟଗିରି ପାହାଡ଼କୁ ଯାଇଥିଲେ। ଟିମର ଚାରି ଜଣ ସଦସ୍ୟ ପାହାଡ଼…

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳୁ ସକାଳୁ ଦୀର୍ଘ ସମୟ ଧରି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। ତେବେ ଡ୍ରୋନ ଉଡାଇଥିବା ଯୁବକଙ୍କୁ ଅଟକ ରଖିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି ମନ୍ଦିର ଉପରେ ଡ୍ରୋନଟି ଉଡୁଥିବା ଦେଖିବାକୁ…