Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସତର୍କତା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ନିକଟରେ ସମଗ୍ର ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ମେଡିକାଲ କଲେଜଗୁଡ଼ିକୁ ସତର୍କ ସୂଚନା ଜାରି କରି ରାଜ୍ୟ ଭିତରେ ଯେକୌଣସି ସମ୍ଭାବ୍ୟ ସଂକ୍ରମଣ ବୃଦ୍ଧିର ମୁକାବିଲା ପାଇଁ ତୁରନ୍ତ ସକ୍ରିୟ ପଦକ୍ଷେପ…

ପଦ୍ମପୁରକୁ ଏଡିଏମ ପଦବୀ ମଞ୍ଜୁର, କୁନାଲ ମୋତିରାମ ହେଲେ ପ୍ରଥମ ଅଫିସର

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦ୍ମପୁରର ନୂଆ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଭାବେ ଚୌହ୍ୱାନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମୋତିରାମ ବର୍ତ୍ତମାନ ବାଲେଶ୍ୱରର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ…

ସଜେଇ ହୋଇଛି ଅଯୋଧ୍ୟା: ଆସିବେ ପ୍ରଧାନମନ୍ତ୍ରୀ, ଭେଟି ଦେବେ ୧୬ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୬ ହଜାର କୋଟି ପ୍ରକଳ୍ପ ଭେଟି ଦେବେ ।  ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃବିକଶିତ ରେଳ ଷ୍ଟେସନ ସମେତ ଅନେକ ଯୋଜନାର ଉଦ୍‌ଘାଟନ କରିବେ । ଏଥିସହିତ ଦୁଇଟି ଅମୃତ ଭାରତ ଏବଂ ୬ଟି ନୂଆ ବନ୍ଦେ ଭାରତ…

ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହେଲେ ଚଭନ କୁନାଲ ମୋତିରାମ

ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ (ADM) ପଦବୀ ସୃଷ୍ଟି କୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି ୨୦୨୦ ବ୍ୟାଚ୍‌ ର IAS ଅଫିସର ଚଭନ କୁନାଲ ମୋତିରାମ । ତେବେ ଏଡିଏମଙ୍କ…

ଭୁବନେଶ୍ବରରୁ ଅପହୃତ ‘ଓଲା’ ଡ୍ରାଇଭର ଯାଜପୁରରୁ ଉଦ୍ଧାର, ୩ ଗିରଫ

ଭୁବନେଶ୍ବର: ଭୁବନେଶ୍ବରରେ କିଡନାପ୍ ଯାଜପୁରରୁ ଉଦ୍ଧାର। ଧର୍ମଶାଳା ଥାନା ଆରୁହା ଅଞ୍ଚଳର ଏକ ନିକାଞ୍ଚନ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ 'ଓଲା' ଡ୍ରାଇଭର। ଏଥିସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଉଦ୍ଧାର 'ଓଲା' ଡ୍ରାଇଭର ପାତ୍ରପଡ଼ା କିଞ୍ଜଲ ଗାର୍ଡେନ ଅଞ୍ଚଳର ପିଣ୍ଟୁ…

ନେପାଳ କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ: ନେପାଳର କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପରବର୍ତୀ ଶୁଣାଣୀରେ କୋର୍ଟ ତାଙ୍କୁ ଦଣ୍ଡ ପ୍ରଦାନ କରିବ । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ସମୟରେ ଝିଅ ନାବାଳିକ ନ ଥିଲେ । ଜାନୁୟାରୀ ୧୨ରେ ପାଟନା ହାଇକୋର୍ଟ ଜାମିନ…

ବହୁଚର୍ଚ୍ଚିତ ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: ଚନ୍ଦ୍ରପୁରରେ ଖୋଲତାଡ ଆରମ୍ଭକାଲା…

ରାୟଗଡା: ବହୁଚର୍ଚ୍ଚିତ ଚନ୍ଦ୍ରପୁର ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁର ଖୋଳତାଡ ଆରମ୍ଭକାଲା କ୍ରାଇମବ୍ରାଞ୍ଚ୍ ଟିମ୍ । ଘଟଣାସ୍ଥଳ ଚନ୍ଦ୍ରପୁର ଠାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ଟିମ୍ ରେ ଡିଆଇଜି ଚରଣ ସିଂ ମିନାଙ୍କ ସମେତ ଜିଲ୍ଲା ଏସପି ବିବେକାନନ୍ଦ…

ବ୍ରିଜଭୂଷଣଙ୍କ ଘରୁ କାର୍ଯ୍ୟାଳୟ ଉଠାଇନେଲା ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ତାର କାର୍ଯ୍ୟାଳୟକୁ ପୂର୍ବ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଘରୁ ଉଠାଇ ନେଇଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କଡା ଆପତି ଦର୍ଶାଯାଇଥିଲା । ନୂଆଦିଲ୍ଲୀର ହରିନଗରରେ ସଂଘର ନୂତନ କାର୍ଯ୍ୟାଳୟରେ ଏଥର ସମସ୍ତ କାର୍ଯ୍ୟ ହେବ ।…

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି

ଭୁବନେଶ୍ବର: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୬ମାସ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ ପ୍ରଦୀପ ଜେନା। ରାଜ୍ୟ ସରକାର ‌ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା…

ଥାଲାପତି ବିଜୟଙ୍କ ଉପରକୁ ଚପଲ ମାଡ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରକୁ ଜଣେ ଅଜଣା ବ୍ୟକ୍ତି ଚପଲ ମାଡ କରିଛି । ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବିଜୟ ଯାଇଥିଲେ । ସେହି ସମୟରେ ଏହି ଅଘଟଣା ଘଟିଛି । ଏ ସମ୍ପର୍କୀତ ଏକ ଭିଡିଓ ଏବେ ଭାଇରାଲ…