Latest Odisha News

BREAKING NEWS

Browsing Category

ଫିଚର

କେଉଁ ଆସନରୁ ଧର୍ମେନ୍ଦ୍ର ସାଂସଦ ଭାବେ ପ୍ରାର୍ଥୀ ହେବେ ଦେଲେ କି ଇସାରା?

ଛେଣ୍ଡିପଦା: ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜାରି ରହିଛି। ଢେଙ୍କାନଳ ଏବଂ ସମ୍ବଲପୁର ଲୋକସଭା ଆସନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ସମ୍ଭବତଃ ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରବିବାର…

ଜାନୁଆରୀ ୩୧ ସୁଦ୍ଧା ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବେ ଓଡ଼ିଶା ସରକାରୀ କର୍ମଚାରୀ

ଭୁବନେଶ୍ୱର: ଜାନୁଆରି ୩୧ ତାରିଖ ସୁଦ୍ଧା ସମସ୍ତ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗ୍ରୁପ୍ ଡିଠାରୁ ଆରମ୍ଭ କରି ଗ୍ରୁପ୍ ଏ ପର୍ଯ୍ୟନ୍ତ ସବୁ ସ୍ତରରେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।…

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ, ୪୦ ଜଣ ଆହତ

ସାଲେପୁର: କଟକ ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଦୁର୍ଘଟଣା। ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଉଭୟ ଗାଡିର ଚାଳକ ଗୁରୁତର ଥିବା ସୂଚନା ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ର କର୍ମଚାରୀମାନେ…

ଆପଣ ପିକନିକ୍ ଯାଉଛନ୍ତି କି? ନଜର ପକାନ୍ତୁ ସରକାରଙ୍କ ନିୟମ ଉପରେ

ଭୁବନେଶ୍ୱର: ନିକଟରେ ଅନେକ ପିକନିକ ଗାଡ଼ିର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିଛି କୁହୁଡି ପାଇଁ ତ ଆଉ କିଛି ବେପରୁଆ ଗାଡି ଚାଳନା ଏବଂ ଆଉ କିଛି ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ହାନୀ ହେବା ସହ ଆହତ ହୋଇଛନ୍ତି। ଏବେ ବଢ଼ୁଥିବା ଦୁର୍ଘଟଣାକୁ ଦେଖି…

ରୋଷେଇ ଘରେ ମା’ଙ୍କ ସହ ମିଶି ଜାମ ରାନ୍ଧିଲେ ରାହୁଲ

ନୂଆଦିଲ୍ଲୀ:ନୂଆ ଅବତାରରେ ରାହୁଲ ଗାନ୍ଧୀ । ନୂଆ ବର୍ଷରେ ପୁଣି ନୂଆ ରୂପ । ଏଥର ଆଉ କେଉଁଠି ନୁହେଁ ନିଜ ଘରେ ଦେଖିବାକୁ ମିଳିଛି ରାହୁଲଙ୍କୁ ନୂଆ ରୂପରେ । ମା’ଙ୍କ ସହ ରୋଷେଇ ଘରେ ରାହୁଲ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅନେକ…

ରହସ୍ୟମୟ ଭାବେ ସୋରରେ ନିଖୋଜ ହୋଇଗଲା ୩ ବର୍ଷର ଶିଶୁ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ଶୁଭମ ନାମକ ଜଣେ ୩ ବର୍ଷର ଶିଶୁ ରହସ୍ୟମୟ ଅବସ୍ଥାରେ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜାନୁଆରି ୧ ତାରିଖରେ ମୋହନ ସାହୁଙ୍କ ପୁଅ ଶୁଭମ ଘର ସମ୍ମୁଖରେ ଗାଁ ରାସ୍ତାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି। ଗାଁ ପୋଖରୀ,…

ଭୟଙ୍କର ଭୂକମ୍ପରେ ଥରିଲା ଜାପାନ: ରିକ୍ଟର ସ୍କେଲରେ ତୀବ୍ରତା ୭.୫

ଟୋକିଓ : ଜାପାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ଜଣାଯାଇଛି । ଭୂମିକମ୍ପରେ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଭୂକମ୍ପ ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୧୦ ମିନିଟରେ ହୋଇଛି । ଜାପାନର ଇଶିକାବା ପ୍ରାନ୍ତର ନୋଟୋ ପ୍ରାୟଦ୍ୱୀପରେ ୧୦ କିମି…

ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଦୀପା, ପ୍ରଣତୀ, ରାକେଶଙ୍କ ଉପରେ…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ କରିବା ପରେ ଏବେ ସିନିୟର ଜାତୀୟ ଚାମ୍ପିୟନଶିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶାର…

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଅନୁଧ୍ୟାନ ପରେ ଆସିବ ରିପୋର୍ଟ

ରାଉରକେଲା: ରାଉରକେଲାରେ କଲେରା ଏବଂ ଡାଇରିଆ ବ୍ୟାପିବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତ୍ତମାନ ମଧ୍ୟ କିଛି ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଇରିଆ ଏବଂ ହଇଜା ସ୍ଥିତି ସମୀକ୍ଷା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି କେନ୍ଦ୍ରର ଦୁଇ ଜଣିଆ…

୨୦୨୪ରେ କୋହଲି ଭାଙ୍ଗି ପାରନ୍ତି ଏହି ସବୁ ରେକର୍ଡ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ଚାଲିଛନ୍ତି । ୨୦୨୪ରେ କୋହଲି ଅନେକଗୁଡିଏ ରେକର୍ଡ ଭାଙ୍ଗି ପାରନ୍ତି । ଏହା ମଧ୍ୟରେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ହାସଲ ଆଗରେ ରହିଛି । ସେ ୨୯୨ ମ୍ୟାଚରେ…