Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା କେଉଁଠାରେ ବୁଲେଟକୁ ପୂଜା କରାଯାଏ

ଜୟପୁର: ଭାରତରେ ବିଭିନ୍ନ ଦେବ ଦେବୀଙ୍କ ପୂଜା କରାଯାଏ । ଅବଶ୍ୟ ଏବେ ପ୍ରଚାର ଓ ପ୍ରସାର ଦୃଷ୍ଟିକୋଣରୁ ଫିଲ୍ମ ହୀରୋ, ହୀରୋଇନ, ଖେଳାଳିଙ୍କ ପାଇଁ ମନ୍ଦିର କରାଯାଉଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରାଜସ୍ଥାନରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଦେବ ଦେବୀ ନୁହେଁ ବୁଲେଟକୁ…

ରାଉରକେଲାରେ ସୁଧୁରୁଛି ଡାଇରିଆ ସ୍ଥିତି, ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା

ରାଉରକେଲା: ରାଉରକେଲାରେ ଡାଇରିଆ ପରିସ୍ଥିତି ସୁଧୁରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି। ରାଉରକେଲାରେ ବର୍ତ୍ତମାନ ୫୩…

ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଭକ୍ତ ଦାସ ହରାଇଲେ ପଦ

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାରା ଦେଶରେ ଲୋକସଭା ନିର୍ବାଚନ ଅଛି। ଏହା ପୂର୍ବରୁ କଂଗ୍ରେସ ବିଭିନ୍ନ ସ୍ଥାନରେ ନେତୃତ୍ବ ପରିବର୍ତ୍ତନ ସହିତ ପ୍ରଭାରୀ ବଦଳାଉଛି। ଏହି କ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଚର ଅଜୟ କୁମାର। ଏଇଆଇସିସି…

କ୍ରିକେଟଠାରୁ ୫ ମାସ ଦୂରେଇ ରହି ପାରନ୍ତି ହାର୍ଦ୍ଦିକ: ରିପୋର୍ଟ

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହୋଇଥିଲେ । ବର୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ଭାବେ ତାଙ୍କ ଆଘାତରୁ ମୁକୁଳି ପାରି ନାହାନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ ସେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ଓ ଆଇପିଏଲ ୨୦୨୪ ଖେଳି ନ…

ବ୍ଲଗର କାମିୟା ଜାନିକୁ ନେଇ ବିବାଦ: କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା

ଭୁବନେଶ୍ୱର: ବ୍ଲଗର କାମିୟା ଜାନିକୁ ନେଇ ବିବାଦ ବଢିବାରେ ଲାଗିଛି। ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ 5-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯାନର ସଦସ୍ୟମାନେ ଲୋୟର ପିଏମଜିରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରି…

ଭିକ୍ଷାବୃତ୍ତିରୁ ଚୋରି: ଅପରାଧିକ ଗ୍ୟାଙ୍ଗର ରଣନୀତିର ପର୍ଦ୍ଦାଫାଶ କଲା ଭଦ୍ରକ ପୋଲିସ

ଭଦ୍ରକ: ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଡିସେମ୍ବର ୧୪ ତାରିଖରେ ଚାନ୍ଦିଗାଁ ଅଞ୍ଚଳରେ ଦାଖଲ ହୋଇଥିବା ଦୁଇଟି ପୃଥକ ଚୋରି ଅଭିଯୋଗର କର୍ତ୍ତୃପକ୍ଷ ତଦନ୍ତ କରିବା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍…

୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ବିଜେପି ନେତା, ନିଜ ହାତରେ ଜୋତା ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ 

ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ବିଜୟର ଦୀର୍ଘ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି ଜଣେ କର୍ମକର୍ତ୍ତା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସେଠାରେ ଉପସ୍ଥିତ ରହିଥିଲେ। ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇଥିଲେ। ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ନିଜ ଦଳ ଲାଗି ଜଣେ…

ନିର୍ବାଚନ ଆସନ୍ନ ବେଳେ ଭୁବନେଶ୍ବରରେ ସିବିଆଇ ଅଧିକାରୀ, ଛାତିରେ ପଶିଲା ଛନକା!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଶାସକ ବିରୋଧୀ ମୁହାଁମୁହିଁ ଏବଂ ନିର୍ବାଚନ ଆସନ୍ନ ବେଳେ ରାଜଧାନୀ ଭୁବନେଶ୍ବରରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପହଁଚିଛନ୍ତି। ତେବେ କେଉଁ କାରଣ ପାଇଁ ଆସିଛନ୍ତି ଜଣାନଥିଲେ ମଧ୍ୟ ଅନେକଙ୍କ ଛାତିରେ ଛନକା ପଶିବା ଆରମ୍ଭ କରିଛି ବୋଲି କୁହାଯାଉଛି।…

ପୋଲିସ ପଞ୍ଝାରେ ୫ ଠକ, ଜାଣନ୍ତୁ ଆପଣଙ୍କ ଅଜାଣତରେ କିପରି ତିଆରି ହେଉଥିଲା କ୍ରେଡିଟ୍ କାର୍ଡ?

ଭୁବନେଶ୍ୱର: ଆଜିର ଯୁଗରେ କ୍ରେଡିଟ୍ କାର୍ଡ ପ୍ରାୟତଃ ରଖୁଛନ୍ତି। ଧାର ମାଗିବା ଅପେକ୍ଷା କ୍ରେଡିଟ୍ କାର୍ଡ ବ୍ୟବହାରକୁ ଅଧିକ ଲୋକେ ପସନ୍ଦ କରୁଛନ୍ତି। କିନ୍ତୁ ଏଥିପାଇଁ ଅନେକ ଦସ୍ତଖତ ସହିତ କାଗଜପତ୍ର କାମ ରହିଛି। କିନ୍ତୁ କିଛି ଧୁର୍ତ ବା ଠକ ବାହାରିଛନ୍ତି ସେମାନେ ଆପଣଙ୍କ ନାଁରେ…

ଚାକିରି ନିୟମିତ ନକଲେ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଯୋଜନାରେ ୨୦୧୩ରେ ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତରମାନେ ୨୦୨୪ ଜାନୁଆରୀ ୧୬ ତାରିଖ ସୁଦ୍ଧା ସେମାନଙ୍କ ଚାକିରିକୁ ନିୟମିତ କରିବାକୁ ସରକାର ଦାବି କରି ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେଲେ ସାମୂହିକ…