Latest Odisha News

BREAKING NEWS

Browsing Category

ଫିଚର

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ରାବଣ ଦେଶରୁ ଆସିଛି ଜଳ, ଅନେକ ମୁସଲିମ ଦେଶରୁ ମଧ୍ୟ ଆସିଛି ଜଳ

ନୂଆଦିଲ୍ଲୀ: ଅଯୋଧ୍ୟା ମନ୍ଦିର ପାଇଁ ରାମଲାଲାର ମୂର୍ତ୍ତି ଚୂଡାନ୍ତ ହୋଇଛି । ଆସନ୍ତା ୧୭ ତାରିଖରେ ତାହା ସାର୍ବଜନୀନ ହେବ। ସେହି ଦିନ ଏକ ନଗର ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ ଅଛି | ଆସନ୍ତା ଜାନୁଆରୀ ୨୨ରେ ଭବ୍ୟ ଅଯୋଧ୍ୟା ମନ୍ଦିରରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା,ଡଙ୍ଗାରେ ଅଛନ୍ତି ୨୫ ଯାତ୍ରୀ

କୃଷ୍ଣପ୍ରସାଦ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଫସି ରହିଲା ଡଙ୍ଗା । ଡଙ୍ଗାରେ ୨୫ ଯାତ୍ରୀ ଙ୍କ ସହ ୧୦ଟି ବାଇକ ଥିବା ସୂଚନା । ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ…

ଆଦାନୀ ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତକୁ ସମର୍ଥନ, ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସେବିରୁ ଏସ୍ଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍)କୁ ତଦନ୍ତ…

ନର୍ସିଂ, ଫାର୍ମାସି ଓ ଆଲାଇଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନର୍ସିଂ, ଫାର୍ମାସି ଓ ଆନୁଷଙ୍ଗିକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇବା ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି…

ବନ୍ଦ ହୋଇଯିବ କଟକର ହରିଣ ପାର୍କ; ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା

କଟକ: ମଧୁସୂଦନ ନଗରରେ ଥିବା ଜନଗହଳିପୂର୍ଣ୍ଣ ହରିଣ ପାର୍କରୁ ହରିଣମାନଙ୍କୁ ଏକ ଅସ୍ଥାୟୀ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି। ଦୁଇଟି ପର୍ଯ୍ୟାୟରେ ୩୦ଟି ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ମାସକ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି। କଟକ ମହାନଗର ନିଗମକୁ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସହଯୋଗୀଙ୍କ ଠିକଣାରେ ଇଡିର ଚଢ଼ାଉ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତା, ସାହିବଗଞ୍ଜ ଜିଲ୍ଲାର ଅଧିକାରୀ ଏବଂ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ାଉ କରୁଛି। ରାଜଧାନୀ ରାଞ୍ଚି ସମେତ ରାଜ୍ୟର ପ୍ରାୟ ୧୦ରୁ ଅଧିକ ସ୍ଥାନ ଏବଂ ରାଜସ୍ଥାନର ଏକ ସ୍ଥାନରେ…

ସିଏଏ ନିୟମ ପ୍ରସ୍ତୁତ, ଲୋକସଭା ନିର୍ବାଚନ ପୂର୍ବରୁ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ଲାଗୁ ହେବ। ଏହାଦ୍ୱାରା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ପ୍ରବାସୀ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଗୃହ…

କେଜ୍ରିଓ୍ବାଲଙ୍କୁ ଘାରିଛି ଗିରଫ ଭୟ? ଇଡିର ତୃତୀୟ ସମନକୁ ବି ଏଡ଼ାଇଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ସମନକୁ ଏଡ଼ାଇଛନ୍ତି। ତୃତୀୟ ଥର ପାଇଁ ସେ ଇଡିର ସମନକୁ ଏଡାଇ ଦେଇଛନ୍ତି। ଇଡିର ନୋଟିସକୁ ବେଆଇନ ବୋଲି କହି କେଜ୍ରିୱାଲ ତଦନ୍ତକାରୀ ସଂସ୍ଥାକୁ ଲିଖିତ ଜବାବ ପଠାଇଥିବା…

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ନିବାସୀ ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିିଳିଛି। ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଅନ୍ୟ ୨ ଗୁରୁତର ଏବେ ବି ଚିକିତ୍ସାଧୀନ ରହିଛନ୍ତି। ୨୯…

କୁହୁଡି ସାଜିଲା କାଳ: ପିକନିକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୪ ମୃତ, ୨୭ ଆହତ

ଗୌହାଟି: ଆସାମର ଡେରଗାଓଁରେ ବୁଧବାର ଭୋର ପ୍ରାୟ ୫ଟା ବେଳେ ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରି କହିଛି ଯେ ଡେରଗାଓଁଠାରେ…