Latest Odisha News

BREAKING NEWS

Browsing Category

ଫିଚର

ସରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ସୁରକ୍ଷା ବଳୟ ଭିତରେ ପୁରୀ ସହର

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶେଷ ହେବା ପରେ ଏହାର ସୁରକ୍ଷା ଓ ନିରାପତ୍ତା ଦାୟିତ୍ଵ ନେଇଛି ପୋଲିସ ପ୍ରଶାସନ । ଏନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ୧୬ ତାରିଖ…

ପ୍ରିୟା ବାନାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରତୀକ ବାବର

ମୁମ୍ବାଇ: ଅଭିନେତା ପ୍ରତୀକ ବାବର ଚଳିତ ବର୍ଷ ଆରମ୍ଭରୁ ପତ୍ନୀ ତଥା ଫିଲ୍ମ ନିର୍ମାତା ସାନ୍ୟା ସାଗରଙ୍କ ବିବାହ ବିଚ୍ଛେଦ ଘଟିଛି । ୨୦୧୯ରେ ବିବାହ କରିବା ପୂର୍ବରୁ ଉଭୟ ଏକତ୍ର ଦୀର୍ଘ ଦିନ ସମୟ କାଟିଥିଲେ । ପ୍ରତୀକ ଏବେ ପ୍ରିୟା ବାନାର୍ଜୀଙ୍କ ସହ ଡେଟ କରୁଛନ୍ତି । ମିଡିଆ ରିପୋର୍ଟ୍ସ…

ଶିମୁଳିଆ ବିଡିଓ ଆତ୍ମହତ୍ୟା କରିବା ପଛର କାରଣ କ’ଣ..? ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପତ୍ନୀ

ଶିମୁଳିଆ: ଶିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ନିବେଦିତା ରାଉତଙ୍କ ବୟାନ ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମେ ନିବେଦିତା ରାଉତ ତାଙ୍କ ସ୍ୱାମୀଙ୍କ ହତ୍ୟା ଆଶଙ୍କା ପ୍ରକାଶ କରିଛନ୍ତି। ତେବେ…

ଡାକ୍ତର ହୃଷିକେଶ ଆଜୀବନ କାରାଦଣ୍ଡରେ ଦଣ୍ଡିତ, ବ୍ୟାଙ୍କ ଏଜେଣ୍ଚକୁ କାହିଁକି ହତ୍ୟା କରିଥିଲେ?

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ବରିଷ୍ଠ ଡାକ୍ତରଙ୍କୁ ହତ୍ୟା ମାମଲାରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଡାକ୍ତର ହୃଷିକେଶ ତ୍ରିପାଠୀଙ୍କର ଏକ କ୍ଲିନିକ ଥିଲା। ସେହି କ୍ଲିନିକରେ କାମ କରୁଥିବା ଜଣେ ନର୍ସଙ୍କୁ ଏଚଡିଏଫସି ବ୍ୟାଙ୍କର ଏଜେଣ୍ଟ ବିଷ୍ଣୁ ପ୍ରସାଦ…

ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଭୁଟ୍ଟବୀର ମୃତ୍ୟୁ ନେଇ ସ୍ପଷ୍ଟ କଲା ଜାତିସଂଘ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଛି। ଗତ ବର୍ଷ ମେ ୨୯ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶର…

ପାଠ ଚାପ ନା ଆଉ କିଛି..ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ସସପେନ୍ସ ଜାରି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ଏକ ଘରୋଇ ଆବାସିକ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ରାଇଘରୀ ଗ୍ରାମର ବିଶ୍ୱ ଭୂଷଣ ନନ୍ଦ ନାମକ ଜଣେ ଛାତ୍ର ବାଙ୍ଗିରିପୋଷି ଥାନା…

କୃଷି ଓଡ଼ିଶା-୨୦୨୪ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବର୍ଷର ମୁଖ୍ୟ ପ୍ରସଙ୍ଗ ରହିଛି କୃଷି ପ୍ରଗତିରେ ମହିଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ…

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ, ନୋଟିସ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଏଥର ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର ।ଡାକ୍ତରମାନଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପୋଷ୍ଟମୋର୍ଟମ ରିପୋର୍ଟକୁ ପ୍ରାଞ୍ଜଳ ଭାବେ ଲେଖିବାକୁ…

ଅଷ୍ଟ୍ରେଲିଆନ ଓପନ ଟେନିସ: ମୂଖ୍ୟ ଡ୍ରରେ ସୁମିତ ନାଗଲ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସୁମିତ ନାଗଲ ଅଷ୍ଟ୍ରେଲିଆନ ଓପନର ମୂଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି । କ୍ୱାଲିଫାଇଂ ରାଉଣ୍ଡ ଫାଇନାଲରେ ସେ ସ୍ଲୋଭାକିଆର ଏଲେକ୍ସ ମୋଲକନଙ୍କୁ ୬-୪, ୬-୪ ସେଟରେ ପରାସ୍ତ କରିଥିଲେ । ୨୦୨୧ ପରେ ସେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର ମୂଖ୍ୟ…

ଚାନ୍ଦିପୁରରେ ଆକାଶ ମିଶାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଶୁକ୍ରବାର ଦିନ ଓଡିଶାର ଚାନ୍ଦିପୁର ରେଞ୍ଜରୁ ଆକାଶ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO ଭିଡିଓ…