Latest Odisha News

BREAKING NEWS

Browsing Category

ଫିଚର

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର; ୩୦ ଗାଁ ଜଳମଗ୍ନ

ଭୁବନେଶ୍ୱର: ଲଗାତାର ଜାରି ରହିଥିବା ବର୍ଷା ଯୋଗୁଁ ଉତ୍ତର ଓଡିଶା ଉବୁଟୁବୁ ହେଉଛି। ଖାସକରି ବାଲେଶ୍ୱର ଏବଂ ମୟୂରଭଞ୍ଜରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି। ଫଳରେ  ହଜାର ହଜାର ଲୋକ ପ୍ରଭାବିତ ହେଉଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୁବର୍ଣ୍ଣରେଖା ନଦୀ…

ବ୍ୟାରିକେଡ଼ ଭାଙ୍ଗିଲେ ବିକ୍ଷୋଭକାରୀଙ୍କ ଗୋଡ ଭାଙ୍ଗିଦେବ; ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ…

ଭୁବନେଶ୍ୱର: ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା ପରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏଜି ସ୍କୋୟାରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ

ବାରିପଦା: ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ। ଦିନବେଳା ବୁଲିପାରିବେନି ପର୍ଯ୍ୟଟକ। ପୂର୍ବରୁ ହୋଇଥିବା ବୁକିଂରେ କେବଳ ରାତ୍ରି ରହଣିକୁ ଅନୁମତି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ। ତଥାପି ଏହି…

ଆଜି ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

ପୁରୀ: ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଆଷାଢ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ଥିବାରୁ ଶ୍ରୀ ବିଗ୍ରହଙ୍କ ବନକଲାଗି କରାଯିବ। ରାତି ୯ ଟାରୁ ରାତି ୨ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…

ଶରଧାବାଲିରେ ୩ ରଥ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପୁଛି ପରିବେଶ

ପୁରୀ: ଶରଧାବାଲିରେ ପହଞ୍ଚିଲା ୩ ରଥ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ଶରଧାବାଲି। ଦର୍ଶନ ପାଇଁ ଶରଧାବାଲିରେ ବଢୁଛି ଭକ୍ତଙ୍କ ସମାଗମ। ସମସ୍ତ ତିନୋଟି ରଥ ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଶରଧାବାଲିରେ ଅଟକି ରହିଛି। ତାଳଧ୍ୱଜ ଓ ଦର୍ପଦଳନ ପରେ…

ଚକା ଆଖି ସବୁ ଦେଖୁଛି; ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ…

ଭୁବନେଶ୍ଵର: ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି…

ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ; ଆନନ୍ଦରେ ରଥକୁ ଟାଣି ନେଉଛନ୍ତି ଭକ୍ତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା। ୩ ଠାକୁରଙ୍କୁ ରଥରେ ଦେଖି ଆନନ୍ଦିତ ହୋଇପଡିଛନ୍ତି ଭକ୍ତ। ପ୍ରଥମେ ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ରଥ ଟାଣିବାକୁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ…

ରଥ ଉପରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ: ପବିତ୍ର ରଥଯାତ୍ରାରେ ଶୁକ୍ରବାର ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ଠାକୁରଙ୍କ ଛେରା ପହଁରା ନୀତି କରିଛନ୍ତି। ରାଜା ଧଳା ପୋଷାକ ପିନ୍ଧି ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ। ତା'ପରେ ସେଠାରେ ସେ ସୁନା ଝାଡୁ ରେ ତିନି…

ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ ଲୁଟ୍, ନେଇଗଲେ ମୂଲ୍ୟବାନ ସମ୍ପତ୍ତି

ପାଟନା: ନୂଆଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ    ଯାତ୍ରୀମାନଙ୍କ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଶୁକ୍ରବାର ଭୋର୍ ସମୟରେ ବିହାରର ଗୟା ନିକଟରେ ଘଟିଥିବା ଜଣାପଡିଛି। ଟ୍ରେନ୍‌ର ପାଞ୍ଚଟି କୋଚରେ ଯାତ୍ରା କରୁଥିବା ୧୨ ଜଣଙ୍କଠାରୁ ଡକାୟତଙ୍କ ଏକ ଦଳ…

ରଥ ଯାତ୍ରା ୨୦୨୫: ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଗଡିବ ୩୬୫ ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରାକୁ ସୁଗମ କରିବା ପାଇଁ ସ୍ପେଶାଲ୍ ଟ୍ରେନ୍‌ ଚଳାଇବ। ରଥଯାତ୍ରା ୨୦୨୫ ଅବଧିରେ ରେକର୍ଡ ସଂଖ୍ୟକ ୩୬୫ଟି ସ୍ପେଶାଲ୍…