Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ଭଦ୍ରକ CAD ଡିଭିଜନର କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର/ଭଦ୍ରକ: ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଭଦ୍ରକର CAD ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ ସହିତ ଜଡିତ ଚାରୋଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏକକାଳୀନ ଚଢ଼ାଉ କରିଛି। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱରର ସ୍ୱତନ୍ତ୍ର…

ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ ପରାମର୍ଶ ଦେଇଥିଲେ। ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…

NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର

ନୂଆଦିଲ୍ଲୀ: NEET UG 2026 ପରୀକ୍ଷା ବାତିଲ ହେବା ପରେ ପେପର ଲିକ୍ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମହାରାଷ୍ଟ୍ରର ନାସିକରେ ଗିରଫ ହୋଇଥିବା ଜଣେ ଛାତ୍ର ପ୍ରାୟ ୧୦ ଲକ୍ଷରେ ଲିକ୍ ହୋଇଥିବା ପରୀକ୍ଷା ପେପର କିଣିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ, ଗିରଫ ଛାତ୍ରଙ୍କ ନାମ ଶୁଭମ୍…

ସିବିଆଇ ହାତରେ ନିଟ୍ ପେପର୍ ଲିକ୍! ୭ରୁ ୧୦ ଦିନ ଭିତରେ ହେବ ପୁନଃ ପରୀକ୍ଷା 

ନୂଆଦିଲ୍ଲୀ: NEET ପେପର ଲିକ୍ ମାମଲାରେ NTA ଏକ ବଡ଼ ନିଷ୍ପତ୍ତି ନେଇଛି। NEET ପରୀକ୍ଷା ବାତିଲ କରି ଏହାକୁ ପୁନଃନିର୍ଦ୍ଧାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। NTA ଡିଜି ଅଭିଷେକ ସିଂହ କହିଛନ୍ତି, ୭ରୁ ୧୦ ଦିନ ଭିତରେ ସାନି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ। ପରୀକ୍ଷାରେ…

NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ; ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ,…

ନୂଆଦିଲ୍ଲୀ: NEET-UG 2026 ପରୀକ୍ଷା ବାତିଲ ହେବା ପରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଦଳ କହିଛି ଯେ NEET ପେପର ଲିକ୍ ହେବାରୁ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଯାହା ଫଳରେ ପ୍ରାୟ ୨.୨ ନିୟୁତ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ସେମାନଙ୍କ…

ଦିନକୁ ଦିନ ହ୍ରାସ ପାଉଛି କି ମଣିଷଙ୍କ ମଧ୍ୟରେ କଥାବାର୍ତ୍ତା ହେବା? ରିପୋର୍ଟ ଦେଖି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଆଜିର ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ପୂର୍ବରୁ ଲୋକମାନେ ସନ୍ଧ୍ୟାରେ ଏକାଠି ବସି ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ, ନିଜର ସୁଖ ଏବଂ ଦୁଃଖ ବାଣ୍ଟୁଥିଲେ। କିନ୍ତୁ ବର୍ତ୍ତମାନ ସ୍ମାର୍ଟଫୋନ୍ ସେହି ସ୍ଥାନ ନେଇଛି। ପରିସ୍ଥିତି ଏପରି ହୋଇଛି ଯେ ପରିବାର ମଧ୍ୟରେ କଥାବାର୍ତ୍ତା ମଧ୍ୟ…

ସୁଝି ପାରିବାନି ମା’ଆ ମମତାର ଅମୂଲ ମୂଲ, ତଥାପି ମା’ ପାଇଁ ଦିନ ଟିଏ…Happy Mother’s Day…

ଭୁବନେଶ୍ବର: "ମାଆ" । ମା’ ମାନେ ମାଟି…ଆ’ ମାନେ ଆକାଶ । ଯେତେ ବଖାଣିଲେ ସେତେ କମ ପଡିବ ମାଆ ମମତାର ସେ ଅକୁହା ଗାଥା । ସତରେ ଏମିତି ଏକ ମଧୁର ଶବ୍ଦ, ଯାହା ସହ କେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼ିବ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି…

ଇସ୍ତଫା ଦେବେନି ମମତା, ରୋକଠୋକ୍ ମନା କଲେ…

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ରାଗି ଯାଇଛନ୍ତି ସୁପ୍ରିମୋ ମମତା ବାନାର୍ଜୀ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ କହିଛନ୍ତି । ବିଜେପିର ବିଜୟ ଓ ଟିଏମସିର ପରାଜୟ ପରେ ସେ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଶହେରୁ ଉର୍ଦ୍ଧ୍ୱ ସିଟରେ ଭୋଟ…

ଗୁଜରାଟରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଆସିବ ନିବେଶ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଗୁଜରାଟର ତିନି ଦିନିଆ ବ୍ୟବସାୟିକ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ରାଜ୍ୟରେ ନିବେଶ ପାଇଁ ଅଧିକାରୀଙ୍କୁ ଆକର୍ଷିତ କରିବା ପାଇଁ ଶିଳ୍ପପତି ମାନଙ୍କ ସହ ଅନେକ ବୈଠକରେ ଯୋଗଦେବେ। ଅହମ୍ମଦାବାଦ ବିମାନବନ୍ଦରରେ…

ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବେ ଶାହ ଓ ମୋହନ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ବ ଦେଇଛି। ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅମିତ ଶାହଙ୍କୁ…