Latest Odisha News

BREAKING NEWS

Browsing Category

ଫିଚର

ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ଦଇତାପତି ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିର ସମ୍ପର୍କିତ ବିବାଦ ପାଇଁ ଫସିଲେ ରାମକୃଷ୍ଣ ଦାସମହାପାତ୍ର। ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ଏବଂ ଦଇତାପତି ନିଯୋଗର ସେକ୍ରେଟାରୀ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ଏକ ମାସ ପାଇଁ ନିଲମ୍ବିତ କରାଯାଇଛି। ସୂତ୍ର ଅନୁଯାୟୀ,…

ମିଛ ପ୍ରଚାର କରୁଛି ପାକିସ୍ତାନ; ୫ ଗୁଜବ ଉପରୁ ପରଦା ହଟାଇଲା ପିଆଇବି

ନୂଆଦିଲ୍ଲୀ: ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଶନିବାର ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼କରେ ଅନେକ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୂଚନା ଦେଇଛି। ଏଥିସହ ଲୋକମାନଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତ ସୂଚନା ଯାଞ୍ଚ କରିବାକୁ ଅନୁରୋଧ…

ପାକିସ୍ତାନରେ ତୈଳ ସଙ୍କଟ; ୪୮ ଘଣ୍ଟା ପାଇଁ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଯାହା ଫଳରେ ପାକିସ୍ତାନ ଓ ପିଓକେ ରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହେବା ସହ ଅନେକ ନିହତ ମଧ୍ୟ…

ଭାରତ-ପାକ୍ ଉତ୍ତେଜନା: ସମସ୍ତ ଜିଲ୍ଲାପାଳ, ଆରଡିସିଙ୍କ ଛୁଟି ବାତିଲ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ଏବଂ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ଛୁଟି ବାତିଲ କରିଛନ୍ତି। ପଶ୍ଚିମ ଭାରତରେ ଯୁଦ୍ଧ ପରି ପରିସ୍ଥିତିକୁ ନଜରରେ ରଖି ଶୁକ୍ରବାର ଦିନ ସାଧାରଣ…

ଭାରତ-ପାକ୍ ଉତ୍ତେଜନା: ରାଜ୍ୟର ସବୁ ଆଇପିଏସଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ଵର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକ୍ ସେନା ଆକ୍ରମଣର ମୁଁହତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର…

ପାକିସ୍ତାନର ଆକ୍ରମଣରେ ଅତିରିକ୍ତ ଡିସି ରାଜ କୁମାର ଥାପା ସହିଦ, ଓମାର ଅବଦୁଲ୍ଲାଙ୍କ ଶୋକ ପ୍ରକାଶ

ରାଜୌରୀ: ଜମ୍ମୁ କାଶ୍ମୀରର ରାଜୌରୀରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର (ଏଡିସି) ରାଜ କୁମାର ଥାପା ପାକିସ୍ତାନ ଗୁଳିମାଡ଼ରେ ସହିଦ ହୋଇଛନ୍ତି। ପାକିସ୍ତାନୀ ସେନା ସିଧାସଳଖ ରାଜୌରୀ ସହରକୁ ଟାର୍ଗେଟ କରିଥିଲା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ…

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ…

ହମାସ ଷ୍ଟାଇଲରେ ମିଶାଇଲ୍ ମାଡ଼ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକ ମିଶାଇଲ୍ ଆଟାକ୍ କରିଛି। ପାକିସ୍ତାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସତୱାରୀ, ସାମ୍ବା, ଆରଏସ ପୁରା ଏବଂ ଆର୍ନିଆ ଉପରେ ମୋଟ…

ଭାରତୀୟ ସେନା କବ୍ଜାରେ ୨ ପାକିସ୍ତାନୀ ପାଇଲଟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ ଅନୁପ୍ରବେଶ କରିବାକୁ…

ଅଧାରୁ ବନ୍ଦ ହେଲା ଆଇପିଏଲ୍ ମ୍ୟାଚ୍, ଷ୍ଟାଡିୟମରୁ ବାହାରିଯିବାକୁ ଦର୍ଶକଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନର ଆକ୍ରମଣ ଯୋଗୁଁ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ବାତିଲ କରାଯାଇଛି। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା। ମ୍ୟାଚ୍ ବାତିଲ ସମୟରେ ପଞ୍ଜାବ ଇନିଂସର ୧୧ତମ ଓଭର ବୋଲିଂ ହେଉଥିଲା। ରିପୋର୍ଟ ଅନୁସାରେ, ସୁରକ୍ଷା କାରଣରୁ…