Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ଭ୍ରମଣରେ ଆସିଥିବା ଫ୍ରାନ୍ସ ପର୍ଯ୍ୟଟକଙ୍କୁ ବାଟବଣା କଲା ଗୁଗୁଲ ମ୍ୟାପ

ସୋର: କେବଳ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କଲେ କେବେ କେବେ ଆପଣ ବିପଥଗାମୀ ହୋଇପାରନ୍ତି। ଯାହା କୋଲକାତା ଯିବାକୁ ଲକ୍ଷ୍ୟ ରଖିଥିବା ଫ୍ରାନ୍ସ ପର୍ଯ୍ୟଟକ ମାର୍ଶଲଙ୍କ କ୍ଷେତ୍ରରେ ଘଟିଛି। ସେ ଗୋପାଳପୁର ଜଳପ୍ରପାତକୁ ଯିବା ପାଇଁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଥିଲେ କିନ୍ତୁ ସିନ୍ଧୁଆ…

୧୫ମିନିଟରେ ଦୁଇଟି ଦୁର୍ଘଟଣା, ୧୭ଗାଡି ସହ ୧୬ଜୀବନ୍ତ ଦଗ୍ଧ

ଭେନେଜୁଏଲା: କରାକାସ ନିକଟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଏକକାଳୀନ ୧୭ଟି ଗାଡି ଜଳିଯିବା ଯୋଗୁଁ ୧୬ଜଣ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଉଦ୍ଧାର କରିବା ପ୍ରକ୍ରିୟା ଜାରିରହିଥିବା ବେଳେ ଏବେ ଯାଏ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ୬ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

କଟକ-ଭୁବନେଶ୍ବରରେ ଜମି କିଣୁଥିଲେ ସାବଧାନ, ଗିରଫ ହେଲା ଠକ ବିକାଶ ପଣ୍ଡା

ଭୁବନେଶ୍ୱର: ଟ୍ବିନ ସିଟିରେ ଜମି କିଣିବାକୁ ଲକ୍ଷ୍ୟ ରଖିଥିବା ଲୋକଙ୍କ ଉପରେ ଠକଙ୍କ ଆଖି। ଚିକଣିଆ କଥା କହି କରୁଛନ୍ତି ଠକେଇ। ନକଲି କାଗଜପତ୍ର ଏବଂ ପାୱାର ଅଫ୍ ଆଟର୍ଣ୍ଣି ବ୍ଯ଼ବହାର କରି ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଜମି ବିକ୍ରି କରୁଥିବା ଜମେ ଠକକୁ କମିଶନରେଟ୍ ପୋଲିସ କରିବା ପରେ…

ନଗଦ ଟଙ୍କା ଜବତ ପରେ ପୁଣି ଥରେ ବୌଦ୍ଧ ଡିଷ୍ଟିଲରି କମ୍ପାନୀରେ ଆୟକର ବିଭାଗର ରେଡ୍

ବୌଦ୍ଧ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ୩୫୧ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ଘଟଣାରେ ଗୁରୁବାର ବୌଦ୍ଧ ଜିଲ୍ଲାରେ ଥିବା ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ୍ ଲିମିଟେଡ୍ (ବିଡିପିଏଲ୍)ରେ ପୁଣିଥରେ ଆୟକର ବିଭାଗର ଏକ ଟିମ୍ ପହଂଚି ଅନୁଧ୍ୟାନ କରିଛି। ଅଧିକାରୀମାନେ ଦୁଇଟି…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ସାମୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିପାରି ନ ଥିବାରୁ ସେ ଏହି ସିରିଜରେ ଖେଳି ନ ପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦକ୍ଷିଣ…

ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୯୦୦ ପରିବାର, ଗଞ୍ଜାମ ଜିଲ୍ଲା ସୋରଡା…

କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେବେ ଶ୍ରେୟାଶ ଆୟାର

କୋଲକାତା: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଡିସେମ୍ବର ୧୯ରେ ଦୁବାଇରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଇତି ମଧ୍ୟରେ କୋଲକାତା ଶ୍ରେୟାଶ ଆୟାରଙ୍କୁ ଏହି ସିଜନ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ଆଘାତ ସମସ୍ୟା ଯୋଗୁ ସେ ୨୦୨୩…

ବିବାହ ପାଇଁ ମନା କରିବାରୁ ଯୁବକଙ୍କୁ ଏସିଡ୍ ମାଡ କଲେ ମହିଳା

ପାଟନା: ଅଧିକାଂଶ ସମୟରେ ମହିଳା ବା ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଖବର ସାମନାକୁ ଆସିଛି । ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା । ମହିଳା ଜଣଙ୍କ ସେହି…

ପରିବେଶ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୭ରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ଵର: ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶା ପରିବେଶ କଂଗ୍ରେସର ୧୪ତମ ଅଧିବେଶନ ଭୁବନେଶ୍ବର ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହଳୟରେ ଅନୁଷ୍ଠିତ ହେବ । ଏହି ପରିବେଶ କଂଗ୍ରେସର ବିଷୟ ବସ୍ତୁ ରହିଛି “ ପରିବେଶ ଓ ସହରୀକରଣ” । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୧୭ ତାରିଖରେ…

ସଂସଦରେ ଆତଙ୍କ ସୃଷ୍ଟି କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସାତ ଦିନିଆ ପୁଲିସ ରିମାଣ୍ଡରେ

ନୂଆଦିଲ୍ଲୀ: ସଂସଦ ଭବନ ବାହାରେ ଏବଂ ଭିତରେ ଗଣ୍ଡଗୋଳ ଏବଂ ସୁରକ୍ଷା ଭଙ୍ଗ କରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ହେପାଜତକୁ ପଠାଯାଇଛି। ତେବେ ଦିଲ୍ଲୀ ପୋଲିସ ତାଙ୍କୁ ୧୫ ଦିନିଆ ପୋଲିସ ହେପାଜତକୁ ନେବାକୁ ଆବେଦନ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର…