Latest Odisha News

BREAKING NEWS

Browsing Category

ଫିଚର

ଲିଙ୍ଗ ପରିବର୍ତ୍ତନ ପରେ ବିବାହ ପାଇଁ ମନା କଲେ: ଜନ୍ମଦିନରେ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ 

ଚେନ୍ନାଇ: ବାହା ହେବାକୁ ମନା କରିବାରୁ ସାଙ୍ଗକୁ ଜିଅନ୍ତା ଜାଳିଦେଲା ସାଙ୍ଗ। ଲିଙ୍ଗ ପରିବର୍ତ୍ତନ ପରେ ଝିଅରୁ ପୁଅ ହୋଇଥିବା ଜଣେ ଟ୍ରାନ୍ସମ୍ୟାନ ଏପରି ବୀଭତ୍ସ ହତ୍ୟା କରିଛନ୍ତି। ଜନ୍ମଦିନରେ ସର୍ପ୍ରାଇଜ ଦେବାକୁ କହି ପ୍ରଥମେ ଶିକୁଳିରେ ବାନ୍ଧି ଦେଇଥିଲେ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ…

ହାର୍ଦ୍ଦିକଙ୍କୁ ନେବା ପାଇଁ ଗୁଜରାଟକୁ ମୁମ୍ବାଇ ଦେଇଛି ୧୦୦ କୋଟି ଟଙ୍କା : ରିପୋର୍ଟ

ମୁମ୍ବାଇ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଟ୍ରେଡ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ କୋଟି ଟଙ୍କା ଗୁଜରାଟ ଟାଇଟନ୍ସକୁ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ହାର୍ଦ୍ଦିକ ଆଇପିଏଲ ୨୦୨୪ରେ ୫ ଥର ଚାମ୍ପିୟନ ମୁମ୍ବାଇର ନେତୃତ୍ୱ ନେବେ । ମୁମ୍ବାଇ ଓ ଗୁଜରାଟ ଫ୍ରାଂଚାଇଜର କେତେ ଟଙ୍କା…

ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀ। ଏନେଇ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ତାଙ୍କୁ କ୍ଷମା ଦେବାକୁ ନିବେଦନ କରିଛନ୍ତି। ଏଥିସହ ତାଙ୍କ ପାଖରେ ଅଭିଯୋଗ ସଂକ୍ରାନ୍ତରେ…

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି ତଳୁ ଉଦ୍ଧାର କଲେ ମାଓ…

୩ଗୁଣ ବୃଦ୍ଧି ପାଇଛି କରୋନାର JN.1 ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ସମୟ ବ୍ୟବଧାନ ପରେ କରୋନା ଭାଇରସ୍ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏଥର ନୂଆ ରୂପରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢି ଯାଇଛି। ସୂଚନାନୁସାରେ, ଗୋଟିଏ ଦିନରେ JN.1 ସଂକ୍ରମଣ ତିନି ଗୁଣ ବୃଦ୍ଧି ଘଟିଛି। ପ୍ରଥମେ…

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ ସମ୍ପୃକ୍ତ…

ଗିରଫ ହେଲେ କେଆରକେ

ମୁମ୍ବାଇ: କମାଲ ଆର ଖାଁ ଓରଫ କେଆରକେ ସର୍ବଦା ନିଜ ବୟାନ ଓ ଟିପ୍ପଣୀ ନେଇ ଚର୍ଚ୍ଚାରେ ରହିଥାନ୍ତି । ସ୍ୱୟଂଘୋଷିତ ଅଭିନେତା, ନିର୍ମାତା ଓ ସମାଲୋଚକ କେଆରକେ ସର୍ବଦା ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଥାନ୍ତି । ରିପୋର୍ଟ ମୁତାବକ କେଆରକେଙ୍କୁ ମୁମ୍ବାଇ ପୋଲିସ ଗିରଫ…

ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଚିନ୍ତା ବଢାଇଲେ ବାହାର ବେପାରୀ । ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ବେପାରୀ ଏବଂ ଦଲାଲଙ୍କ ଉପରେ ଦୃଷ୍ଟି ଦେବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂ କୁ କଡାକଡି କରିବାକୁ ପରାମର୍ଶ ରହିଛି ।…

ଚିର ଅମର ଅଟଳ : ୯୯ତମ ଜନ୍ମ ଜୟନ୍ତୀରେ ଝୁରୁଛନ୍ତି ଦେଶବାସୀ

ନୂଆଦିଲ୍ଲୀ : ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ସେ ଥିଲେ ଜଣେ ଜନନାୟକ , ଦୃଢ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ । ଦେଶପ୍ରତି ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ଆଜି ସମାଧି ସ୍ଥଳ ‘ସଦୈବ ଅଟଳ’ ସ୍ମାରକୀରେ…

ଶୁରାଙ୍କୁ ଦ୍ବିତୀୟ ବିବାହ କଲେ ଅରବାଜ୍

ମୁମ୍ବାଇ: ଅଭିନନ୍ଦନ ! ଅରବାଜ୍ ଖାନ୍ ଏବଂ ଶୁରା ଖାନ୍ । ଦୀର୍ଘ ଦିନ ପରେ ଅରବାଜ୍ ଶୁରାଙ୍କ ସହ ଦ୍ବିତୀୟ ବିବାହ କରିଛନ୍ତି  । ଯାହାର ସୂଚନା ଦେଇଛନ୍ତି ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ  । ରବିନା ସୋସିଆଲ ମିଡିଆରେ ଅରବାଜ ଏବଂ ଶୁରାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି । ଇନଷ୍ଟା…