Latest Odisha News

BREAKING NEWS

Browsing Category

ଫିଚର

୩୫୦ କୋଟି ଜବତ ପରେ ହାଓ୍ୱାଲା ଅପରେଟର ଓ ସେଲ୍ କମ୍ପାନୀ ଉପରେ ଆଖି, ତଦନ୍ତ କରିପାରେ ଇଡି

ଭୁବନେଶ୍ୱର: କଂଗ୍ରେସ ସାଂସଦଙ୍କ ପରିବାର ମାଲିକାନାରେ ଥିବା ଏକ ଡିଷ୍ଟିଲରି ଗ୍ରୁପ୍ରୁ ଆୟକର ବିଭାଗର ଅଭୂତପୂର୍ବ ୩୫୦ କୋଟି ଟଙ୍କା ଜବତ ହେବା ପରେ ସମ୍ଭାବ୍ୟ ହାଓ୍ୱାଲା ଅପରେସନ୍ ଏବଂ ବେଆଇନ ଅର୍ଥ କାରବାର ପାଇଁ ନକଲି କମ୍ପାନୀର ବ୍ୟବହାରକୁ ସୁଚାଉଛି। ଯାହାର ତଦନ୍ତ ଇଡି କରିପାରେ ବୋଲି…

ଜୁନିୟର ପୁରୁଷ ବିଶ୍ୱକପ ହକି: ସେମିରେ ଭାରତ

କୁଆଲଲୁମ୍ପର: ଚଳିତ ଏଫଆଇଏଚ ଜୁନିୟର ପୁରୁଷ ବିଶ୍ୱକପ ହକିର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୩ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରିଥିଲା । ଉତମ ସିଂ ନେତୃତ୍ୱାଧୀନ ଟିମ ଇଣ୍ଡିଆ ସେମିରେ ଜର୍ମାନୀକୁ ଭେଟିବ । ଫ୍ରାନ୍ସ ଓ ସ୍ପେନ ମଧ୍ୟରେ…

ସମ୍ବଲପୁର ସ୍ଥିତ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ, ଆସିବେ ମୋଦୀ!

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍-ଏସ୍)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଆଇଏମ୍-ଏସ୍ ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ ପ୍ରଧାନମନ୍ତ୍ରୀଙ୍କ…

୧୯ ବର୍ଷରୁ କମ ଏସିଆ କପ: ୭.୧ ଓଭରରେ ନେପାଳକୁ ହରାଇ ଭାରତ ସେମିରେ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ମାତ୍ର ୭.୧ ଓଭରରେ ନେପାଳକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ଗ୍ରୁପ ଏରୁ ସେମିଫାଇନାଲରେ ପ୍ରବେଶ କରିଛି । ଏହି ଗ୍ରୁପରୁ ପାକିସ୍ତାନ ମଧ୍ୟ ସେମିକୁ ଉନ୍ନୀତ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଭାରତକୁ ପାକିସ୍ତାନ ପରାସ୍ତ କରିଛି ।…

ଅମିତ ଶାହଙ୍କ ଇତିହାସ ଜ୍ଞାନ କମ୍ କହି କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇତିହାସ ଜ୍ଞାନର ଅଭାବ ରହିଛି ଏବଂ ଇତିହାସକୁ ପୁନର୍ବାର ଲେଖିବାର ଅଭ୍ୟାସ ରହିଛି। ଜମ୍ମୁ-କଶ୍ମୀର ବିଲ୍ ଉପରେ ସଂସଦୀୟ ବିତର୍କ ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…

୩୪୦ କୋଟିରୁ ଅଧିକ ନୋଟ୍ ଜବତ ଘଟଣା, ଲୋକଙ୍କ ଟଙ୍କା ଫେରାଇବାକୁ ହେବ କହିଲେ ମୋଦୀ

ନୂଆଦିଲ୍ଲୀ: ୭୦ ବର୍ଷ ଧରି କଂଗ୍ରେସ ଦଳ ଦେଶକୁ ଲୁଟ୍ କରିଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି। ଓଡ଼ିଶା ବଲାଙ୍ଗୀରରେ ଝାଡଖଣ୍ଡ କଂଗ୍ରେସ ସାଂସଦଙ୍କ ସମ୍ପତ୍ତିରୁ ୩୪୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଘଟଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାହାରିଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ; ଜାଣନ୍ତୁ କେଉଁଦିନ କ’ଣ ରହିଛି

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ ପ୍ରକାଶ ପାଇଛି । ଫେବୃଆାରୀ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ସିବିଏସଇ ସୂଚନା ଦେଇଥିଲା । ଏବେ ଏହାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ପକ୍ଷରୁ ପ୍ରକାଶ…

ଧାରା ୩୭୦ ରାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଦେଲା କି ଗତି?

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା, ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନିଜ ସପକ୍ଷପରେ ଗୋଟିଏ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି ବୋଲି…

ବୋରୱେଲ ଭିତରେ ପଡିଗଲା ନବଜାତ ଶିଶୁ: ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ସମ୍ବଲପୁର: ପୁଣି ବୋରୱେଲ ଗାତରେ ପଡିଲା ଶିଶୁ । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଅଞ୍ଚଳରେ ଘଟିଛି ଏପରି ଘଟଣା ।  ବୋର୍‌ୱେଲ ଭିତରେ ପଡ଼ିଛି ନବଜାତ ଶିଶୁ । କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ…

ରାଜସ୍ଥାନ ରାଜନୀତି: ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ

ଜୟପୁର: ଶେଷ ହୋଇଛି ରାଜସ୍ଥାନ ସସ୍ପେନ୍ସ  । ସମସ୍ତଙ୍କୁ ଚମକେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମୁକୁଟ ଭଜନଲାଲ ଶର୍ମାଙ୍କୁ ପିନ୍ଧାଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ଏଥିସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇଜଣଙ୍କୁ ମନୋନୀତ କରିଛି ଦଳ  । ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀଙ୍କୁ…