Latest Odisha News

BREAKING NEWS

Browsing Category

ଫିଚର

ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ରହିବା ପରେ ଘରକୁ ଫେରିଲେ ଭାରତୀୟ ଯାତ୍ରୀ

ମୁମ୍ବାଇ: ମାନବ ଚାଲାଣ ସନ୍ଦେହରେ ୪ ଦିନ ଧରି ଫ୍ରାନ୍ସରେ ଅଟକି ରହିବା ପରେ ମଙ୍ଗଳବାର ସକାଳେ ପ୍ରାୟ ୨୭୬ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ରୋମାନିଆର ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ଲିଜେଣ୍ଡ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନ ପ୍ରଥମେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଉଡ଼ାଣ…

ବିଜେଡି @ ୨୭: ରାଜ୍ୟବ୍ୟାପୀ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି  । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ  । ସବୁ ପ୍ରସ୍ତୁତି ପ୍ରାୟ ସରିଛି  । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ। ୧୯୯୭ ଡିସେମ୍ବର…

ଆସନ୍ତୁ ଜାଣିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ କ୍ରିକେଟ ଟେଷ୍ଟରେ କି ଭଳି ରହିବ ପିଚ

ସେଂଚୁରିଆନ: ଡିସେମ୍ବର ୨୬ରୁ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲି ଦଳ ସହିତ ଯୋଗ ଦେବା…

ପାକିସ୍ତାନ ନିର୍ବାଚନ: ସବୁ ଆସନରୁ ପ୍ରାର୍ଥୀ ଦେବ ଲସ୍କର-ଏ-ତୋଇବା

ଲାହୋର: ଆସନ୍ତା ବର୍ଷ ଫେବ୍ରୁଆରୀ ୮​‌ରେ‌ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ମଧ୍ୟ ସରିଛି। ଆଉ ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର। ନିର୍ବାଚନରେ ସମସ୍ତ ଆସନରେ ଲଢିବ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ…

୨୦୨୩ରେ କ୍ରୀଡା: ଅଳ୍ପକେ ହାତଛଡା ହୋଇଗଲା ବିଶ୍ୱକପ କ୍ରିକେଟ

କ୍ରୀଡାରେ ସଫଳତା ଓ ବିଫଳତା ନୂତନ ଫର୍ଦ୍ଦ ଯୋଡିବା ପରେ ୨୦୨୩ ପାଦ କାଢ଼ିଲାଣି ଯିବାକୁ... । ଆଉ କିଛି ଦିନ ପରେ ସ୍ୱପ୍ନ ଅସୁମାରୀ ନେଇ ଆସିବ ୨୦୨୪ । ୨୦୨୩ରେ ଭାରତୀୟ କ୍ରୀଡା ଅନେକ ସଫଳତା ଆଣିଥିଲେ ମଧ୍ୟ ବିଶ୍ୱକପ କ୍ରିକେଟ ଜିତିନ ପାରିବା ପ୍ରଶଂସକଙ୍କୁ ବେଶ ବାଧିଥିଲା । ଆସନ୍ତୁ ନଜର…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନ: ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଅଧ୍ୟକ୍ଷଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ଏସ୍‌ପିଙ୍କ ଅଧନରେ ରହିବ ଏହି ସ୍ଵତନ୍ତ୍ର ବାଟାଲିୟନ । ୧୧୯୦ ଜଣ ସୁରକ୍ଷା କର୍ମୀ…

ଲିଙ୍ଗ ପରିବର୍ତ୍ତନ ପରେ ବିବାହ ପାଇଁ ମନା କଲେ: ଜନ୍ମଦିନରେ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ 

ଚେନ୍ନାଇ: ବାହା ହେବାକୁ ମନା କରିବାରୁ ସାଙ୍ଗକୁ ଜିଅନ୍ତା ଜାଳିଦେଲା ସାଙ୍ଗ। ଲିଙ୍ଗ ପରିବର୍ତ୍ତନ ପରେ ଝିଅରୁ ପୁଅ ହୋଇଥିବା ଜଣେ ଟ୍ରାନ୍ସମ୍ୟାନ ଏପରି ବୀଭତ୍ସ ହତ୍ୟା କରିଛନ୍ତି। ଜନ୍ମଦିନରେ ସର୍ପ୍ରାଇଜ ଦେବାକୁ କହି ପ୍ରଥମେ ଶିକୁଳିରେ ବାନ୍ଧି ଦେଇଥିଲେ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ…

ହାର୍ଦ୍ଦିକଙ୍କୁ ନେବା ପାଇଁ ଗୁଜରାଟକୁ ମୁମ୍ବାଇ ଦେଇଛି ୧୦୦ କୋଟି ଟଙ୍କା : ରିପୋର୍ଟ

ମୁମ୍ବାଇ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଟ୍ରେଡ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ କୋଟି ଟଙ୍କା ଗୁଜରାଟ ଟାଇଟନ୍ସକୁ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ହାର୍ଦ୍ଦିକ ଆଇପିଏଲ ୨୦୨୪ରେ ୫ ଥର ଚାମ୍ପିୟନ ମୁମ୍ବାଇର ନେତୃତ୍ୱ ନେବେ । ମୁମ୍ବାଇ ଓ ଗୁଜରାଟ ଫ୍ରାଂଚାଇଜର କେତେ ଟଙ୍କା…

ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ମାମଲାରେ ରାଜସାକ୍ଷୀ ହେବେ ‘ନ୍ୟୁଜ କ୍ଲିକ’ର HR ବିଭାଗ ମୁଖ୍ୟ ଅମିତ ଚକ୍ରବର୍ତ୍ତୀ। ଏନେଇ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ତାଙ୍କୁ କ୍ଷମା ଦେବାକୁ ନିବେଦନ କରିଛନ୍ତି। ଏଥିସହ ତାଙ୍କ ପାଖରେ ଅଭିଯୋଗ ସଂକ୍ରାନ୍ତରେ…

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି ତଳୁ ଉଦ୍ଧାର କଲେ ମାଓ…