Latest Odisha News

BREAKING NEWS

Browsing Category

ଫିଚର

ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ମିଳିଲା ସ୍ୱୀକୃତି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି । ଦିଲ୍ଳୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକ ଦଳ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଚମକାଇ ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ହେବ ଶପଥଗ୍ରହଣ ଉତ୍ସବ: ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୩ ତାରିଖରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପୂର୍ବାହ୍ନ ୧୧ଟା ୩୦ରେ ମୋତିଲାଲ ନେହରୁ ଷ୍ଟାଡିୟମରେ ଶପଥଗ୍ରହଣ…

ରଦ୍ଦ ହେଲା ତେଲଙ୍ଗାନା ଡିଜିପିଙ୍କ ନିଲମ୍ବନ ଆଦେଶ : ଭୋଟ ଗଣତିବେଳେ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଫସିଥିଲେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ନିଲମ୍ବନକୁ ରଦ୍ଦ କରିଛନ୍ତି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅର୍ଥାତ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ନେତା ରେବନ୍ଥ ରେଡ୍ଡିଙ୍କୁ ସାକ୍ଷାତ କରି ଆଚାରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ…

ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନ ଥିଲେ ହେଁ ବିରୋଧୀଦଳ ମୁଖ୍ୟ ସଚେତନ ମୋହନ ମାଝିଙ୍କ ପକ୍ଷରୁ ଏହି ସୁଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ…

ଜେଲରୁ ବାହାରିବା ପରେ ଅର୍ଚ୍ଚନାଙ୍କ ଦମ୍ଭୋକ୍ତି: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ, ସମସ୍ତଙ୍କର ପୋଲ୍ କୋର୍ଟରେ…

ଭୁବନେଶ୍ୱର: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ । ମୁଁ ସମସ୍ତଙ୍କର ପୋଲ ଖୋଲିବି । ସବୁ କଥା କହିବି । ସବୁ ତଥ୍ୟ ପ୍ରମାଣ ଦେବି । ହେଲେ କୋର୍ଟଙ୍କ ପାଖରେ । ଜେଲରୁ ବାହାରିବା ପରେ ଆଜି ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ହନିଟ୍ରାପ ଏବଂ…

ହନିଟ୍ରାପ୍ ମାମଲା: ୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଆଜି ଜାମିନ ରେ ଜେଲରୁ ବାହାରିଛନ୍ତି । ସକାଳୁ ଅର୍ଚ୍ଚନାଙ୍କୁ ନେବା ପାଇଁ ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଯାଇଥିଲେ । ଜେଲରୁ ବାହାରିବା ସମୟରେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରତିକ୍ରିୟା…

ଦଳର ଅତି ନିକଟତର, ୩ଥର ବିଧାୟକ, କିଏ ଏହି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ?

ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ଲାଗିରହିଥିବା ସମସ୍ତ ଦ୍ଵନ୍ଦର ଶେଷ ହୋଇଛି । ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ବିଜେପି । କୁହାଯାଉଛି କାଳେ ଖୋଦ୍ ଶିବରାଜ ସିଂ ମୋହନ ଯାଦବଙ୍କୁ…

ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ

ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ତରଫରୁ ଲଗାତାର ୫ଦିନ ନନଷ୍ଟପ କାଉଣ୍ଟିଂ ପରେ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ଭୋପାଳ: ସବୁ ସସ୍ପେନ୍ସକୁ ଅନ୍ତ କରି ପ୍ରକାଶ ପାଇଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରିଛି ଦଳ । ମୋହନଙ୍କ ନାଁକୁ ନେଇ ସହମତି ପ୍ରକାଶ ପାଇଛି । ମୋହନ ଯାଦବ ସଂଘର ଅତି ନିକଟତର…