Latest Odisha News

BREAKING NEWS

Browsing Category

ଫିଚର

କାହିଁକି ନିଜ ଦେହରେ ନିଜେ ନିଆଁ ଲଗାଇଲା ନାବାଳିକା ?

ଗଞ୍ଜାମ : ନିଜ ଦେହରେ ନିଜେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର କୋଟିନଡା ଥାନା ଅର୍ନ୍ତଗତ ଭେଟନଇ ଗାଁରେ  ।  ଛାତ୍ରୀ ଜଣଙ୍କ  ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ମୃତ ଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ପୂଜା…

ସୁପ୍ରିମକୋର୍ଟଙ୍କ ରାୟକୁ ମୋଦୀଙ୍କ ସ୍ଵାଗତ, କହିଲେ ଏହା ଏକ ଐତିହାସିକ ରାୟ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି #NayaJammuKashmir ହ୍ୟାସଟ୍ୟାଗ ସହ ଟ୍ୱିଟ କରି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ କାଏମ ରଖି ସୁପ୍ରିମକୋର୍ଟ ଏକ…

୧୯୧ତମ ଜନ୍ମଦିନ ପାଳିଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ କଇଁଛ ଜୋନଥନ

ନୂଆଦିଲ୍ଲୀ: ୧୯୧ ତମ ଜନ୍ମଦିନ ପାଳନ କଲା ଜୋନଥନ । ଆପଣମାନେ ବି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ  ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷ କଥା କହୁନିୁ  । ଆମେ କହୁଛୁ ଏକ ବୟସ୍କ କଇଁଚର କଥା । ଏହି କଇଁଛଟି ନିଜର ବୟସକୁ ନେଇ ସବୁବେଳେ ଚର୍ଚ୍ଚାରେ…

ତେଲିଆ ମାଛର ଦାମ୍ ୨୦ଲକ୍ଷରୁ ଉର୍ଦ୍ଧ୍ବ

ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ କରାଯାଇଛି ।  ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ରହିଛି ତେଲିଆ ବୋରେଇ  ।ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି…

ଧାରଣାରେ ଏମ୍ସ ସଫେଇ କର୍ମଚାରୀ: ଡାକ୍ତରଖାନା ପରିସରରେ ବାଜିଲାନି ଝାଡୁ

ଭୁବନେଶ୍ୱର:ଭୁବନେଶ୍ୱର ଏମ୍ସରେ ଶ୍ରମିକ ଛଟେଇକୁ ନେଇ ପ୍ରତିବାଦ ତୀବ୍ର ରୂପ ଆଜି ନେଇଛି । ଶ୍ରମିକ ଛଟେଇ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଶତାଧିକ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସଫେଇ କର୍ମଚାରୀମାନେ ଏମ୍ସ ନିର୍ଦ୍ଦେଶକଙ୍କ…

କିଛି ଲଢେଇ ହାରିବା ପାଇଁ ଲଢିବାକୁ ପଡ଼ିଥାଏ-କପିଲ ସିବ୍ବଲ

ନୂଆଦିଲ୍ଲୀ:ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ମାମଲାର ରାୟଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଯାଇଛି । ଏହି ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସାମ୍ବିଧାନିକ ଭାବେ ବୈଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ତେବେ ରାୟ ଶୁଣାଣି ପୂର୍ବରୁ ବରିଷ୍ଠ…

କୋହଲିଙ୍କ ଫିଟନେସ୍ ରାଜ୍ : ଜାଣନ୍ତୁ ଡାଏଟ୍, ୱାର୍କ ଆଉଟ୍ ଓ ଫିଟନେସ୍ ଟିପ୍ସ

ନୂଆଦିଲ୍ଲୀ : ଯେତେବେଳେ ଫିଟନେସ୍ର କଥା ଆସେ  । ଆଗେ ମନକୁ ଆସେ କ୍ରିକେଟର ମାନଙ୍କ କଥା  । ସବୁ କ୍ରିକେଟରଙ୍କ ମଧ୍ୟରୁ ନିଆରା ଅନ୍ଦାଜର ମଣିଷ ହେଉଛନ୍ତି ବିରାଟ କୋହଲି  । ଫିଟ୍‌‌ନେସର ଆଇକନ୍‌‌ ଭାବେ କୋହଲି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସମୟରେ ବିରାଟ…

ସାବଧାନ୍ ! ବୁଲୁଛନ୍ତି ଜିନ୍ସ , ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ  । ସୂଚନା ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ…

ଜାଡରେ ଥରୁଛି କନ୍ଧମାଳ : ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ  । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।  ଜନଜୀବନ ପୁରା ଅସ୍ତବ୍ୟସ୍ତ…