Latest Odisha News

BREAKING NEWS

Browsing Category

ଫିଚର

ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବାରୁ ହତ୍ୟାକାଣ୍ଡ, ପୋଖରୀରୁ ମୃତଦେହ ହୋଇଥିଲା ଉଦ୍ଧାର

ଅନୁଗୁଳ: ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ। ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି…

ମୁଖ୍ୟମନ୍ତ୍ରୀ ପଚାରିଲେ ସାଇକେଲ ଟଙ୍କା ମିଳିଛି କି ନାହିଁ… ଛାତ୍ରୀ ଉତ୍ତର ଦେଲେ ନା…

ରାଞ୍ଚି: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସଭାରେ ସ୍କୁଲ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଥିଲେ।…

ଆୟକର ରେଡ୍: ଦୁର୍ନୀତିର ଗନ୍ଧ ବାରି ବିଜେଡି ଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ସାରା ଓଡ଼ିଶା ଓ ପଡୋଶୀ ରାଜ୍ୟମାନଙ୍କରେ ଚାଲିଥିବା ଆୟକର ଚଢ଼ଉରେ ୩୦୦ କୋଟି ଟଙ୍କାର ବେଆଇନ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ଏବେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି ଓ କଂଗ୍ରେସ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ବିଜେପି ପ୍ରଶ୍ନ ଉଠାଇଛି। ଝାଡଖଣ୍ଡର କଂଗ୍ରେସ…

ମଦ କାରବାର ଉପରେ ଆଇଟି ରେଡରେ ନୂଆ ଟ୍ବିଷ୍ଟ, କିଏ ଏହି ଇନ୍ସପେକ୍ଟର ତିଓ୍ୱାରୀ?

ବଲାଙ୍ଗୀର: ଓଡ଼ିଶାରେ ମଦ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ ଜାରି ରଖିଥିବା ବେଳେ ଏହାର ଆଶ୍ଚର୍ଯ୍ଯଜନକ ପରିଣାମ ଏବେ ଦେଖିବାକୁ ମିଳୁଛି। ଶନିବାର ବଲାଙ୍ଗୀର ଜିଲ୍ଲାର ସୁଦପଡା ମଦଭାଟିରୁ ପୁଣି ଥରେ ନଗଦ ଟଙ୍କା ଠାବ କରିବା ପରେ ପ୍ରମାଣର ଗଦା ବଢ଼ିବାରେ ଲାଗିଛି। ଏହି…

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସମ୍ଭାବନା, ତାପମାତ୍ରା ତଳମୁହାଁ

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଥଣ୍ଡାରୁ ଆଶ୍ୱସ୍ତି ମିଳୁଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା ୪୮ ଘଣ୍ଟା ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହିସବୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହେବାର ପୂର୍ବାନୁମାନ…

ରାୟଗଡ଼ାରେ ଭୟାବହ ଅଗ୍ନିକାଣ୍ଡ ଘଟି ପିଭିସି ପାଇପ ପୋଡି ପାଉଁଶ

ରାୟଗଡା: କାଶୀପୁର ବ୍ଲକ୍ ଖୁରି ଗାଁରେ ଥିବା ଏକ ଗୋଦାମରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ପିଭିସି ପାଇପ ପୋଡି ପାଉଁଶ ହୋଇଯାଇଛି। ଏହି ଅଞ୍ଚଳରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କିଣାଯାଇଥିବା ପାଇପ୍ଗୁଡ଼ିକ ନିଆଁ ଲାଗିବା ସମୟରେ ଏକ…

ମହିଳା ପ୍ରିମିୟର ଲିଗ ନିଲାମ : କାଶ୍ୱୀ ଗୌତମ ଦାମୀ ଖେଳାଳି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣର ନିଲାମ ପ୍ରକ୍ରିୟା ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିଲା । ୧୬୫ ଖେଳାଳିଙ୍କ ମଧ୍ୟରେ ୩୦ଜଣଙ୍କ ଭାଗ୍ୟ ଚମକିଥିଲା । ଗୁଜରାଟ ଜ୍ୟାଂଟସ ସର୍ବାଧିକ ୧୦ ଖେଳାଳିଙ୍କୁ ଟିମରେ ସାମିଲ କରିଛି । କାଶ୍ୱୀ ଗୌତମ (ଭାରତ) ଓ ଏନାବେଲ ସଦରଲାଣ୍ଡ…

ନାଲକୋ ଓପନ ଟେନିସ: କ୍ରିଷ୍ଣା-ଅଭୀପ୍ସା ମଧ୍ୟରେ ଟାଇଟଲ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । କ୍ରିଷ୍ଣା ଓ ଅଭୀପ୍ସା ମଧ୍ୟରେ ଟାଇଟଲ ମୁକାବିଲା ହେବ । ସେମିଫାଇନାଲରେ କ୍ରିଷ୍ଣା ୧୦-୦ରେ ମାରିଷାଙ୍କୁ ଓ ଅଭୀପ୍ପା ୧୦-୨ରେ ପ୍ରିୟାଂଶି ପାଣିଗ୍ରାହୀଙ୍କୁ…

ଋଷରେ ପୁଣି ରାଜ୍ କରିବେ ପୁଟିନ !

ମସ୍କୋ: ପୁଣି ଋଷର ରାଷ୍ଟ୍ରପତି ହେବେ ଭ୍ଲାଡିମିର ପୁଟିନ୍। ୨୦୨୪ ମାର୍ଚ୍ଚ ୧୫-୧୭ ମଧ୍ୟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ ଅଧିକାରୀ । ତାରିଖ ଘୋଷଣା ପରେ ପଞ୍ଚମ ଥର ପାଇଁ ପୁଟିନ୍ ପୁଣି ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ଯଦି ଏପରି ହୁଏ…

ଆକ୍ସନମୋଡରେ ମାୟାବତୀ: ବିଏସପିରୁ ବିଦା ହେଲେ ସାଂସଦ ଡାନିଶ ଅଲ୍ଲୀ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଡାନିଶ ଅଲ୍ଲୀ ଦଳରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସପି ମୁଖ୍ୟ ମାୟାବତୀ ନିଲମ୍ବିତ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏନେଇ ସୂଚନା ଦେଇଛନ୍ତି।ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ…