Latest Odisha News

BREAKING NEWS

Browsing Category

ଫିଚର

ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା

ଭୁବନେଶ୍ୱର:  ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍  । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ  ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ  କ୍ୟାସଲେସ ଏବଂ  ସୁବିଧାଜନକ ପରିବହନ ପାଇଁ  ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ…

ରେଳ ଷ୍ଟେସନରେ ଓଭରହେଡ୍‌ ପାଣିଟାଙ୍କି ଖସି ୩ ଯାତ୍ରୀ ମୃତ 

କୋଲକାତା: ରେଲୱେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ସେହି ସମୟରେ ଓଭରହେଡ୍‌ ପାଣି ଟାଙ୍କି ଖସି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନରେ ଏହି ବଡ଼ ଧରଣର ଅଘଟଣ ଘଟିଛି ।…

ଓଡିଶାରେ ଦେଶର ସବୁଠାରୁ ଅଧିକ କଳା ଟଙ୍କା ଜବତ ହେଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି -ବିଜେପି

ଭୁବନେଶ୍ୱର: ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ଘନିଷ୍ଟ ସର୍ମ୍ପକର କାରଣ କଣ ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ ? ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା…

ଗାଜାରେ ଟନେଲ ଭିତରକୁ ସମୂଦ୍ର ପାଣି ଛାଡିବା ଆରମ୍ଭ କଲା ଆଇଡିଏଫ

ୱାଶିଂଟନ: ଗାଜାର ଭୂମି ତଳେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ବାହାରକୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ପୂର୍ବରୁ ଘୋଷଣା କରିଥିବା ରଣନୀତି ଆପଣାଇଛି । ଏବେ ଗାଜାର ଟନେଲ ଗୁଡିକରେ ଆଇଡିଏଫ ସମୂଦ୍ର ପାଣି ଛାଡିବା ଆରମ୍ଭ କରିଛି । ଇସ୍ରାଏଲ ଫୋର୍ସ ଏବେ ବି ଶତି ପ୍ରତିଶତ…

ସ୍ତ୍ରୀକୁ ଗ୍ଯାସରେ ପୋଡି ହତ୍ୟା ଉଦ୍ୟମ ମାମଲା: ବର୍ଷେ ପରେ ଗୁଜରାଟରୁ ସ୍ଵାମୀ ଗିରଫ 

ଭୁବନେଶ୍ବର: ରୋଷେଇ ଘରେ ସ୍ତ୍ରୀକୁ ଗ୍ୟାସରେ ପୋଡ଼ି ହତ୍ୟା ଉଦ୍ୟମ ଘଟଣା। ବର୍ଷେ ପରେ ଅଭିଯୁକ୍ତ ସ୍ବାମୀ କୁଳମଣି ପାଇକରାୟକୁ ଗିରଫ କରିଛି ଭରତପୁର ପୋଲିସ। ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଗୁଜରାଟରେ ଲୁଚିଥିଲା କୁଳମଣି। ୨୦୧୫ରେ କୁଳମଣି ପାଇକରାୟ, ପ୍ରଭାତୀ ପାଇକରାୟଙ୍କୁ ପ୍ରେମ ବିବାହ…

ଗଣିତ ପରୀକ୍ଷା ଦେବାକୁ ଚାଲିଲେ ୬ କିଲୋମିଟର…

ମୟୂରଭଞ୍ଜ : ଛାତ୍ରଛାତ୍ରୀଙ୍କୁ ୬ କିଲୋମିଟର ଚଲାଇଲେ ପ୍ରଧାନଶିକ୍ଷୟିତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୂତାବକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦…

ଆସନ୍ତୁ ଜାଣିବା କଣ ପାଇଁ ଜଣେ ବ୍ୟକ୍ତିଙ୍କ ଦୁଇ ଥର କରାଗଲା ଅନ୍ତିମ ସଂସ୍କାର

ଲଣ୍ଡନ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରବର୍ଗଙ୍କୁ ୨ ଥର ଅନ୍ତିମ ସଂସ୍କାର କରିବାକୁ ପଡିଛି । ଘଟଣାଟି ଏହିପରି... ପରିବାର ସଦସ୍ୟ ତାଙ୍କ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର କରିବା ପରେ ଶୋକସଭାର ଆୟୋଜନ…

କିଏ ଏହି ୪ ଜଣ ଯୁବକ ଯୁବତୀ ? ସଂସଦ ଭିତରେ ଓ ବାହାରେ ଆତଙ୍କ ଖେଳାଇବା ପାଇଁ କିପରି କରିଥିଲେ ଯୋଜନା ?

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷାକୁ ନେଇ ବଡ ଚାଲେଞ୍ଜ । ହାଇସିକ୍ୟୁରିଟି ଭିତରେ କେମିତି ସଂସଦ ଭବନକୁ ପଶି ଆସିଲେ ଦୁଇ ଯୁବକ ? କିଏ ଏମାନେ ? କାହିଁକି ଆସିଥିଲେ ? କ’ଣ ଥିଲା ଏମାନଙ୍କ ଉଦ୍ଦେଶ୍ୟ ? ଆଜିର ସଂସଦ ଭବନରେ ଦୁଇଜଣ ଅଜଣା ଯବକ ଦର୍ଶକ ଗ୍ୟାଲେରୀରୁ ଡେଇଁବା ପରେ ଏପରି ଅନେକ ପ୍ରଶ୍ନ…

ଫେବ୍ରୁଆରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ…

‘ଗୋଟିଏ ସମୟରେ ଲାଗୁଥିଲା ଜୀବନ ବଞ୍ଚିବନି’: ଅଭିଯୁକ୍ତ ଯୁବକଙ୍କୁ କବ୍ଜା କରିଥିବା ବିଏସପି ସାଂସଦ ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣ ଘଟଣାକୁ ଠିକ ୨୨ ବର୍ଷ ବିତିଲା । ସେଦିନର ସେ ଭୟଙ୍କର ସ୍ମୃତି ମନରୁ ଲିଭି ନ ଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଏକ ଘଟଣା ଘଟିବ କେହି ସ୍ୱପ୍ନରେ ବି ଭାବି ନ ଥିଲେ । ବୁଧବାର ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ବିଜେପି…