Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡିଆ ମେଂଟ ଉପରେ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରାଜୟର ପ୍ରଭାବ!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଚାଲିଥିବା ନିର୍ବାଚନ ରାଜନୈତିକ ଦୃଶ୍ୟପଟ୍ଟର ଦୃଷ୍ଟି ଆକର୍ଷଣ କରିଛି। ଏହି ନିର୍ବାଚନର ଫଳାଫଳ ଇଣ୍ଡିଆ ମେଣ୍ଟ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି…

ଦେଶର ୧୨ ରାଜ୍ୟରେ ଏକାକୀ ବିଜେପିର ପାଦଚିହ୍ନ, ୩ଟିରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ: ତିନିଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ସାରା ଦେଶରେ ନିଜର ଗଡ ବିସ୍ତାର କରିବାର ଉଦ୍ଦେଶ୍ୟକୁ ପୂରଣ କରିଛି। ଦଳର ଏହି ଉଲ୍ଲାସଭରା ମନୋବୃତ୍ତି ଭାରତରେ ଏକ ପ୍ରଭାବଶାଳୀ ରାଜନୈତିକ ଶକ୍ତି ଭାବେ ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ଦୃଢ଼ ସଙ୍କଳ୍ପକୁ ଦୃଢ଼ୀଭୂତ…

ହିନ୍ଦୀ ହାର୍ଟଲ୍ୟାଣ୍ଡ ହେଲା ଗେରୁଆ: ୨୪ ନିର୍ବାଚନରେ ହ୍ୟାଟ୍ରିକର ସଙ୍କେତ ଦେଲା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚାରଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବାରୁ ସାରା ଦେଶରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଯୋଗ ଦେଇ ବିଜୟର ଶ୍ରେୟ 'ସବକା ସାଥ୍…

ଶେଷ ଟି୨୦ରେ ଅଷ୍ଟ୍ରେଲିଆକୁ ୬ ରନରେ ହରାଇଲା ଭାରତ: ସିରିଜ ୪-୧ରେ ବିଜୟୀ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଟି୨୦ରେ ଭାରତ ୬ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୪-୧ ବୃହତ ବ୍ୟବଧାନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରେୟାଶ ଆୟାରଙ୍କ ୫୩, ଜିତେଶ ଶର୍ମା ୨୪, ଅକ୍ଷର ପଟେଲ ୩୧ ଓ ୟଶସ୍ୱୀ…

ବିଜୟ ହଜାରେ ଟ୍ରଫି: ସିକ୍କିମ ବିପକ୍ଷରେ ଓଡିଶାର ସହଜ ବିଜୟ

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ରବିବାର ଓଡିଶା ୯ ୱିକେଟରେ ସିକ୍କିମକୁ ପରାସ୍ତ କରିଛି । ଅପେକ୍ଷାକୃତ ଦୁର୍ବଳ ଟିମକୁ ହରାଇବା ପାଇଁ ଓଡିଶାକୁ ବିଶେଷ କଷ୍ଟ କରିବାକୁ ପଡି ନ ଥିଲା । ୬ ମ୍ୟାଚରୁ ଓଡିଶାର ଏହା ତୃତୀୟ ବିଜୟ । ତେବେ ଏହି ବିଜୟ ସତ୍ୱେ ଓଡିଶାର ନକଆଉଟ…

୭୨ ବର୍ଷ ହେବ ଏହି ସିଟରେ ହାରି ନ ଥିଲା କଂଗ୍ରେସ

ସୀତାପୁର: ଛତିଶଗଡରେ କଂଗ୍ରେସକୁ ପଛରେ ପକାଇ ବିଜେପି କ୍ଷମତା ହାସଲର ନିକଟତର ହୋଇଛି । ଏହି ନିର୍ବାଚନମଣ୍ଡଳୀରେ ଅନେକ କୀର୍ତିମାନ ସ୍ଥାପନ ହୋଇଛି । ତେବେ ଛତିଶଗଡରେ କଂଗ୍ରେସର ଦୁର୍ଗ କୁହାଯାଉଥିବା ସୀତାପୁର ବିଧାନସଭାରେ ଆଶ୍ଚର୍ଯ୍ୟଜନକ ଫଳ ପ୍ରକାଶ ପାଇଛି । ୭୨ ବର୍ଷ ପରେ କଂଗ୍ରେସ ଏଠାରେ…

କିଛି ଖାସ କରିପାରିଲା ନାହିଁ ଆପ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳ ବାହାରି ସାରିଛି । ପ୍ରଥମ ୩ଟିରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସ ବାଜି ମାରିଛି । ଏହି ନିର୍ବାଚନଗୁଡିକରେ ଆମ ଆଦମୀ ପାର୍ଟି ମଧ୍ୟ ଜୋରସୋରରେ ନିର୍ବାଚନ ରଣାଙ୍ଗାନାକୁ ଓହ୍ଲାଇଥିଲା । ମାତ୍ର…

ଚର୍ଚ୍ଚିତ ଫିଲ୍ମ ହକୀକତ ୨ର ନିର୍ମାଣ କରିବେ କେତନ ଆନନ୍ଦ

ମୁମ୍ବାଇ: ନିର୍ମାତା-ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ହକୀକତ ଫିଲ୍ମ ୫୮ ବର୍ଷ ତଳେ ସାରା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ୧୯୬୨ ଭାରତ-ଚୀନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ ୧୯୬୪ରେ ରିଲିଜ ହୋଇଥିଲା । ଧର୍ମେନ୍ଦ୍ର, ବଲରାଜ ସାହାନୀ, ପ୍ରିୟା ରାଜବଂଶ, ସଞ୍ଜାୟ ଖାଁ ଓ ବିଜୟ ଆନନ୍ଦ ଏଥିରେ…

ତିନି ରାଜ୍ୟରେ ଜିତିଲା ବିଜେପି: ଏବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ହେବେ କିଏ ?

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜୟ ଅଭିମୁଖେ ବିଜେପି । ମଧ୍ୟପ୍ରଦେଶରେ ବିଜେପି ପ୍ରଥମେ ସରକାରରେ ଥିଲେ । ଅନ୍ୟପକ୍ଷେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି । ତେବେ…

ରାଜସ୍ଥାନ ନିର୍ବାଚନ ୨୦୨୩: ସନ୍ଧ୍ୟାରେ ଇସ୍ତଫା ଦେବେ ଗେହଲଟ

ଜୟପୁର: ରାଜସ୍ଥାନରେ ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କଂଗ୍ରେସର ପରାଜୟ କରିବା ସହ ବିଜେପି ସ୍ପଷ୍ଟ ବହୁମତ ନେଇ ସରକାର ଗଢିବା ନିଶ୍ଚିତ ହୋଇଯାଇଛି ।  ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ । ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ତାଙ୍କ…