Latest Odisha News

BREAKING NEWS

Browsing Category

ଫିଚର

ନ୍ୟୁକ୍ଲିୟର ଧମକ ଭାରତ ସହିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଭାରତ ଆଦୌ ସହ୍ୟ କରିବ ନାହିଁ। ଯଦି ଭବିଷ୍ୟତରେ ଏପରି ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପଡ଼ୋଶୀ ଦେଶକୁ ତା' ନିଜ ଭାଷାରେ ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଓଡ଼ିଶା କ୍ୟାଡରର ଏହି ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁତୟନ ହେଲା ଆର୍ମ ଭେଇକିଲ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆର୍ମ ଭେଇକିଲ ସୁରକ୍ଷା ମନ୍ଦିର ସମ୍ମୁଖରେ ମୁତୟନ ହୋଇଛି। ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ଡିଜି ଓ୍ବାଇ ବି ଖୁରାନିଆ। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବ ତାହା ହେଲେ ତାକୁ କିଭଳି ପ୍ରତିହିତ କରାଯିବ ତା ଉପରେ ଗୁରୁତ୍ୱ…

ଅପେରସନ୍ ସିନ୍ଦୂର ବ୍ରିଫିଂ ବେଳେ କୋହଲିଙ୍କୁ ମନେ ପକାଇଲେ ଡିଜିଏମଓ ରାଜୀବ ଘାଇ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ଏକ ଚୁକ୍ତିନାମା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନାର ମୁଖ୍ୟ ଅଧିକାରୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମେ ୧୨ ଅର୍ଥାତ୍ ଆଜି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ କିଛି କହିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ସହିତ ଚାଲିଥିବା ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ନଜର ରଖିଥିବା ବେଳେ ତିନି ସଶସ୍ତ୍ର…

ଦିନେ ଶିକ୍ଷୟତ୍ରୀ କହିଥିଲେ, ଆଉ ତାକୁ ସତ କରି ଦେଖାଇଲେ ବ୍ୟୋମିକା ସିଂହ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ । ଅପରେସନ ସିନ୍ଦୂରର ବ୍ରିଫିଂ ପାଇଁ ସରକାରଙ୍କ ପକ୍ଷରୁ ଦୁଇ ନାରୀ ଶକ୍ତିଙ୍କ ମଧ୍ୟରୁ ଜଣେ ଚେହେରା । ତାଙ୍କ ମୁହଁରେ ହିଁ ସାରା ବିଶ୍ବ ଶୁଣିଥିଲା, ଭାରତର ସଫଳତା । ଭାରତ ସାଙ୍ଗରେ ଲାଗିଲେ, ପରିସ୍ଥିତି କ’ଣ ହେବ? ପହଲଗାମ…

‘ଜଗନ୍ନାଥ ଧାମ’ କେବଳ ପୁରୀରେ ଅବସ୍ଥିତ: ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ

ପୁରୀ: 'ଜଗନ୍ନାଥ ଧାମ' କେବଳ ଓଡ଼ିଶାର ପୁରୀରେ ଅବସ୍ଥିତ।ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରବିବାର ଏନେଇ ସ୍ପଷ୍ଟ କରିଛନ୍ତି। ଗୋବର୍ଦ୍ଧନ ମଠର ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ଯେ,…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ଦଇତାପତି ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିର ସମ୍ପର୍କିତ ବିବାଦ ପାଇଁ ଫସିଲେ ରାମକୃଷ୍ଣ ଦାସମହାପାତ୍ର। ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ଏବଂ ଦଇତାପତି ନିଯୋଗର ସେକ୍ରେଟାରୀ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ଏକ ମାସ ପାଇଁ ନିଲମ୍ବିତ କରାଯାଇଛି। ସୂତ୍ର ଅନୁଯାୟୀ,…

ମିଛ ପ୍ରଚାର କରୁଛି ପାକିସ୍ତାନ; ୫ ଗୁଜବ ଉପରୁ ପରଦା ହଟାଇଲା ପିଆଇବି

ନୂଆଦିଲ୍ଲୀ: ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଶନିବାର ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼କରେ ଅନେକ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୂଚନା ଦେଇଛି। ଏଥିସହ ଲୋକମାନଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତ ସୂଚନା ଯାଞ୍ଚ କରିବାକୁ ଅନୁରୋଧ…

ପାକିସ୍ତାନରେ ତୈଳ ସଙ୍କଟ; ୪୮ ଘଣ୍ଟା ପାଇଁ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଯାହା ଫଳରେ ପାକିସ୍ତାନ ଓ ପିଓକେ ରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହେବା ସହ ଅନେକ ନିହତ ମଧ୍ୟ…