Latest Odisha News

BREAKING NEWS

Browsing Category

ଫିଚର

ଛାତ୍ରଙ୍କ ଗଳାକାଟି ହତ୍ଯା ପରେ ପୋଖରୀ ହୁଡାରେ ଫିଙ୍ଗି ଦେଲେ !

କଟକ: ପୋଖରୀ ହୁଡାରୁ ଛାତ୍ରଙ୍କ ଗଳାକଟା ମୃତଦେହ ଉଦ୍ଧାର। ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ର ପୂର୍ବକଚ୍ଛ ଗାଁର ଜ୍ୟୋତି ପ୍ରକାଶ ବେହେରା। ଗତକାଲି ସ୍କୁଲ ଯାଇଥିଲେ ଜ୍ୟୋତି ହେଲେ କାଲିଠାରୁ ଆଉ ଘରକୁ ଫେରିନଥିଲେ। ପରିବାର…

ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ! ମିଛ ସାବ୍ଯସ୍ତ ହେଲେ ରାଜନୀତି ଛାଡିବେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ। ଏଭଳି ଗୁରୁତର ଅଭିଯୋଗ ଆଣିବା ସହ ସରକାରଙ୍କୁ ଖୋଲା ଚାଲେଞ୍ଜ୍ କରିଛନ୍ତି। ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ…

ପ୍ରଥମ ଦିନିକିଆରେ ଭାରତ ନିକଟରୁ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ଅର୍ଶଦୀପଙ୍କୁ ୫ ୱିକେଟ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୭.୩ ଓଭରରେ ୧୧୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଟୋନୀ ଡେ…

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ବରଗଡ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ।  ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ  । ଦୁଇ ଜଣଙ୍କୁ ଦଳି ମାରିଛି ଦନ୍ତା । ଭେଡେନ ଥାନା…

ISI ଏଜେଣ୍ଟ ସହ ଚାଟିଂ କରୁଥିଲା ବୁଖାରୀ : କାଲି ରିମାଣ୍ଡ ପାଇଁ କରାଯିବ ଆବେଦନ

ଭୁବନେଶ୍ବର : ଯାଜପୁର ଧର୍ମଶାଳାରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ଗିରଫ ହେବା ଘଟଣା  । ଏସଟିଏଫ୍ ଏସପିଙ୍କ ଏ ନେଇ ଅଧିକ ସୂଚନା ଦେଇଛନ୍ତି  । ସେ କହିଛନ୍ତି ପାକିସ୍ତାନ ISI ଏଜେଣ୍ଟ ସହ ବୁଖାରୀର ଚାଟିଂ ପ୍ରମାଣ ମିଳିଛି । କିଛି ଡିଲିଟ୍ ହୋଇଯାଇଛି  । ପୁଣି ଥରେ ହାସଲ କରିବାକୁ ଉଦ୍ୟମ…

ଏଣିକି ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କଠୋର ହେଲା ନିୟମ । ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରି ହେଲା ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ମୁତାବକ,…

ଫସଲହାନୀରୁ ଚାଷୀ ଆତ୍ମହତ୍ୟା !

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା  । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ ଭର୍ତ୍ତି…

ଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ  । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ  । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି ।…

କେନାଲ କାମ ସରୁନି କି , ଜମିକୁ ପାଣି ମାଡୁନି : ଦହଗଞ୍ଜ ହେଉଛି ଚାଷୀ

ନୂଆପଡା : ଚାଷ ଜମିକୁ ଜଳସେଚନର ସୁବଧା ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ ନୂଆପଡା ଜିଲ୍ଲା ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ସରକାରୀ ବାବୁ ଙ୍କ ଖାମାଖିଆଳି ମନୋଭାବ ଓ ଆନ୍ତରିକତା ର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ପାଣି ନପାଇ ନାହିଁନଥିବା ଥିବା…

ସମୁଦ୍ର ମଝିରେ ମାତ୍ର ଦୁଇଟି ସ୍ତମ୍ଭ ଉପରେ ରହିଛି ସବୁଠୁ ଛୋଟ ଦେଶ , ରୁହନ୍ତି ମାତ୍ର ୨୫ରୁ ୩୦ ନାଗରିକ

ନୂଆଦିଲ୍ଲୀ : ଆପଣମାନେ ସବୁବେଳେ ଦୁନିଆର ସବୁଠୁ ବଡ ଦେଶ ବିଷୟରେ ଶୁଣିଥିବେ  । ହେଲେ ଆଜି ପର୍ଯ୍ୟନ୍ତ କେବେ ହୁଏତ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଶୁଣି ନାହାଁନ୍ତି । ଭାଟିକାନ୍ିସ ସିଟିକୁ ଦୁନିଆର ସବୁଠାରୁ ଛୋଟ ଦେଶ ଭାବେ ବିବେଚନା କରାଯାଉଥିଲା  । ହେଲେ  ଭାଟିକାନ୍‌ ସିଟି ନୁହେଁ ,…