Latest Odisha News

BREAKING NEWS

Browsing Category

ଫିଚର

ଫୋବର୍ସ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରୀ କରାଯାଇଛି । ଏହି ତାଲିକାରେ ୪ଜଣ ଭାରତୀୟ ସ୍ଥାନ ପାଇଛନ୍ତି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩୨ତମ ସ୍ଥାନରେ ରହିଛନ୍ତି । ସେ ଗତବର୍ଷ ୩୬ତମ ସ୍ଥାନରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ…

ପ୍ରଥମ ଫୁଟବଲ ଖେଳାଳି ଭାବେ ମେସି ହେଲେ ଆଥଲେଟ ଅଫ ଦି ଇୟର

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଆଥଲେଟ ଅଫ ଦି ଇୟର ବିବେଚିତ ହୋଇଛନ୍ତି । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଫୁଟବଲ ଖେଳାଳି ହୋଇଛନ୍ତି । କିଲିୟାନ ଏମ୍ବାପ୍ପେ, ଏଲିଙ୍ଗ ହଲାଣ୍ଡ, ନୋଭାକ ଜୋକୋଭିଚ ଓ ଆରୋନ ଜଜଙ୍କୁ ପଛରେ ପକାଇ ମେସି ଏହି କୀର୍ତିମାନ ସ୍ଥାପନ…

ସାମ୍ବାଦିକଙ୍କ ପାଇଁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି ହମାସ-ଇସ୍ରାଏଲ ଯୁଦ୍ଧ, ପ୍ରାଣ ହରାଇଲେଣି ୬୧ ଜଣ

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଇତି ମଧ୍ୟରେ ଇସ୍ରାଏଲ ସେନା ଅ୍ରାମଣରେ ଆକ୍ରମଣରେ ୬୩ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି  । ସାମ୍ବାଦିକ ସୁରକ୍ଷା କମିଟି ପକ୍ଷରୁ ସୋମବାର ଏହି ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ କରାଯାଇଛି । ଏହି…

ଜାଣନ୍ତୁ ‘ଲାଲ କିଲା’ ନାମକରଣ ପଛର ରହସ୍ୟ

ନୂଆଦିଲ୍ଲୀ : ଭାରତରେ ଅନେକ ଐତିହାସିକ ସ୍ଥଳୀ ରହିଛି ।  ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଯେତେବେଳେ ବି ପ୍ରମୂଖ ପର୍ଯ୍ୟଟନସ୍ଥଳୀର କଥା ମନକୁ ଆସିବ, ପ୍ରଥମେ ଆସିବ ଲାଲକିଲାର କଥା । ୨୦୦୭ ମସିହାରେ ଏହା ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିଲା। ୧୬୩୯ ମେ ୧୨ରେ…

ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍

ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ  । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି ମାଡ କରିଛନ୍ତି  । ମହିଳା ଜଣକ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି ।…

ଆପଣଙ୍କୁ ବ୍ୟାଙ୍କର ହିନ୍ଦୀ ନାମ ଜଣା ଅଛି କି ? ଏହାର ମଧ୍ୟ ରହିଛି ଫୁଲ୍ ଫର୍ମ , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଆମେ ଆମ ଦୈନନ୍ଦିନ ଜୀବନରେ ଏପରି ଅନେକ ଶଦ୍ଦ କହିଥାଉ , ଯାହାର ସଠିକ୍ ଅର୍ଥ ଆମେ ଜାଣିନାହୁଁ  । ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, ତୁରନ୍ତ ବ୍ୟାଙ୍କଗୁଡ଼ିକ କଥା ଆମ ମନକୁ ଆସେ  । ଏହି ଶବ୍ଦ ଆମର ଦୈନନ୍ଦିନ ଜୀବନରେ ଏତେ ଜଡିତ ଯେ , ଆମେ ଏହାକୁ ଦିନରେ ଅନେକ ଥର…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା…

ସଫଳ କ୍ୟାରିୟରରୁ ବର୍ବାଦ ଆଡକୁ ପଳାଇ ଯାଇଥିଲେ ବବି ଦେଓଲ..ଏବେ ପୁଣି ଚର୍ଚ୍ଚାରେ

ମୁମ୍ବାଇ: ଆନିମଲ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି । ରଣବୀର କାପୁର, ବବି ଦେଓଲ ଓ ଅନୀଲ କାପୁରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ତେବେ ଏହି ଫିଲ୍ମ ବବିଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଛି । ୧୯୯୫ରେ ବରସାତ ଫିଲ୍ମ ମାଧ୍ୟମରେ ବବି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨…

ଆୟ ବହିର୍ଭୂତ ସମ୍ପତ୍ତି ଠାବ ଓ ପଞ୍ଜୀକରଣ ମାମଲାରେ ଦେଶରେ ଓଡ଼ିଶା ଭିଜିଲାନ୍ସ ଶୀର୍ଷରେ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠାବ ଓ ପଞ୍ଜୀକରଣ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦେଶର ଶୀର୍ଷ ସ୍ଥାନରେ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ନିକଟରେ ପ୍ରକାଶିତ 'କ୍ରାଇମ ଇନ୍ ଇଣ୍ଡିଆ-୨୦୨୨' ରିପୋର୍ଟ ଅନୁଯାୟୀ, ୨୦୨୨ରେ ସାରା ଦେଶରେ ହୋଇଥିବା ୩୭୨ଟି ଡିଏ ମାମଲା…

ପଦ୍ମପୁର ଜିଲ୍ଲା ମାନ୍ୟତା ଦିଗରେ ଅଗ୍ରସର, ଅନ୍ୟ ଅଞ୍ଚଳକୁ ଜିଲ୍ଲା ଘୋଷଣା କରିବାକୁ ତେଜିଲା ଦାବି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ପୁଞ୍ଜି କରି ରାଜନୈତିକ ଦଳଗୁଡ଼ିକ ସମର୍ଥନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ବରଗଡ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ବିବେଚନା କରିବା…