Latest Odisha News

BREAKING NEWS

Browsing Category

ଫିଚର

ନିଜ ରେକର୍ଡ ଭାଙ୍ଗିଲା ପାରାଦୀପ ବନ୍ଦର, ପଣ୍ୟ କାରବାରରେ ଦେଶରେ ୧ନଂ

ପାରାଦୀପ: ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦୀପ ବନ୍ଦର। ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ…

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଫୋନ କରି କିଛି ସାଂସଦଙ୍କ ଦ୍ୱାରା…

ଧାର୍ମିକ ପ୍ରକଳ୍ପ ପାଇଁ ୧୫.୨୦କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ…

ଆକ୍ଟିଙ୍ଗ୍–ମଡେଲିଂ ଲାଇନକୁ ଆସିବା ପୂର୍ବରୁ ସାମ୍ବାଦିକା ଥିଲେ ଜାକଲିନ୍

ମୁମ୍ବାଇ: ବଲିଉଡରେ ଅନେକ ଆଗଧାଡିର ଅଭିନେତ୍ରୀ ରହିଛନ୍ତି  । କିନ୍ତୁ ତାଙ୍କର ହଟ୍ ନେସ୍ , ଆଉ ତାଙ୍କର ନିଆରା ଅନ୍ଦାଜ୍ ତାଙ୍କୁ ସବୁବେଳେ ଦର୍ଶକଙ୍କ ମନରେ ଭିନ୍ନ କରି ରଖିଥାଏ । ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍  । ପ୍ରତିଦିନ ସେ କିଛିନା କିଛି ହଟ୍ ଓ୍ବାଲା ଫଟୋ ସୋସିଆଳ ମିଡିଆରେ…

ଫ୍ରଡ୍ କେସରେ ଫସିଲେ ଗୌରୀ : ନୋଟିସ୍ ପଠାଇଲା ଇଡି

ମୁମ୍ବାଇ : ଯଦି ଆମେ ବଲିଉଡ୍ ର  କିଛି ପପୁଲାର୍ ଯୋଡିଙ୍କ ବିଷୟରେ କହିବା ତେବେ ଶାହରୁଖ୍  ଏବଂ ଗୌରୀଙ୍କ ନାଁ ପ୍ରଥମେ ଆସିବ  । ଅନେକ ସମୟରେ ଉଭୟଙ୍କ ଯୋଡିକୁ ନେଇ ଚର୍ଚ୍ଚା କରାଯାଏ  । କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ  । ବିବାଦରେ ଛନ୍ଦି ହୋଇଛନ୍ତି  କିଙ୍ଗଖାନଙ୍କ…

ଚଳିତବର୍ଷ ରିଲିଜ୍ ହୋଇଥିବା ୫ ବାୟୋପିକ୍ ଫିଲ୍ମ : କିଛି ଥିଲା ସୁପରହିଟ୍ ତ ଆଉ କିଛି ଫ୍ଲପ୍….

ମୁମ୍ବାଇ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪ । ବଲିଉଡରେ ସର୍ବଦା ବାୟୋପିକ୍ ଫିଲ୍ମର ପ୍ରଧାନ୍ୟ କରିଥାଏ  । ଯଦି ଦେଖିବା ୨୦୨୩ ରେ ମଧ୍ୟ ୫ଟି ବାୟୋପିକ୍ ଫିଲ୍ମ ରିଲିଜ୍ ହୋଇଛି  । ଯାହା ମଧ୍ୟରୁ କିଛି ଦର୍ଶନଙ୍କୁ ମତୁଆଲା କରିଥିବାବେଳେ ଆଉ କିଛି ନିରାଶ…

ଦେବଗଡ ପରେ ରାଜଧାନୀରେ ଶିଶୁ ଅପହରଣ: ବାପା କୋଳରୁ ଶିଶୁପୁତ୍ରକୁ ଛଡାଇ ନେଇ ଅପରାଧୀ ଚମ୍ପଟ

ଭୁବନେଶ୍ବର: ରାଜ୍ୟରେ ଅପରାଧୀଙ୍କ ଟାର୍ଗେଟରେ ଯେମିତି ଛୋଟ ଶିଶୁ ପଡିଛନ୍ତି । ନାବାଳିକା ଅପହରଣ, ହତ୍ୟା, ନିଖୋଜ ପରି ଘଟଣାରେ ଯେମିତି ରୋକ ଲାଗି ପାରୁନି । ଦୁଇ ଦିନ ତଳେ ଦେବଗଡ ବଜାରରୁ ସନ୍ଧ୍ୟାରେ ୭ ବର୍ଷର ଝିଅ ପିହୁକୁ ଜେଜେ ମା’ଙ୍କ ଆଖି ସାମ୍ନାରେ ଝାମ୍ପି ନେଇ ଯାଇଥିଲେ…

ବାରମ୍ବାର ଥଣ୍ଡା ହେଉଛି କି? କେମିତି ବଢିବ ରୋଗ ପ୍ରତିରୋଧ ଶକ୍ତି , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଶୀତଦିନେ ସୁସ୍ଥ ରହିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରନ୍ତି  । କିନ୍ତୁ ଶରୀର ସୁସ୍ଥ ରଖିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବା ନିହାତି ଆବଶ୍ୟକ  । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗୁ ରହୁଛି  ।  ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ…

କେରଳ ପରେ ଆଉ ଦୁଇ ରାଜ୍ୟରେ ମିଳିଲା ଜେଏନ-୧ ଭାରିଏଣ୍ଟ; ୯ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି କରୋନା  । ଡିସେମ୍ବର ୧୧ ତାରିଖରେ ଦେଶରେ କରୋନା ଆକ୍ଟିଭ କେସ ୯୩୮ ଥିବାବେଳେ  ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୨ ହଜାରରେ ପହଞ୍ଚି ଯାଇଛି । ଅର୍ଥାତ ୯ ଦିନରେ ଏହାର ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି । କେରଳରେ ଜେଏନ୧…

ସାବଧାନ ! ଯଦି ଏସବୁ ଜିନିଷ ନବବର୍ଷରେ ଉପହାର ଦେଉଛନ୍ତି…

ନୂଆଦିଲ୍ଲୀ : ବର୍ଷ ସରିବାକୁ ଆଉ ମାତ୍ର ହାତରେ କିଛିଟା ଦିନ  । କିଛି ଦିନ ମଧ୍ୟରେ ବିଦାୟ ନେବାକୁ ଯାଉଛି ୨୦୨୩  । ପାଦ ଥାପିବ ୨୦୨୪। ଆମେ ସାଧାରଣତଃ ଦେଖିଥାଉ ନୂଆବର୍ଷରେ କିଛି ଲୋକ ଶୁଭେଚ୍ଛା ଜଣାଇବା ସହ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ କିଛିଟା ଉପହାର ଦେଇ ଥାଆନ୍ତି। ଉପହାର ଦେବା…