Latest Odisha News

BREAKING NEWS

Browsing Category

ଫିଚର

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ନିଯୁକ୍ତି ଜରୁରୀ ନୁହେଁ :ହାଇକୋର୍ଟ

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀ କର୍ମକ୍ଷେତ୍ରରେ ଏକତ୍ର ନିଯୁକ୍ତି ନେଇ ଲକ୍ଷ୍ନୌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । କୋର୍ଟ କହିଛନ୍ତି ସ୍ୱାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବେ ତାହା ଜରୁରୀ ନୁହେଁ । ସେମାନଙ୍କ ସମ୍ପର୍କରେ ସମ୍ପୃକ୍ତ ବିଭାଗ…

ଛୋଟ ପିଲାଙ୍କୁ ଜବରଦସ୍ତ ଅଶ୍ଳୀଳତା ଆଡକୁ ଠେଲି ଦେଉଛି ଫେସବୁକ, ଇନଷ୍ଟା: ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟ୍ରାଗ୍ରାମ ସମସ୍ୟା ଦିନକୁ ଦିନ ଭାରି ପଡୁଛି । ଆମେରିକା ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନରାଲ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଟର୍ଣ୍ଣି ଜେନରାଲ ଫେସବୁକ…

ଖୋଲିବ ଜବତ କୋକେନର ରହସ୍ୟ : ତଦନ୍ତରେ ସହଯୋଗ ପାଇଁ ଆସିଲେ ଇଣ୍ଟରପ୍ରିଟର୍

ପାରାଦୀପ : ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ଆଜି ପାରାଦୀପରେ ପହଂଚିଛନ୍ତି ଟ୍ରାନ୍ସଲେଟର । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିଲା । ତେଣୁ  ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଅନୁବାଦକଙ୍କର  ସହଯୋଗ ନିଆଯାଇଛି । ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ…

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଆଶ୍ଚର୍ଯ୍ୟଚକିତ ହେଲେ ଡାକ୍ତର

ଚୀନ୍ : ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ  । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ  । ମାତ୍ର ଏହା ସତ  । ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୨୦ଟି ଜିଅନ୍ତା ପୋକ ବାହାର କରିଛନ୍ତି ।  ଡାକ୍ତରଙ୍କ କହିବା…

ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ପୁରୀ : ଆଜି ପୁରୀ ଗସ୍ତ କରିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ  । ଭୋରରୁ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ…

କେବେ ସରିବ ଧୀରଜଙ୍କ ‘ଧନ’ର ଗଣତି, ଆହୁରି ବାକି ଅଛି ୬-୭ ରୁମ୍ !

ଭୁବନେଶ୍ୱର: କ୍ରମାଗତ ଚତୁର୍ଥ ଦିନ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ପରିସରରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ଓଡିଶା ଏବଂ ଝାଡଖଣ୍ଡର ଧୀରଜ ସାହୁଙ୍କ ବିଭିନ୍ନ ସ୍ଥାନରେ କରାଯାଇଥିବା ଏହି ଚଢାଉରେ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି ଏବଂ ଏହା ବୃଦ୍ଧି…

ଦିନେ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ୟାଙ୍କର ପଦବୀ ଛାଡି ରାଜନୀତିକୁ ଆସିଥିଲେ ମହୁଆ ମୋଇତ୍ର

ନୂଆଦିଲ୍ଲୀ:କୋଟିପତି ବ୍ୟାଙ୍କର ଥିଲେ ମହୁଆ ମୋଇତ୍ର । ହଠାତ ଡେଇଁଲେ ରାଜନୀତିକୁ । କୋଟି କୋଟି ଟଙ୍କାର ବ୍ୟାଙ୍କର ପଦ ଛାଡି ରାଜୀନତିକୁ ଆସିଲେ ମହୁଆ । ହେଲେ କାହିଁକି ?  ଅର୍ଥ ଓ ପଦବୀକୁ ଛାଡି ରାଜନୀତିକୁ ମହୁଆ ମୋଇତ୍ର ଆସିଥିଲେ ରାହୁଲ ଗାନ୍ଧୀଙ୍କ ପାଇଁ । ରାହୁଲ ଗାନ୍ଧୀଙ୍କୁ…

ସାବଧାନ ! ବଜାରରେ ମିଳୁଛି ନକଲି ରସୁଣ : ହେଲେ ଚିହ୍ନିବେ କେମିତି? ଜାଣନ୍ତୁ..

ନୂଆଦିଲ୍ଲୀ: ବଜାରରୁ ରସୁଣ କିଣିବା ବେଳେ ହୋଇଯାନ୍ତୁ ସାବଧାନ  । କାହିଁକି ନା ଏବେ ବଜାରରେ ବିକ୍ରି ହେଉଛି ନକଲି ରସୁଣ  । ନକଲି ସମାଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ତିଆରି କରୁଥିବା ଚର୍ଚ୍ଚା ହେଉଛି । ଯାହାକି ଏବେ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି ।…

ମହୁଆ କାହା ସମର୍ଥନରେ ବେଆଇନ କାମ କରିଥିଲେ କହି ପିନାକୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏବେ ଏହା ସାରା ଦେଶରେ ଏକ ରାଜନୀତିକ ମୁଦ୍ଦା ପାଲଟିଥିବା ବେଳେ ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ପୁରୀର ବିଜେଡି ନେତା ତଥା ସାଂସଦ ପିନାକି ମିଶ୍ରଙ୍କୁ…

ବିଜେପି ଏବେ ଯାହା ଚିନ୍ତା କରୁଛି ତାହା ପୂର୍ବରୁ ବିଜେଡି କରି ସାରିଛି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ…