Latest Odisha News

BREAKING NEWS

Browsing Category

ଫିଚର

ବିଜେପି ଏବେ ଯାହା ଚିନ୍ତା କରୁଛି ତାହା ପୂର୍ବରୁ ବିଜେଡି କରି ସାରିଛି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ…

ପୃଥିବୀକୁ ଉତାପରୁ ବଂଚାଇବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ମନୁଷ୍ୟର ଭୁଲ ଯୋଗୁ ପୃଥିବୀ ଧିରେ ଧିରେ ଉତପ୍ତମୟ ହୋଇ ଉଠୁଛି । ତାପମାତ୍ରା ଓ ଜଳବାୟୁ ଉପରେ ଅଙ୍କୁଶ ଲଗାଇବାରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବିଫଳ ହୋଇଛନ୍ତି । ତେବେ ତାପମାତ୍ରା ଉପରେ କାବୁ ପାଇବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ସୂର୍ଯ୍ୟଙ୍କ…

ଦକ୍ଷିଣ ଭାରତର ୩୦୦କୋଟି ବିଜେଟ ଫିଲ୍ମରେ ବବି ହେବେ ଖଳନାୟକ

ମୁମ୍ବାଇ: ଆନିମଲ ଫିଲ୍ମରେ ଖଳନାୟକ ଭୂମିକା କରିଥିବା ବବି ଦେଓଲଙ୍କ ଚର୍ଚ୍ଚା ଏବେ ସବୁଠାରେ । ବଲିଉଡ ପରେ ଏବେ ସାଉଥ ଫିଲ୍ମରୁ ବବିଙ୍କୁ ଡାକରା ଆସିଲାଣି । ମହାନ ନିର୍ଦ୍ଦେଶକ ରବୀନ୍ଦ୍ର ବବିଙ୍କ ନିର୍ଦ୍ଦେଶନାରେ ଏକ ବିଗ ବଜେଟ ଫିଲ୍ମ ନିର୍ମିତ ହେଉଛି । ନନ୍ଦମୁରୀ ବାଲାକ୍ରିଷ୍ଣାଙ୍କ ଏହା…

ଏଠି ଅଣଓଡ଼ିଆ ଠିକାଦାର ପାଉଛନ୍ତି ବଡ ବଡ ପ୍ରକଳ୍ପ କାମ, ଓଡ଼ିଆ ଯାଉଛନ୍ତି ଦାଦନ-‘ମୋ ଦଳ’

ଭୁବନେଶ୍ଵର: ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢୁଛି ।  ଅଣ ଓଡ଼ିଆ ଠିକାଦାରଙ୍କ ରାଜ ଚାଲିଛି । ଏହି ଅଣଓଡ଼ିଆ ଠିକାଦାରଙ୍କ ହାତରେ ବଡ ବଡ ବିକାଶମୂଳକ କାମ ଟେକି ଦିଆଯାଉଛି । ବିକାଶ ନାମରେ ରାଜ୍ୟରେ ଏକ ମହାଲୁଟ ଚାଲିଛି । ଏମିତି କହି ବିଜେଡି ସରକାର ଏବଂ ନବୀନ   ଓଡ଼ିଶାର ଅଧ୍ୟକ୍ଷ…

ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରସ୍ତୁତ କରିବାକୁୂ ରାଜି ହେଲା ୟୁରୋପିଆନ ୟୁନିୟନ

ନୂଆଦିଲ୍ଲୀ: ଆର୍ଟିଫିଶିଆଲ ଇଂଟେଲିଜେନ୍ସି(ଏଆଇ) ଧିରେ ଧିରେ ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି । ଏହା ଉପରେ ନିୟନ୍ତ୍ରଣ ପାଇଁ ନିୟମ ପ୍ରଣୟନ କରିବାକୁ ଦାବୀ ହେଉଥିଲା । ଶେଷରେ ୟୁରୋପିଆନ ୟୁନିୟନ ଏଥିନେଇ ରାଜି ହୋଇଛି । ଏହାକୁ ଏଆଇ ଅକ୍ଟ କୁହାଯିବ । ଯେଉଁ ଦେଶରେ ଏଆଇ ବ୍ୟବହାର…

ମିସାଇଲ ଟେଷ୍ଟ ଉପରେ ସାମୟିକ ରୋକ୍, ମନେ ପକାଇଦେଲା ଠେକୁଆ-କଇଁଛ କାହାଣୀ

ବାଲେଶ୍ୱର: କଇଁଛ-ଠେକୁଆ ଗପ ପ୍ରାୟତଃ ଶୁଣିଥିବେ। ଯେଉଁଥିରେ ମନ୍ଥର ଗତିରେ ଯାଉଥିବା କଇଁଛ କିଭଳି ଠେକୁଆଠୁ ଆଗେଇ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚଥିଲା। ସେହିପରି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଏବେ ଭଦ୍ରକ ଏପିଜେ ଅବଦୁଲ କଲାମ ଦ୍ବୀପରେ। ଆଉ ଏ ଲଢେଇ ଥିଲା କଇଁଛର ସୁରକ୍ଷା ବନାମ ଡିଆରଡିଓର…

ସମାନ ଦୂରତା ପାଇଁ ଦୁଇଟି ଭିନ୍ନ ଭିନ୍ନ ଭଡ଼ା, ରେଲଓ୍ବେ ଯାତ୍ରୀଙ୍କ ପକେଟ ଉପରେ ପଡ଼ୁଛି ବୋଝ

ଭଦ୍ରକ: ଖଡଗପୁର ଓ ଭଦ୍ରକ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ସେମାନେ ଯାତ୍ରା କରୁଥିବା ଦିଗ ଅନୁସାରେ ସମାନ ଦୂରତା ପାଇଁ ଅଲଗା ଅଲଗା ଭଡା ନେଉଛି ରେଲଓ୍ବେ। ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେଶାଲ ଟ୍ରେନରେ ଯାତ୍ରା କରିବା ବେଳେ…

ପୂରଣ ହେଲା ମାଆଙ୍କ ଶେଷ ଇଚ୍ଛା , ଆକାଶରୁ ଓହ୍ଲାଇଲେ ବୋହୂ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ବିବାହ ସିଜନ୍ ଚାଲିଛି  । ବିବାହକୁ ନେଇ ସବୁ ପୁଅ , ଝିଅଙ୍କର ଏକ ସ୍ବପ୍ନ ରହିଥାଏ  । ସମସ୍ତେ ନିଜ ନିଜର ବାହାଘରକୁ ନିଆରା ବନାଇବାକୁ ଚେଷ୍ଟା କରିଥାନ୍ତି । ସେଭଳି କିଛି ବାହାଘର ଦେଖିବାକୁ ମିଳିଛି ସାହରନପୁରର ବିଳାସପୁର ଗାଁରେ  । ଯାହା ଏକ ଆଲୋଚନାର ବିଷୟ…

କେମିତି ହେବ ଓଡ଼ିଶା ବିଜେପିର ରଣନୀତି: କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇ ଫେରିଲେ ମନମୋହନ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ଯାଣ୍ଡ ବିଜୟ ହେବା ପରେ ଖୁସିରେ ଗଦ ଗଦ ଥିବା ସମାନ ସଫଳତାକୁ ଅନ୍ୟ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ଯ ରଖିଛି। ଏଥିପାଇଁ ଦିଲ୍ଲୀରେ ବିଜେପି ନେତା ବୈଠକ କରୁଥିବା ବେଳେ ରାଜ୍ୟ ବିଜେପି…

ଅପରାଜିତାଙ୍କ ଟାର୍ଗେଟରେ ବିଏମସି, କହିଲେ ଆଗାମୀ ଦିନରେ ଶଙ୍ଖ ଚି଼ହ୍ନକୁ ଲିଭାଇଦେବେ

ଭୁବନେଶ୍ୱର: ପୂର୍ବତନ ବିଏମସି କମିସନର ତଥା ଏବେର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟରେ ଭୁବନେଶ୍ବର ମହାନଗରମ ନିଗମ (ବିଏମସି)। ବିଭିନ୍ନ କାନ୍ଥରେ କେହି କିଛି ଲେଖିପାରିବେ ନାହିଁ ବୋଲି ବିଏମସି ନୟମ କରିଛି। ଏପରି ନକରି ସହରକୁ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦେଇଛି…