Latest Odisha News

BREAKING NEWS

Browsing Category

ଫିଚର

ବିଜେବି କ୍ୟାମ୍ପସରୁ ଛାତ୍ରଙ୍କୁ ଉଠେଇ ନେଲା ପୋଲିସ: ଗେଟରେ ତାଲା ପକାଇ ଉତ୍ତ୍ୟକ୍ତ ଛାତ୍ରଙ୍କ ରାଜପଥ ଅବରୋଧ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜରେ ଛାତ୍ର ଉତ୍ତେଜନା  ।  କଲେଜ ଗେଟ୍‌ରେ ତାଲା ପକାଇ ରାଜପଥ ଅବରୋଧ  କଲେ ଛାତ୍ର । କଲେଜ କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ…

ରହସ୍ୟମୟୀ ମନ୍ଦିର : ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀ କରିଥିଲେ ସ୍ଥାପନା

ନୂଆଦିଲ୍ଲୀ : ଭାରତରେ ଅନେକ ମଠ ମନ୍ଦିର ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏସବୁ ମନ୍ଦିର ପଛରେ ଥିବା ରହସ୍ୟ ସମ୍ପର୍କରେ ଅନେକ ଅଜଣା । ଏପରି ଏକ ମନ୍ଦିର ରହିଛି ମେରଠରେ  । ଯାହାର ନାମ ରହିଛି ନବଚଣ୍ଡି ମାତାଙ୍କ ମନ୍ଦିର  । ହଜାର ହଜାର ବର୍ଷ ପୁରୁଣା…

ଆଜିଠୁ ମହାପଞ୍ଚୁକ ବ୍ରତ : ବଡ ଏକାଦଶୀରେ ଶ୍ରୀବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ :  ଆଜିଠୁ ଆରମ୍ଭ ହେଲା ମହାପଞ୍ଚୁକ ବ୍ରତ। ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଆଜି ବଡ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ମହାପ୍ରଭୂଙ୍କର ଅବକାଶ ନୀତି ପରେ ଠାକୁରଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ସେହିଭଳି ଦ୍ୱାଦଶରେ ବାଙ୍କଚୁଡା…

ଜନଗହଳିପୂର୍ଣ୍ଣ ରାସ୍ତାରେ ବୁଲା କୁକୁର ଆତଙ୍କ, ଘଣ୍ଟାଏ ମଧ୍ୟରେ ୨୯ ଜଣଙ୍କୁ କଲା କ୍ଷତାକ୍ତ

ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ରୋୟାପୁରମ ଅଞ୍ଚଳରେ ଏକ ବୁଲା କୁକୁର ଆତଙ୍କ ଖେଳାଇଥିଲା। ବ୍ୟସ୍ତବହୁଳ ଜିଏ ରୋଡରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୯ ଜଣଙ୍କୁ କାମୁଡି ଲହୁ ଲୁହାଣ କରାଇଛି ଗୋଟିଏ ବୁଲା କୁକୁର। କୁକୁରଟି ପଥଚାରୀଙ୍କ ଗୋଡ଼ ଓ ଆଣ୍ଠୁକୁ କାମୁଡିବା ସହ ସେମାନଙ୍କ ଉପରେ…

୩୦ ତାରିଖ ଯାଏଁ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଉଭୟପଟୁ ବାତିଲ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୋରୋ ଓ ବାହାନଗା ବଜାର ଷ୍ଟେସନ ମଧ୍ୟରେ ଟ୍ରାକ୍ ମେଣ୍ଟେନାନ୍ସ କାମ ଯୋଗୁଁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍ ନଭେମ୍ବର ୨୩ରୁ ୩୦ ତାରିଖ ଯାଏଁ ଉଭୟ ଦିଗରୁ ବାତିଲ ରହିବ। ଭଦ୍ରକ-ବାଲେଶ୍ୱର ରେଳ ସେକ୍ସନରେ ଜରୁରୀକାଳୀନ ସୁରକ୍ଷା…

ପୁଣି ଚୀନରେ ସମ୍ଭାବ୍ୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଛୋଟ ପିଲା

ବେଜିଂ: କୋଭିଡ୍ ମହାମାରୀରୁ ଏବେ ବି ଆରୋଗ୍ୟ ଲାଭ କରିନଥିବା ଚୀନ୍ ଏବେ ଆଉ ଏକ ସମ୍ଭାବ୍ୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏକ ରହସ୍ୟମୟ ନିମୋନିଆ ପ୍ରକୋପ ବେଜିଂ ଏବଂ ଲିଆଓନିଙ୍ଗ୍ ପ୍ରଦେଶର ସ୍କୁଲ୍ ଗୁଡ଼ିକରେ ଦେଖାଦେଇଛି। କୋଭିଡ୍ ମହାମାରୀର ପ୍ରାରମ୍ଭିକ…

ଟିମ୍ ଇଣ୍ଡିଆ ପାଇବ ନୂଆ କୋଚ୍! କିଏ ହେବେ ରାହୁଲ ଡ୍ରାବିଡଙ୍କ ଉତ୍ତରାଧିକାରୀ?

ମୁମ୍ବାଇ: ବିଶ୍ୱକପ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବିସିସିଆଇ ସହିତ କୋଚ ଭାବେ ନିଜ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁନାହାନ୍ତି। ଏଭଳି ଏକ ଖବର ମିଳୁଛି ଜାତୀୟ ଗଣମାଧ୍ୟମରୁ। ନିଜ ନିଷ୍ପତ୍ତି ବାବଦରେ ରାହୁଲ ଦ୍ରାବିଡ୍ ବିସିସିସିଆଇକୁ ଅବଗତ କରାଇଥିବା…

ବିଳମ୍ବିତ ରାତିରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ, ଲକ୍ଷାଧିକ ଟଙ୍କାର ଔଷଧ ଜଳିଗଲା

ବୌଦ୍ଧ:ରାତି ଅଧରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ରାତି ଅଧରେ ଲାଗି ଯାଇଛି ନିଆଁ । ରାତି ପ୍ରାୟ ୨ଟାରେ ନିଆଁ ଲାଗି ଯାଇଥିଲା । ଚାହୁଁ…

ମହୁଆ ବିବାଦ: ଏଣିକି ସାଂସଦ ସେମାନଙ୍କର ନିଜସ୍ୱ ଇମେଲ୍, ପ୍ରଶ୍ନ ଏବଂ ଯାତ୍ରା ବିଲ୍କୁ ସମ୍ଭାଳିବେ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟମାନଙ୍କୁ ଏବେ ନିଜସ୍ୱ ଡିଜିଟାଲ ସଂସଦୀୟ କାମ ଯେପରିକି ଗୃହରେ ପଚରା ଯିବାକୁ ଥିବା ପ୍ରଶ୍ନ, ଇମେଲ୍ ଆକ୍ସେସ୍ କରିବା ଏବଂ ଯାତ୍ରା ବିଲ୍ ଦାଖଲ କରିବା ଭଳି କାମ ପରିଚାଳନା କରିବାକୁ ପଡିବ। ଟିଏମସିର ମହୁଆ ମୋଇତ୍ରା ନିଜ ଅଫିସିଆଲ ଇମେଲର ପାସଓ୍ୱାର୍ଡ ଜଣେ ବାହାର…

ବିଧାନସଭାରେ ମନ୍ତ୍ରୀ କହିଲେ ପେଟ୍ରୋଲ ପମ୍ପରେ ହେଉଛି ଅନିୟମିତତା, ଏବେ ଜାଣି ରଖନ୍ତୁ କିଭଳି ରହିବେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡିକରେ ହେରଫେର ହେଉଛି। ଗ୍ରାହକ ତେଲ ପକାଇବାକୁ ଆସି ଠକାମିର ଶିକାର ହେଉଥିବା ନେଇ ବିଧାନସଭାରେ ଖୋଦ୍ ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା…