Latest Odisha News

BREAKING NEWS

Browsing Category

ଫିଚର

ଦୁଇ ଦୁଇ ଥର ବିଧାୟକ ହୋଇଛି, ଏହି ପଦ ପାଇଁ ମୋର ଯୋଗ୍ୟତା ରହିଛି-ଉପବାଚସ୍ପତି ପ୍ରାର୍ଥୀ ସାଲୁଗା ପ୍ରଧାନ

ଭୁବନେଶ୍ୱର: ଜି.ଉଦୟଗିରିରୁ ଦୁଇ ଦୁଇ ଥରର ବିଧାୟକ ହୋଇଥିବା ସାଲୁଗା ପ୍ରଧାନ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଶ୍ରୀ ପ୍ରଧାନ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସାଲୁଗାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରି ବିଜେଡି ଖେଳିଛି ଆଦିବାସୀ କାର୍ଡ ।…

କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି : ଲମ୍ବା ଲାଇନରେ ଛିଡା ହୋଇ ଅଚେତ୍ ହେଲେ ଭକ୍ତ

ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ  । ଆଉ ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୂଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଭଳି ପରିସ୍ଥିତିରେ ଜଣେ…

ଭୀମସାରର ଡାକ୍ତର ସଞ୍ଜିବ ମିଶ୍ରଙ୍କୁ ମିଳିଲା ସମ୍ମାଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର:ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର) ବୁର୍ଲାର କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡା ସଞ୍ଜୀବ ମିଶ୍ରଙ୍କୁ ସମ୍ମାନଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ଶିକ୍ଷା, ଅନୁସନ୍ଧାନ…

ବିଶ୍ୱ କ୍ରିକେଟର ଏହି ମହାନ ଖେଳାଳି ଦିନିକିଆ ବିଶ୍ୱବିଜୟୀ ଟିମର ଅଂଶବିଶେଷ  ହୋଇପାରି ନାହାନ୍ତି

ଅହମ୍ମଦାବାଦ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି । ଏଥିସହ କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମା ବିଶ୍ୱବିଜେତା ଟିମର ଅଂଶବିଶେଷ ସୌଭାଗ୍ୟ ଅର୍ଜନ କରିବା ହାତଛଡା ହୋଇଛି । ୨୦୧୧ ବିଶ୍ୱକପ ଜିତିଥିବା ଦଳରେ ରୋହିତ ସ୍ଥାନ ପାଇ ନ ଥିଲେ ।…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବାର୍ତ୍ତା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ…

ଭାରତ ଆସୁଥିବା ଜାହାଜକୁ ଅପହରଣ କରିନେଲେ ‘ହାଉତି’ ବିଦ୍ରୋହୀ, ୨୫ ଚାଳକ ବନ୍ଧକ

ନୂଆଦିଲ୍ଲୀ:ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲାଲ ସାଗରରେ ଏକ ମାଲବାହନୀ ଜାହାଜକୁ ହାଇଜାକ କରି ନେଇଛନ୍ତି । ଏଥିସହିତ ଚାଳକ ଦଳକୁ ମଧ୍ୟ ବନ୍ଧକ ରଖିଛନ୍ତି । ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ମଝି ସମୁଦ୍ରରେ ମାଲବାହୀ ଜାହାଜ ଗାଲାକ୍ସି ଲିଡରରେ ଓହ୍ଲାଇ, ୨୫ ଜଣିଆ ଚାଳକ ଟିମକୁ…

ଭାଇରାଲ ହେଉଛି ବିଶ୍ୱକପ ଟ୍ରଫି ଉପରେ ମିଚେଲ ମାର୍ଶଙ୍କ ଗୋଡ ଥୋଇଥିବା ଫଟୋ

ଅହମ୍ମଦାବାଦ: ଭାରତକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟରେ ଷଷ୍ଠ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତୀୟ ଶିବିରରେ ଦୁଃଖର ପରିବେଶ ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଉତ୍ସବ ମନାଇବାରେ ବ୍ୟସ୍ତ । ଏହି ଅବସରରେ ସେମାନେ ବିଶ୍ୱକପ ଟ୍ରଫିକୁ ଅସମ୍ମାନ କରିବାକୁ ପଛାଇ ନାହାନ୍ତି । ଏ ନେଇ…

ସୁଡଙ୍ଗ ଭିତରେ ୯ମ ଦିନ; ଭାଙ୍ଗୁଛି ଫସି ରହିଥିବା ଶ୍ରମିକଙ୍କ ମନୋବଳ, ଦିଆଯାଉଛି ମଲ୍ଟି ଭିଟାମିନ ଓ ଆଣ୍ଟିଡିପ୍ରେସନ…

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକ ସୁଡଙ୍ଗ ଭିତରେ ଆଜକୁ ୯ ଦିନ ହେଲା ଫଶି ରହିଛନ୍ତି । ଉଦ୍ଧାର କାମରେ ଲାଗିଛନ୍ତି ୫ଟି ଏଜେନ୍ସି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୫ଟି ପ୍ଲାନ ପ୍ରସ୍ତୁତ କରାଯାଇଛି । ଏ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ…

କ୍ରିକେଟ ଖେଳ ନିଶା ହେଲା କାଳ: ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ ଦେବରଞ୍ଜନ ଦାସ ବୋଲି…

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ପୋଲତଳୁ ମିଳିଲା ନବଜାତକର ମୃତଦେହ

ବାଲେଶ୍ବର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ଏମିତି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାରରୁ । ଲୁଣିଆ ଝୋଡି ପୋଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି , ତାହା ବର୍ତ୍ତମାନ…