Latest Odisha News

BREAKING NEWS

Browsing Category

ଫିଚର

ଘରୋଇ ଉପାୟରେ କେମିତି ଦୂର ହେବ ଡାର୍କ ସର୍କଲ ?

ନୂଆଦିଲ୍ଲୀ : ଆଜିକାଲିକା ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି  । ବର୍ତ୍ତମାନ ସମୟରେ ଆଖି ଚାରିପାଖେ ଡାର୍କ ସର୍କଲ ଦେଖାଯିବା ଏକ ବଡ ସମସ୍ୟା ପାଲଟିଛି ।  କୁହାଯାଏ ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଏବଂ…

ସୁପର ସନଣ୍ଡେରେ ସୁପର ଫାଇଟ୍ : ଆଜି ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାଲଢେଇ , ପ୍ରଧାନମନ୍ତ୍ରୀ ଦେଖିବେ ମ୍ୟାଚ୍

ନୂଆଦିଲ୍ଲୀ : ସୁପର ସନଣ୍ଡେରେ ସୁପର ଫାଇଟ୍  । ବିଶ୍ବକପ୍ କ୍ରିକେଟର ଆଜି ଗ୍ରାଣ୍ଡ ଫିନାଲେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ୩ଥର ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ  । ଆଉ କିଛି ଘଣ୍ଟାର…

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ

ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ…

ସୁଡଙ୍ଗ ଭିତରେ ଶ୍ରମିକ: ପହଁଚିବା ପାଇଁ ବିକଳ୍ପ ରାସ୍ତା ତିଆରି କଲେ ଇଞ୍ଜିନିୟର

ଉତ୍ତରକାଶୀ: ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପାହାଡ ଉପରୁ ଏକ ଗାତ ଖୋଳିବା ପାଇଁ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ଯେଉଁ 60 ମିଟର ଡ୍ରଲିଂ କରିବାକୁ ପ୍ରୟାସ ହୋଇଥିଲା ତାହା କୌଣସିମତେ ସଫଳ ନହେବାରୁ ଏହି ବିକଳ୍ପ ରାସ୍ତା ତିଆରି…

ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବେ କି ଆର. ଅଶ୍ବିନ୍?

ଅହମଦାବାଦ: ରବିବାର ହେବାକୁ ଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଏହି ଟାଇଟଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ…

ପାକିସ୍ତାନକୁ ଯେମିତି ହରାଇଥିଲା, ସେହିଭଳି ଅଷ୍ଟ୍ରେଲିଆକୁ ହରାଇବ ଭାରତ?

ଅହମଦାବାଦ: ହାତରେ ଆଉ କେଇ ଘଣ୍ଟା ବିଶ୍ବକପ ଫାଇନାଲର ଟସ ପଡିବାକୁ। ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ପରସ୍ପର ବିରୋଧରେ ଲଢେଇ କରିବେ। ଭଲ ପ୍ରଦର୍ଶନ ପରେ ଉଭୟ ଦଳ ଏଠାରେ ପହଞ୍ଚିଛନ୍ତି ଏବଂ ଶେଷ ମ୍ୟାଚରେ ମଧ୍ୟ ଯିଏ…

ଭିତରେ ଅବସ୍ଥା ବହୁତ ଖରାପ..ଶୀଘ୍ର ଉଦ୍ଧାର କର-ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକ କଲେ ଆକୁଳ ନିବେଦନ

ଉତ୍ତରକାଶୀ: ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ୭ ଦିନଧରି ଭୁଶୁଡି ଯାଇଥିବା ସୁଡଙ୍ଗ ଭିତରେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ସବୁପ୍ରକାର ଚେଷ୍ଟା କରାଯିବା ସତ୍ତ୍ୱେ ଶ୍ରମିକଙ୍କ ପାଖରେ ପହଞ୍ଚି ହେଉନି । ପାଇପ ଯୋଗେ ପାଣି, ଶୁଖିଲା ଖାଦ୍ୟ, ଅକ୍ସିଜେନ ଯୋଗାଇ ଦିଆ ଯାଉଛି । ହେଲେ ଦିନକୁ…

ସ୍ବାମୀର ମୃତ୍ୟର କେଇ ଘଣ୍ଟା ପରେ ଆଖି ବୁଜିଲେ ପତ୍ନୀ, ଏକାକି ହୋଇଗଲେ ତିନି ଛୁଆ

ମାଲକାନଗିରି:ବାଲିମେଳାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱାମୀଙ୍କୁ ହରାଇବାର ମାତ୍ର କିଛି ଘଣ୍ଟା ପରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଶନିବାର ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ହରି କୁଳଦୀପଙ୍କ ଘର ବାଲିମେଳା ଏନ୍ଏସି ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ। ଦିନ ମଜୁରିଆ ଭାବେ…

ମାହାଙ୍ଗା ଡବଲ ମର୍ଡର, ପୂର୍ବତନ ମନ୍ତ୍ରୀ ଅଧିକ ସମୟ ମାଗିବାରୁ ଘୁଞ୍ଚିଲା ଶୁଣାଣି

କଟକ: ଶନିବାର ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣିକୁ ସାଲେପୁର ଜେଏମ୍ଏଫସି କୋର୍ଟରେ ଘୁଞ୍ଚାଇ ଦିଆଯାଇଛି। ଏହି ଘଟଣାରେ ଅନ୍ୟତମ ଅଭିୟୁକ୍ତ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଧିକ ସମୟ ମାଗିବାରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ଶୁଣାଣିକୁ…

ବିଜେପିକୁ ବିଜେଡିର କାଉଣ୍ଟର: କହିଲା,ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି

ଭୁବନେଶ୍ୱର: ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ  କରିଛନ୍ତି ବୋଲି କହି ବିଜେଡିକୁ ବିଜେପି…