Latest Odisha News

BREAKING NEWS

Browsing Category

ଫିଚର

ନୂଆ ଭୋଟର ପରିଚୟ ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବଦଳିଲା ଭୋଟର ପରିଚୟ ପତ୍ରର ଠିକଣା। ମଙ୍ଗଳବାର (ନଭେମ୍ବର ୨୮)  ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ତାଙ୍କର ନୂଆ ଭୋଟର ପରିଚୟ ପତ୍ର ସେ  ଗ୍ରହଣ କରିଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କ୍ରିଷ୍ଣମୂର୍ତ୍ତି ତାଙ୍କୁ ଏହି…

ସ୍କିଇଂ ବିଶ୍ୱକପ : ଅତ୍ୟଧିକ ଥଣ୍ଡା ଯୋଗୁ ପ୍ରତିଯୋଗୀଙ୍କ ପୁରୁଷାଙ୍ଗ ବରଫ ସଦୃଶ ହୋଇଗଲା

ନୂଆଦିଲ୍ଲୀ: ଶୀତକାଳୀନ ତଥା ବରଫରେ ଖେଳାଯାଉଥିବା ପ୍ରତିଯୋଗୀମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିକଟରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଫିନଲାଣ୍ଡରେ ସ୍କିଇଂ ବିଶ୍ୱକପ ଅବସରରେ ପ୍ରତିଯୋଗୀ କେଲ ହାଫୱରସନଙ୍କ ପେନିସ…

ଡିସେମ୍ବର ୯ରେ ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଡିସେମ୍ବର ୯ ତାରିଖରୁ ବିଦେଶ ଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ ଗସ୍ତ କରିବେ । ସିଙ୍ଗାପୁର ଏବଂ ମାଲେସିଆରେ ସେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିବେ । ଇଣ୍ଡୋନେସିଆରେ ସେ…

ପ୍ଲାଟିନମ ଖଣିରେ ଛିଣ୍ଡିଗଲା ଲିଫ୍ଟ: ୧୫ ଶ୍ରମିକଙ୍କ ମୃତ୍ୟୁ

ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକାର ପ୍ଲାଟିନମର ଏକ ଖଣିରେ ବଡ ଦୁର୍ଘଟଣା । ଏକ ଖଣିରେ ଶ୍ରମିକମାନେ ଲିଫ୍ଟରେ ତଳକୁ ଆସୁଥିବାବେଳେ ଏହା ଅଚାନକ ଛିଣ୍ଡିଗଲା । ଫଳରେ ୧୫ ଶ୍ରମିଙ୍କର ମୃତ୍ୟୁ ଘଟିଛି । ଖଣି ପରିଚାଳକଙ୍କ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ଘଟଣା ସୋମବାର ସନ୍ଧ୍ୟାରେ ରଷ୍ଟନବର୍ଗରେ…

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା ଲୁଟେରା

ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଉପକୂଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଫଳରେ ବଙ୍ଗୋପସାଗରରୁ ମାଡ଼ି ଆସୁଛି ଭୀଷଣ ବାତ୍ୟା। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା…

ରାସ୍ତାରେ ଡ୍ରେନ୍ ପାଣି : ପ୍ରତିବାଦରେ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ:   ଅଠରବାଙ୍କୀ ନିକଟ ନିର୍ମାଣ ଧିନ ଓଭରବ୍ରିଜ୍ ଉପରେ ଧାରଣା ରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ଡ୍ରେନେଜ ପାଣି ଜମି ହୋଇରହୁଛି।…

ଯେଉଁଠି ହାର ମାନିଲା ବଡ ବଡ ମେସିନ ସେଠି କମାଲ ଦେଖାଇଲା ରାଟ ମାଇନର୍ସଙ୍କ ହାତ: ଦେଖନ୍ତୁ ଭିଡିଓ

ଉତ୍ତରକାଶୀ:ବୋଧହୁଏ ଆଉ କେଇ ଘଣ୍ଟା ପରେ ଶେଷ ହେବ ପ୍ରତୀକ୍ଷା । ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ସୁଡଙ୍ଗ ମୁହଁରେ ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି । ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ…

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, କିଛି କ୍ଷଣ ମଧ୍ୟରେ ଉଦ୍ଧାର ହେବେ ୪୧ ଶ୍ରମିକ

ଉତ୍ତରକାଶୀ: ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ। ଟନେଲ ଭିତରକୁ ପଶିଲେ ଏନଡିଆରଏଫ ଓ ଆମ୍ବୁଲାନ୍ସ। ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କରିଥିବା ସୂଚନା ରହିଛି। ସମାନ୍ତରାଳ ପାଇପ ପଶିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧…

ଘରୋଇ ଉପାୟରେ କେମିତି ହେବ ଉତ୍ତମ ନିଦ୍ରା ?

ନୂଆଦିଲ୍ଲୀ : ସାଧାରଣତଃ ରାତିରେ ଭଲ ନିଦ ହେବା ପାଇଁ ଅନେକ ଲୋକ ବିଭିନ୍ନ ସମୟରେ ମେଡିସିନ୍ ଖାଇଥାନ୍ତି  । କିନ୍ତୁ ଏସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଭଲ ନିଦ୍ରା ପାଇଁ କଣ କରିବା  । ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି, ଯାହାକୁ…