Latest Odisha News

BREAKING NEWS

Browsing Category

ଫିଚର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉନ୍ମୋଚିତ ହେଲା ନୂଆ ରୋପ୍ ଓ୍ବେ ସୁବିଧା

ଭୁବନେଶ୍ୱର: ବହୁ ପ୍ରତିକ୍ଷା ପରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏହାର ନବୀକରଣ ହୋଇଥିବା ରୋପ୍ ଓ୍ୱେ ବ୍ୟବସ୍ଥାର ଉନ୍ମୋଚନ ହୋଇଛି। ଯାହା ଦର୍ଶକଙ୍କୁ ଚିଡ଼ିଆଖାନାରୁ ଉଦ୍ଭିଦ ଉଦ୍ୟାନକୁ ଏକ ଆନନ୍ଦଦାୟକ ଯାତ୍ରା ପ୍ରଦାନ କରୁଛି। କିଛି ସମୟ ଧରି ଏହି ରୋପ୍ ଓ୍ବେର ବ୍ୟାପକ…

ଓଦା ଓ ଶୁଖିଲା ଅଳିଆ ଅଲଗା ହୋଇନଥିଲେ ନେବନି ବିଏମସି ସଫେଇ ଗାଡି

ଭୁବନେଶ୍ୱର: ଓଦା, ଶୁଖିଲା ଅଲଗା ଅଲଗା କରିନଦେଲେ ବିଏମସି ଅଳିଆ ଗାଡି ବର୍ଜ୍ୟବସ୍ତୁକୁ ଗ୍ରହଣ କରିବ ନାହିଁ। କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଏହି…

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୨୮୬୦ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୮ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା। ୮ ପ୍ରକଳ୍ପରେ ନିବେଶ ହେବ ମୋଟ ୧୩୯୭ କୋଟି ୧୮ ଲକ୍ଷ ଟଙ୍କା। ୮ ଶିଳ୍ପ ପ୍ରକଳ୍ପରେ ନିଯୁକ୍ତି ପାଇବେ ମୋଟ ୨୮୬୦ ଜଣ। ମୁଖ୍ୟ ଶାସନ ସଚିବ…

ବିଶ୍ୱକପ ଫାଇନାଲ ପାଇଁ ସମସ୍ତ ବିଶ୍ୱ ବିଜେତା ଅଧିନାୟକଙ୍କୁ ନିମନ୍ତ୍ରଣ

ଅହମ୍ମଦାବାଦ: ନଭେମ୍ବର ୧୯ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ମୁକାବିଲା ପାଇଁ ସମସ୍ତ ବିଶ୍ୱବିଜେତା ଅଧିନାୟକଙ୍କୁ ଆଇସିସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି । ସେମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରଦାନ…

ଆଦିବାସୀ ଜମି ହସ୍ତାନ୍ତର ଉପରେ ରୋକ୍: ଦୁଇ ଦିନରେ ଶାସକ ଦଳର ଦୁଇଟି ଭିନ୍ନ ଯୁକ୍ତି?

ଭୁବନେଶ୍ୱର: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତିର ୪୮ ଘଣ୍ଟା ପରେ ରୋକ୍ ଲଗାଯାଇଛି। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେତେବେଳେ ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ବିରୋଧୀ ଯେତେବେଳେ ପ୍ରଶ୍ନ ଉଠାଇଲେ ଶାସକ ଦଳର ନେତା କହିଲେ, ବିରୋଧୀ…

ବିଶ୍ୱକପ ଫାଇନାଲ କିଏ ଜିତିବ ଭବିଷ୍ୟବାଣୀ କଲେ କାଶୀର ଜ୍ୟୋତିଷାଚାର୍ଯ୍ୟ

ବାରଣାସୀ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ଏହି ମ୍ୟାଚ କିଏ ଜିତିବ ସେ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ କାଶୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ ଚାମ୍ପିୟନ ଟିମ ନେଇ ଭବିଷ୍ୟବାଣୀ…

ପୁଣି ମାତିଲେ ମୋ ବସ ଚୋର, ବରିଷ୍ଠ ନାଗରିକ ହେଲେ ଶିକାର

ଭୁବନେଶ୍ୱର: ପୁଣି ମୋ ବସ୍‌ରେ ମାତିଲେ ଲୁଟେରା। ଏଥର ବରିଷ୍ଠ ନାଗରିକ ହେଲେ ଚୋରିର ଶିକାର। ଚିକିତ୍ସା ପାଇଁ ଗାଆଁରୁ ଆସିଥିଲେ ରାଜଧାନୀକୁ। ୧୧ ନମ୍ବର ବସରୁ ହେଲା ଚୋରି। ଭିଡ଼ ଭିତରେ ବସ୍ ଭିତରୁ କାଇଦାରେ ଚୋରି ନେଇଗଲେ ବ୍ୟାଗ୍। ବ୍ୟାଗରେ ଥିଲା ୫ହଜାର ଟଙ୍କା ମେଡ଼ିସିନ୍ ଓ ମେଡିକାଲ…

ସୁନ୍ଦରଗଡ଼ରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର) ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଇବ୍‌ ନଦୀରେ ଭଷ୍ମା ପ୍ରକଳ୍ପ ପାଇଁ…

ଶିବ ରଞ୍ଜନ ବିଶ୍ଵାଳଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାଞ୍ଚେଷ୍ଟରଠାରେ ଅବସ୍ଥାପିତ ଯୁବ ଆଇ.ଟି. ଶିଳ୍ପଦ୍ୟୋଗୀ ଶିବ ରଞ୍ଜନ ବିଶ୍ଵାଳଙ୍କୁ ନିକଟରେ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବଠାରେ ପରିଚୟ ଫାଉଣ୍ଡେସନ ତରଫରୁ ଆୟୋଜିତ ନବମ ପରମ୍ପରା ପୁରସ୍କାର ସମାରୋହ…

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଗୁରୁତର ରହିଛି । ରିପୋର୍ଟ ମୁତାବକ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଖେଳି ନ ପାରନ୍ତି । ନଭେମ୍ବର ୨୩ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ…