Latest Odisha News

BREAKING NEWS

Browsing Category

ଫିଚର

କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ ।  ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି  କିମ୍ସର ଡାକ୍ତରୀ ଟିମ ।  ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର।  କିମ୍ସ  ସୁପର ସ୍ପେଶାଲିଟି ହସ୍ପିଟାଲର…

ଛଟ୍ ପୂଜା ପୂର୍ବରୁ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଛଟ୍ ପୂଜା ପୂର୍ବରୁ କମିଲା ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ କରିଛନ୍ତି। ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି…

ଜରୁରୀ ମୋବାଇଲ ଆପ୍, ସ୍କାନ କରି କହିଦବ ଖାଦ୍ୟରେ ଅଛି କି ନାହିଁ କୀଟାଣୁ

ନୂଆଦିଲ୍ଲୀ: କେବଳ ସ୍ମାର୍ଟଫୋନ୍ ନୁହେଁ ମୋବାଇଲ୍ ଆପ୍ ମଧ୍ୟ ବର୍ତ୍ତମାନ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ ହୋଇପାରିଛି। ଅପଗ୍ରେଡ୍ ବୈଶିଷ୍ଟ୍ୟ ସହିତ ଆସୁଥିବା ଆପଗୁଡ଼ିକ ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବାରେ ସାହାଯ୍ୟ କରୁଛି। ଆପଣ ଜାଣନ୍ତି କି ବଜାରରେ ଏପରି ଏକ ମୋବାଇଲ୍ ଆପ୍ ଅଛି ଯାହା…

ପିଙ୍କ ଶାଢୀ, କଳା ଚଷମା ଆଉ ହାତରେ ଇଭିଏମ..  ନିର୍ବାଚନରେ ଗ୍ଲାମରର ତଡକା ଲଗାଇଲେ ଲେଡି ଅଫିସର

ନୂଆଦିଲ୍ଲୀ: ରାତି ପାହିଲେ ମଧ୍ୟପ୍ରଦେଶ ନିର୍ବାଚନ  । ଇଭିଏମ ଧରି ପୋଲିଂ ଅଫିସର  ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଗଲେଣି  । ତେବେ ମଧ୍ୟପ୍ରଦେଶର ଖରଗୋନର ଏକ ପୋଲିଂ ବୁଥକୁ ଆସିଥିବା ଏହି ମହିଳା କର୍ମଚାରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।…

ଆକାଉଣ୍ଟ ଖାଲି କରିବାର ନୂତନ ଟ୍ରିକ୍, ସପିଂ ଆପ୍ ମିଶୋ ନାଁରେ ଚାଲିଛି ଅନଲାଇନ୍ ଠକେଇ

ନୂଆଦି୍ଲ୍ଲୀ: ପ୍ରତିଦିନ କେଉଁଠି ନା କେଉଁଠି ଅନଲାଇନ୍ ଫ୍ରଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଠକମାନେ ଲୋକଙ୍କୁ ଠକିବା ପାଇଁ ନୂତନ କୌଶଳ ଆପଣାଉଛନ୍ତି। ଡିଜିଟାଲାଇଜେସନ କାରଣରୁ ବ୍ୟାଙ୍କିଂ ସହ ଜଡିତ ବିଭିନ୍ନ କାର୍ଯ୍ୟ ସହଜ ହୋଇଯାଇଛି। ତେଣୁ ଆଜିକାଲି ଅଧିକାଂଶ ଲୋକେ ଘରେ ବସି…

ନଭେମ୍ବର ଶେଷ ସପ୍ତାହରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ ପୂରା ବିବରଣୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ଶେଷ ସପ୍ତାହରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ । ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ । ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ…

ଭୂମିକମ୍ପର ଭବିଷ୍ୟବାଣୀ କରିବ ନାସା-ଇସ୍ରୋର ମିଳିତ ମିଶନ, ଖୁବ ଶୀଘ୍ର ଲଞ୍ଚ ହେବ ନିସାର

ବେଙ୍ଗାଲୁରୁ: ନାସା ଏବଂ ଇସ୍ରୋର ମିଳିତ ଭାବରେ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ (NISAR) ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ମିଶନ୍ ୨୦୨୪ ରେ ଆରମ୍ଭ ହେବ ଯାହା ପୃଥିବୀ ଉପରେ ନଜର ରଖିବ ଏବଂ ପରିବେଶର ପରିବର୍ତ୍ତନକୁ ଅନୁଧ୍ୟାନ କରିବ। ବିଶେଷ କଥା ହେଉଛି ଭୂକମ୍ପ ଏବଂ ଅନ୍ୟାନ୍ୟ…

ସାମୀ ୭ଟି ୱିକେଟ ନେବେ ବୋଲି ସୋସିଆଲ ମିଡିଆରେ ଆଗୁଆ ଶେୟାର କରି ଚର୍ଚ୍ଚାରେ ପ୍ରଶଂସକ

ମୁମ୍ବାଇ: ୧୨ ବର୍ଷ ପରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ସେମି ଫାଇନାଲରେ ମହମ୍ମଦ ସାମୀ ୭ଟି ୱିକେଟ ହାସଲ କରିବ ବୋଲି ଜେଣ ପ୍ରଶଂସକ ସ୍ୱପ୍ନ ଦେଖିଥିଲେ । ଏପରିକି ସେ ତାଙ୍କ ସ୍ୱପ୍ନ ସମ୍ପର୍କରେ ୧୪ ନଭେମ୍ବରରେ…

ବାତ୍ୟା ଯିବ ବାଂଲାଦେଶ ! ଓଡିଶାରେ ପଡିବନି ପ୍ରଭାବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟାର ରୂପ ନେବ  । ଆଜି ଏହା ଘଣ୍ଟାପ୍ରତି ୧୭ କିମି ବେଗରେ ଗତିକରୁଛି  । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ , ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ରହିଛି । କାଳକ୍ରମେ ଏହା ଉତ୍ତର-ଉତ୍ତର ପୂର୍ବ…

ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆସିଲା ଆମେରିକା ଡ୍ରିଲ ମେସିନ: ଘଣ୍ଟାକରେ ଖୋଳିବ ୫ ମିଟର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା । ୫ ଦିନ ହୋଇ ଗଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି । ହେଲେ ସବୁ ଉଦ୍ୟମ ଫେଲ ମାରୁଛି । ଏବେ ବାୟୁସେନା ବିମାନ ଜରିଆରେ…