Latest Odisha News

BREAKING NEWS

Browsing Category

ଫିଚର

୨୫ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ସଲମାନ ଓ କରଣ, ଚଳଚ୍ଚିତ୍ର ନାମ ଘୋଷଣା

ମୁମ୍ବାଇ: ୨୫ ବର୍ଷ ପୂର୍ବେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ ଯୋଜନା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏବେ ଶେଷରେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଫିଲ୍ମ…

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ  ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି ମହାପ୍ରଭୂଙ୍କର ରାତ୍ର ପହୁଡ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନ ଘଟଣାରେ ମୋଟ ସାତ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥି ମଧ୍ୟରେ ଫିରୋଜପୁର ଜିଲ୍ଲାର ତତ୍କାଳୀନ ପୋଲିସ ଅଧୀକ୍ଷକ ଏବଂ ଦୁଇ ଜଣ ଡିଏସପି ର‍୍ୟାଙ୍କର ଅଧିକାରୀ ସାମିଲ…

ଦିନକ ପାଇଁ ବାହାଘର, ବର ଦେବ ୪୦ ହଜାର ଟଙ୍କା

ବେଜିଂ: ବିଶ୍ୱାସ ନ ହେଲେ ବି ସତ । ବାହାଘର ତାହା ପୁଣି ଦିନକ ପାଇଁ.. । ଭାରତୀୟ ସମାଜରେ ବାହାଘରକୁ ଧୂମଧାମରେ ପାଳନ କରାଯିବ ସହ ୭ଜନ୍ମ ପାଇଁ ଏହାକୁ ପାଳନ କରିଥାନ୍ତି । ମାତ୍ର ଚୀନରେ କଥା ଭିନ୍ନ । ଏଠାକାର ହୁୱେଇର ଗ୍ରାମୀଣ ଅଂଚଳରେ ଦିନକ ପାଇଁ ବାହାଘର ହୋଇଥାଏ । ଏଥିପାଇଁ ସେମାନେ…

୨୬/୧୧ର ଲୋମଟାଙ୍କୁରା କାହାଣୀ…

ନୂଆଦିଲ୍ଲୀ : ୨୦୦୮ ମସିହା ଆଜିର ଦିନ । ସମୟ ପ୍ରାୟ ସନ୍ଧ୍ୟା ହୋଇ ଆସୁଥାଏ  । ମୁମ୍ବାଇ ମାଟିରେ ପାଦ ରଖିଥିଲେ ୧୦ ଆତଙ୍କବାଦୀ । ଏମାନେ ସମୁଦ୍ର ପଥରେ ପାକିସ୍ତାନରୁ ଆସି ତାଜ ହୋଟେଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ସେଦିନର ସେହି ଘଟଣା , ଏତେ ଭୟଙ୍କର ଥିଲା ଯେ , ସାରା ଭାରତକୁ ଦୋହଲାଇ…

ଭାରତ ବନାମ ଅଷ୍ଟ୍ରେଲିଆ: ବାତିଲ ହୋଇପାରେ ଆଜିର ମ୍ୟାଚ

ନୂଆଦିଲ୍ଲୀ: ଦ୍ୱିତୀୟ ଟି -୨୦ ମ୍ୟାଚ୍ ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଥିରୁଅନନ୍ତପୁରମ୍ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି। ୫ ମ୍ୟାଚ୍ ବିଶିଷ୍ଟ…

ଏଥିରେ ପାଣି ରଖି ପିଇଲେ ମିଳିଥାଏ ଅନେକ ଫାଇଦା !

ନୂଆଦିଲ୍ଲୀ : ଦିନଥିଲା ମାଟି ଜିନିଷର ଚାହିଦା ଅଧିକ ଥିଲା । ଲୋକ ମାଟିରେ ତିଆରି ମାଠିଆ ଓ ସୁରେଇ ଆଦିକୁ ବ୍ୟବହାର କରୁଥିଲେ । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବେଶ୍ ଆରାମ ମିଳୁଥିଲା । କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣ ହେବାର ଭୟ ନଥିଲା । କିନ୍ତୁ ଯୁଗ…

ସାଙ୍ଗ ହୋଇ ଦୁଇ ସାଙ୍ଗ କାରରେ ବୁଲୁଥିଲେ, ସାଙ୍ଗ ହୋଇ ଚାଲିଗଲେ

ନୋଏଡ଼ା: ଶନିବାର ସକାଳେ ଦୁଇ ବନ୍ଧୁ, ଜଣେ ଇଞ୍ଜିନିୟର ଏବଂ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ସନ୍ଦେହ କରୁଛି ଯେ କାରର ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥାଇପାରେ, ଯାହା ଆପେ ଆପେ କବାଟ ବନ୍ଦ କରିଦେଇଥିଲା, ଫଳରେ କାରରେ ଥିବା ଲୋକମାନେ ସେଠାରୁ…

ଏଥର କ୍ରିଜରେ ନୁହଁ, ରାସ୍ତାରେ ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି

ନୂଆଦିଲ୍ଲୀ: ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି । ଭାରତୀୟ କ୍ରିକେଟ୍ ତାରକା ମହମ୍ମଦ ସାମି ଉତ୍ତରାଖଣ୍ଡର ନୈନିତାଲ ନିକଟରେ ଏକ ପାହାଡ଼ିଆ ରାସ୍ତାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ। ଯାହାକୁ ସେ ତାଙ୍କ ସୋଶିଆଲ ମିଡିଆ…

ଟିପ୍ପର ଓଲଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ

ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା  ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ ଫାଟିପଡ଼ୁଛି ଗାଁ ମଶାଣି । ସୂଚନା ଅନୁସାରେ ଗତକାଲି…