Latest Odisha News

BREAKING NEWS

Browsing Category

ଫିଚର

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ, ୬୨୫୫ କୋଟିର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି। ୪ ବର୍ଷରେ ସରିବ କାମ। ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ୬୨୫୫ କୋଟିର…

ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର:ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଅଫିସରେ ପଶି ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ।  ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ…

ବିଶ୍ୱକପ ୨୦୨୩ର ସ୍ମରଣୀୟ ମୂହର୍ତ: କୋହଲିଙ୍କ ୫୦ ଶତକରୁ ଆରମ୍ଭ କରି ମାର୍କରାମ ବିସ୍ଫୋରକ ବ୍ୟାଟିଂ

ଅହମ୍ମଦାବାଦ: ଦିନିକିଅ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଯାଇଛି । ବିରାଟ କୋହଲିଙ୍କ ଶତକର ଅର୍ଦ୍ଧଶତକଠାରୁ ଆରମ୍ଭ କରି ଟାଇମ ଆଉଟ ବିବାଦ ପରି ଅନେକ ସ୍ମରଣୀୟ ମୂହର୍ତ ଲିପିବଦ୍ଧ ହୋଇ ରହିଯାଇଛି । ଆସନ୍ତୁ ନଜର ପକାଇବା ଏହି ସ୍ମରଣୀୟ ମୂହର୍ତ ଉପରେ.. । କୋହଲିଙ୍କ ଶତକରେ ଅର୍ଦ୍ଧଶତକ:…

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା, ୩ଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା। ଆଜି ଭୁବନେଶ୍ୱରରେ ସହରାଞ୍ଚଳ ଆବାସ ଯୋଜନାରେ ଗରିବଙ୍କ ପାଇଁ ନିର୍ମିତ ବାସଗୃହ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କଲେ ହିତାଧିକାରୀ। ବସ୍ତିବାସିନ୍ଦାଙ୍କ ପାଇଁ ତିନୋଟି…

ମାଇକ୍ରୋସଫ୍ଟରେ ଜଏନ କରିବେ ଓପେନଏଆଇରୁ ବହିଷ୍କୃତ ସିଇଓ: ସତ୍ୟ ନଦେଲାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପେନଏଆଇର ସିଇଓ ସାମ ଅଲ୍ଟମନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍ଟମନ ଏବେ ମାଇକ୍ରୋସ୍ପପ୍ଟରେ ଜଏନ କରିବେ । ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ଏ ନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍ଟମେନଙ୍କ…

ନିର୍ମାଣଧୀନ ପାଣି ଟାଙ୍କିରୁ ଦୁଇଟି କଙ୍କାଳ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି କଙ୍କାଳ। ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କଙ୍କାଳ ମଣିଷର କିମ୍ବା କୌଣସି ପଶୁଙ୍କର ତାହା ଜଣାପଡି ନାହିଁ। ଆଜି ଖବର…

ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ: ଟିମ ଇଣ୍ଡିଆର ଧୈର୍ଯ୍ୟ ବଢାଇଲେ, ଜାଡେଜାଙ୍କ ସହ ହାତ ମିଳାଇଲେ, ଶାମିଙ୍କ ପିଠି…

ଅହମ୍ମଦାବାଦ: ବିଶ୍ୱକପ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି । ୬ ୱିକେଟରେ ହାରି ଯାଇଛି ଭାରତ । ନିଜ ମାଟିରେ ଭାରତକୁ ମାତ ଦେଇ ୬ଷ୍ଠ ଥର ପାଇ ବିଶ୍ୱକପ ହାତେଇ ନେଇଛି କଙ୍ଗାରୁ ଟିମ । ବିଶ୍ୱକପ ହାରିବା ପରେ ଯେମିତି ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଖାଲି କ୍ରିକେଟ ପ୍ରେମୀ ଭାଙ୍ଗି…

ସ୍ୱାସ୍ଥ୍ୟଗତ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଦାବି, ଜିଲ୍ଲାପାଳ ଅଫିସ ଘେରାଉ କଲେ ଯୁବ କଂଗ୍ରେସ କର୍ମୀ

ପୁରୀ: ସ୍ୱାସ୍ଥ୍ୟଗତ ଅବ୍ୟବସ୍ଥାକୁ କେନ୍ଦ୍ର କରି ଅନେକ ଦାବି ସହ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ପୁରୀ ଜିଲ୍ଲା ଯୁବକଂଗ୍ରେସ। ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ପୁରୀ ଅନନ୍ୟା ରିସର୍ଟ ହୋଟେଲ ନିକଟରୁ ବାହାରି ପୁରୁଣା ସଦର ଥାନା…

ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ, ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ଦକ୍ଷତା ବିକାଶ ମାମଲାରେ ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନାଇଡୁ ୨୮ ନଭେମ୍ବର ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଦୁଇ ମାସ ପୂର୍ବେ ଗିରଫ…

ଭୁଶୁଡି ପଡ଼ିଲା ନିର୍ମାଣାଧୀନ ଷ୍ଟାଡିୟମ ଛାତ: ୩ ମୃତ

ହାଇଦ୍ରାବାଦ: ତେଲଙ୍ଗାନରେ ଅଘଟଣ ।  ଏକ ନିର୍ମାଣାଧୀନ ଛାତ ଭୁଶୁଡି ପଡି ୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ରଙ୍ଗାରେଡି ଜିଲ୍ଲାର ମୋଇନାବାଦ ଗାଁରେ ଘଟିଛି ଏହି ଦୁର୍ଘଟଣା । ଏଠାରେ ଏକ ଇଡଡୋର ଷ୍ଟାଡିୟମର ନିର୍ମାଣ କାମ ଚାଲିଥିଲା । ନିର୍ମାଣାଧୀନ…