Latest Odisha News

BREAKING NEWS

Browsing Category

ଫିଚର

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ବର : ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ । ଜଣେ ମଦ୍ୟପ କାର୍ ଡ୍ରାଇଭର ଏଭଳି କାଣ୍ଡ ଘଟଣାଇଛନ୍ତି  । ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଦିଗପହଣ୍ଡିରୁ ଦୀପ ଏବଂ କାଠ ବିକ୍ରି କରିବାକୁ ଆସିଥିବାବେଳେ…

ପକ୍ଷୀଙ୍କ ପାଇଁ ତାମିଲନାଡୁର ଏହି ୭ଟି ଗ୍ରାମରେ ଫୁଟିଲାନି ବାଣ

ମାଡ୍ରାସ: ସାରା ଦେଶରେ ଦୀପାବଳି ଧୂମଧାମରେ ପାଳନ ହୋଇଛି । ଖୁସିର ପରିବେଶରେ ତଥାପି ଆମେ ପରିବେଶକୁ ପ୍ରଦୂଷିତ କରିବାରେ ନିଜକୁ ଦାୟୀ କରିଛେ । ଏହା ମାଧ୍ୟମରେ ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯାହା ପରିବେଶବିତଙ୍କୁ ସନ୍ତୋଷ ପ୍ରଦାନ କରିଛି । ତାମିଲନାଡୁର ୭ଟି ଗ୍ରାମ ପକ୍ଷୀମାନଙ୍କୁ…

ଆଜି ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ…

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ରହସ୍ୟମୟୀ ମନ୍ଦିର : ବନବାସ ସମୟରେ ଏଠାରେ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ ପ୍ରଭୂ ରାମଚନ୍ଦ୍ର

ନୂଆଦିଲ୍ଲୀ : ଭାରତରେ ସବୁ ଧର୍ମାବଲମ୍ବୀ ର ଲୋକ ବସବାସ କରନ୍ତି । ଏଠାରେ ଅନେକ ମଠ ମନ୍ଦିର ରହିଛି  । ଯେଉଁଠାକୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ବୁଲିବାକୁ ଆସନ୍ତି  । କିନ୍ତୁ ଏସବୁ ମନ୍ଦିର ସହିତ ରହିଛି ଏକ ରହସ୍ୟମୟୀ କାହାଣୀ  । ଯାହା ଅନେକ ଲୋକଙ୍କୁ ଅଛପା । ଝାଡଖଣ୍ଡ ରାଞ୍ଚି ଠାରୁ…

ଦିନିକିଆ ବିଶ୍ୱକପରେ ଭାରତର ସେମିଫାଇନାଲ ଯାତ୍ରା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଓଭରାଲ ୭ମ ଥର ପାଇଁ ଟିମଇଣ୍ଡିଆ ସେମିକୁ ଉନ୍ନୀତ ହୋଇଛି । ଏହା ମଧ୍ୟରୁ ୩ଥର ବିଜୟ ସହ ଫାଇନାଲରେ ପ୍ରବେଶ କରିଥିବା ବେଳେ ୨ ଥର ଚାମ୍ପିୟନ ହୋଇଛି । ୧୯୮୩ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ…

ୱାଙ୍ଖେଡରେ ଭାରତ ଜିତିନି ସେମିଫାଇନାଲ ମୁକାବିଲା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏହା ଭାରତ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆ ଏଠାରେ କେବେ ହେଲେ ସେମିଫାଇନାଲ ମୁକାବିଲା ଜିତିନି । ଅବଶ୍ୟ ଏହି ଷ୍ଟାଡିୟମରେ ଭାରତ ୨୦୧୧ରେ…

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଲେମ୍ବୁ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଲେମ୍ବୁ କୁ ବ୍ୟବହାର କରିଥାଉ  ।  କେହି କେହି ପ୍ରତିଦିନ ଖାଦ୍ୟରେ ଲେମ୍ବୁ ଖାଇଥାନ୍ତି  । କିନ୍ତୁ ଆପଣମାନେ ଜାଣନ୍ତି କି ଲେମ୍ବୁ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଆସନ୍ତୁ ଜାଣିବା  । ଲେମ୍ବୁରେ ସାଧାରଣତଃ କ୍ୟାଲସିୟମ୍ ,…

ଆସୁଛି ଲଘୁଚାପ: ନଭେମ୍ବର ୧୬ରେ ଅବପାତ,ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି ।  ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡିର…

ଛକାରେ ୱେଷ୍ଟଇଣ୍ଡିଜ ରେକର୍ଡ ଭାଙ୍ଗିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ୧୬୦ ରନରେ ପରାସ୍ତ କରିଛି । ଏଥିସହ ଅପରାଜେୟ ଭାବେ ଭାରତ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ୧୫ ନଭେମ୍ବରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ମୁମ୍ବାଇରେ ଖେଳାଯିବ । ଏହି ଅବସରରେ ଭାରତ…