Latest Odisha News

BREAKING NEWS

Browsing Category

ଫିଚର

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ତିନି ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର : ଆଜି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ବିତୀୟ ମୟୁରଭଞ୍ଜ ଗସ୍ତ । ଆଜି  ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ବାରିପଦାରେ…

ସମ୍ମାନ, ଟ୍ରଫି ଆଉ ୩୩ କୋଟି ପୁରସ୍କାର ରାଶି ହାତେଇଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟ୍ରଫି ହାସଳ କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଚାମ୍ପିୟନ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଭଲ ପ୍ରଦର୍ଶନ କରିଥିବା ଭାରତ…

ଭାରତୀୟ କ୍ରିକେଟପ୍ରେମୀଙ୍କ ମନ ଭାଙ୍ଗିଗଲା

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟ ଫାଇନାଲ ପୂର୍ବ ଦିନ ରାତିରୁ ଭାରତୀୟ କ୍ରିକେଟପ୍ରେମୀ ଅନେକ ଆଶା ଓ ଉତ୍କଣ୍ଠାରେ ଫାଇନାଲକୁ ଅପେକ୍ଷା କରିଥିଲେ । ଅପରାଜେୟ ଥିବା ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ସହଜରେ ମାତ ଦେବ, ଏହି ବିଶ୍ୱାସ ସମସ୍ତଙ୍କର ଥିଲା । ମାତ୍ର ରବିବାର ରାତିରେ ଭାରତର…

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର କ୍ଷଣ: ହେଡଙ୍କ ସ୍ମରଣୀୟ ଶତକ,ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱ ଚାମ୍ପିୟନ

ଅହମ୍ମଦାବାଦ: ଟ୍ରେଭିସ ହେଡଙ୍କ ଚମତ୍କାର ଶତକ ବଳରେ ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣରେ ଚାମ୍ପିୟନ ହୋଇଛି । ଏଥିସହ ଅଷ୍ଟ୍ରେଲିଆ ଟିମ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଛି । ଅପରପକ୍ଷରେ ୨୦୧୧ ପରେ ଚାମ୍ପିୟନ ହେବା ଲକ୍ଷ୍ୟରେ ଥିବା ଭାରତ…

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ

କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା…

ପୁଣି ଜଙ୍ଗଲରୁ ଉଦ୍ଧାର ହେଲା ଛୁଆ ହାତୀର ମୃତଦେହ

କେନ୍ଦୁଝର: ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ଅନୁଯାୟୀ ମୃତ ଛୁଆ ହାତୀର ବୟସ ପାଞ୍ଚ ବର୍ଷ ଥିବା…

ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ। ୯୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଆଦି ସନ୍ଧ୍ୟା ୬.୨୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେ ଏକାଧାରରେ ଜଣେ ଚିକିତ୍ସାବିଜ୍ଞାନୀ…

ରିକି ପଂଟିଙ୍କୁ ପଛରେ ପକାଇଲେ କୋହଲି

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲ ଅବସରରେ ଭାରତର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଏକଦିବସୀୟ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ…

ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ମପୁର: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ରବିବାର ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ନରସୁ ପଲାଇଙ୍କ ଦୁଇ ନାତୁଣୀ ରୋଶନୀ ରାଉତ (୭) ଓ…

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବଲାଙ୍ଗୀର: ନବରଙ୍ଗପୁର ପରେ ଏବେ ବାଲାଙ୍ଗୀରେ କ୍ୱାକଙ୍କ ଅବହେଳାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରେ କ୍ୱାକ୍‌ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଶିବ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ,…