Latest Odisha News

BREAKING NEWS

Browsing Category

ଫିଚର

କ୍ରିପ୍ଟୋ ପୁଞ୍ଜି ନିବେଶ ଠକେଇ ମାମଲାରେ ଏସଟିଏ ଇଣ୍ଡିଆର ଝାଡ଼ଖଣ୍ଡ ମୁଖ୍ୟ ଗିରଫ

ଭୁବନେଶ୍ୱର: କ୍ରିପ୍ଟୋ ପୁଞ୍ଜି ନିବେଶରେ ଠକେଇ ମାମଲାରେ ଇଓଡବ୍ଲୁ ଏସଟିଏ ଇଣ୍ଡିଆର ଝାଡ଼ଖଣ୍ଡ ମୁଖ୍ୟ ତଥା ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ଟୁଡୁକୁ ଗିରଫ କରିଛି। ଅଭିଯୁକ୍ତ ସୁଶୀଲ ଝାରଖଣ୍ଡର ଧନବାଦ ଜିଲ୍ଲାର ନିବାସୀ। ତାକୁ ନିରସା ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ଅଭିଯୁକ୍ତକୁ…

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଶିକ୍ଷକ ଗିରଫ, ଓଏଚଆରସି ମାଗିଲେ ରିପୋର୍ଟ

ନବରଙ୍ଗପୁର: ରାଇଘର ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ସହକାରୀ ଶିକ୍ଷକ। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ…

ମାତ୍ରାଧିକ ସରକାରୀ ହସ୍ତକ୍ଷେପ, ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବନ କଲା ଆଇସିସି

ନୂଆଦିଲ୍ଲୀ: ଶ୍ରୀଲଙ୍କ କ୍ରିକେଟ୍ (ଏସଏଲସି)ରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟକୁ ଆଇସିସି ତୁରନ୍ତ ନିଲମ୍ବନ କରିଛି। ଆଇସିସି ବୋର୍ଡ ଶୁକ୍ରବାର ଅନଲାଇନରେ ବୈଠକ କରି ଏସ୍ଏଲସିର ସ୍ଥିତିର ସମାଧାନ କରିବା ସହ ଶ୍ରୀଲଙ୍କା କ୍ରିକେଟ୍ ସଦସ୍ୟ ଭାବେ ନିଜ ଦାୟିତ୍ବର…

ଆନ୍ତଃଜୋନ ମହିଳା ଟି୨୦ : ପୂର୍ବାଂଚଳ ଦଳରେ ଓଡିଶାର ମାଧୂରୀ, ସୁଶ୍ରୀ

ଭୁବନେଶ୍ୱର: ଆନ୍ତଃଜୋନ ମହିଳା ଟି୨୦ ଟ୍ରଫି ଲକ୍ଷେ୍ନøରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଶୁକ୍ରବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରି ଦିବ୍ୟଦର୍ଶିନୀଙ୍କୁ ସୁଯୋଗ ମିଳିଛି ।…

ପ୍ରଧାନମନ୍ତ୍ରୀଙ୍କ ସୁଟ ଏବଂ ନିଜର ଟି ସାର୍ଟର ତୁଳନା କରି ରାହୁଲ ଗାନ୍ଧୀ କଲେ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କାର ସୁଟ୍ ପିନ୍ଧନ୍ତି, କିନ୍ତୁ ସେ କେବଳ ଏହି ଧଳା ରଙ୍ଗର ଟି-ସାର୍ଟ…

ଅଧିନାୟକ ପ୍ରସଙ୍ଗ: ରୋହିତଙ୍କୁ ହଁ କହିବା ପାଇଁ ବାଧ୍ୟ କରିଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା କିପରି ଅଧିନାୟକ ହେଲେ ସେ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବଡ ଖୁଲାସା କରିଛନ୍ତି । ବିସିସିଆଇର ପୂର୍ବତନ ଅଧ୍ୟକ୍ଷକଙ୍କ କହିବା ଅନୁସାରେ ରୋହିତ ୩ଟି ଯାକ ଫର୍ମାଟରେ ନିୟମିତ ଅଧିନାୟକ ହେବାକୁ ରାଜି ନ ଥିଲେ । ୨୦୨୧ରେ କୋହଲି ତାଙ୍କ…

ଆଗାମୀ ୧୫ରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ, କଲେଜକୁ ଅର୍ଥ ଯୋଗାଇଦେବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର କ୍ରୀଡ଼ା, ସଂସ୍କୃତି, ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” (ଆର.ୱାଇ.ଡି.ପି.) ଅଧୀନରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବ ବର୍ଗ/ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଝାରସୁଗୁଡା ଅଭିମୁଖେ ଆସୁଥିବା ବିମାନ ମଝି ଆକାଶରୁ ଫେରିଗଲା

ଝାରସୁଗୁଡା: ଦିଲ୍ଲୀରୁ ଝାରସୁଗୁଡ଼ା ଯାଉଥିବା ସ୍ପାଇସଜେଟ୍ ବିମାନରେ ଶୁକ୍ରବାର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ଥିବାରୁ ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଛି। ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ…

ପାକିସ୍ତାନରେ ଲାମିନେଶନ ପେପର ଅଭାବ: ଛପା ଯାଇପାରୁ ନାହିଁ ପାସପୋର୍ଟ

ଲାହୋର: ପାକିସ୍ତାନର ଆର୍ଥୀକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏଠାରେ ଲାମିନେଶନ ପେପର ମଧ୍ୟ ମିଳୁ ନାହିଁ । ଫଳରେ ପାସପୋର୍ଟ ଛପା ଯାଇପାରୁନି । ପେଶାୱର ପାସପୋର୍ଟ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି । ପାସପୋର୍ଟ ହୋଇ ନ…

କଟକରେ ଇଭି ଶୋରୁମରେ ଅଗ୍ନିକାଣ୍ଡ

କଟକ: ଶୁକ୍ରବାର ଶୀତୁଆ ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ କଟକ ସହରରେ ଥିବା ଏକ ଇଲେକ୍ଟ୍ରିକ୍ ଭେଇକିଲ୍ ଶୋ'ରୁମ ସମ୍ପୂର୍ଣ୍ଣ ଜଳିଯାଇଛି। ସୂଚନା ଅନୁଯାୟୀ, ସହରର ରାଣୀହାଟସ୍ଥିତ କେନାଲ ରୋଡରେ ଥିବା ଶୋ'ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହି ସମୟରେ ଦୋକାନ ବନ୍ଦ…