Latest Odisha News

BREAKING NEWS

Browsing Category

ଫିଚର

ମଧ୍ୟପ୍ରଦେଶ ନିର୍ବାଚନ: ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ନାହାଁନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲୁଛି। ଅପରାହ୍ମ ୧ଟା ସୁଦ୍ଧା ୪୫.୪୦% ଭୋଟିଂ ହୋଇଛି। ଭୋଟରମାନେ ଭୋଟ୍ ଦେବା ପାଇଁ ୬୪ ହଜାରରୁ ଅଧିକ ମତଦାନ ବୁଥରେ…

କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର  । ଆଜି ସକାଳେ  ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର ନିଗମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଛି । …

ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା: କଠିନ ପଦାର୍ଥ ଯୋଗୁ ବନ୍ଦ ରହିିଛି ଡ୍ରିଲିଂ କାର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରକାଶୀର ବ୍ରହ୍ମଖାଲ-ଜମୁନୋତ୍ରି ଜାତୀୟ ରାଜପଥ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହି ଶ୍ରମିକମାନେ ଆଜିକୁ ୬ ଦିନ ଧରି ଫସି ରହିଛନ୍ତି  । ଆମେରିକାନ ଡ୍ରିଲିଂ ମେସିନ ଲାଗି ଖନନ କାର୍ଯ୍ୟ ଚାଲିଛି । ଥାଇଲାଣ୍ଡ  ଓ ନରୱେର…

ଘଣ୍ଟା ପ୍ରତି ୨୬ କିମି ବେଗରେ ବାଂଲାଦେଶ ଆଡକୁ ମୁହାଁଉଛି ବାତ୍ୟା ‘ମିଧିଲି’

ଭୁବନେଶ୍ୱର:ବାଂଲାଦେଶ ମୁହାଁଉଛି ବାତ୍ୟା ମିଧିଲି । ଉତ୍ତରପଶ୍ଚିମ ଏବଂ ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବକୁ ମୁହାଁଉଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟାପ୍ରତି ବେଗ ୨୬ କିମି…

ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ

ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ  ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ ହଜାର ଲୋକ ଏହି ଯୁଗାର ଯାତ୍ରାରେ ସାମିଲ ହୋଇଛନ୍ତି । ପାରମ୍ପରିକ ନୃତ୍ୟ, ଗୀତ…

ଡିପଫେକ୍ ଭିଡିଓ ନେଇ ମୋଦିଙ୍କ ଉଦବେଗ, ଏଭଳି ଭିଡିଓ ଚିହ୍ନଟ କରି ଲୋକଙ୍କୁ ସତର୍କ କରାଇବାକୁ ଚାଟ୍ ଜିପିଟିକୁ…

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ‘ଡିପ୍‌ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ବଢୁଛି ଡିପଫେକ୍ ଭିଡିଓ। ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ଫେକ୍’ ଭିଡିଓ ଅନ୍‌ଲାଇନରେ ଭାଇରାଲ ହୋଇଥିଲା। ମନ୍ଦାନାଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା…

ଆଉ ଏକ କ୍ରିପ୍ଟୋ-ପଞ୍ଜି ସ୍କାମର ପର୍ଦ୍ଦାଫାଶ : ‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା…

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି ।…

ଦେଶରେ ପ୍ରଥମ ଯକୃତ ପ୍ରତିରୋପଣ କରିଥିବା ଶିଶୁ ୨୫ ବର୍ଷ ପରେ ଡାକ୍ତର

ନୂଆଦିଲ୍ଲୀ: ୧୯୯୮ ମସିହାରେ ଦିଲ୍ଲୀରେ ଏହି ଦିନ ଡାକ୍ତରଙ୍କ ଏକ ଟିମ୍ ପ୍ରାୟ ୨୦ ମାସର ଶିଶୁ ସଞ୍ଜୟ କଣ୍ଡାସ୍ୱାମୀଙ୍କ ଯକୃତ ପ୍ରତିରୋପଣ କରିଥିଲେ ଏବଂ ଏହା ଭାରତରେ ପ୍ରଥମ ସଫଳ ଯକୃତ ପ୍ରତିରୋପଣ ଥିଲା। ସେହି 'ଶିଶୁ ସଞ୍ଜୟ' ୨୫ ବର୍ଷ ପରେ ବଡ ହୋଇ 'ଡାକ୍ତର ସଞ୍ଜୟ' ହୋଇଛନ୍ତି। ବର୍ତ୍ତମାନ…

ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଧାୟକ : ଗାଁ ଲୋକ କହିଲେ ଆଗ ରାସ୍ତା ମରାମତି , ପରେ ପାର୍କ

ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ  । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରେ  । ଏଠାରେ ଗାଁକୁ ସଂଯୋଗ…

ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର, କମ୍ପାନୀ ୨ ବର୍ଷ ପାଇଁ ମାଗଣାରେ ପ୍ରଦାନ କରିବ ଏହି ସର୍ଭିସ

ୱାଶିଂଟନ୍‌: ଆଇଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଏସ୍‌ଓଏସ୍‌ ଫିଚର। ଏନେଇ କମ୍ପାନୀର ସିଇଓ ଟିମ୍ କୁକ୍ ଏକ ପୂର୍ବ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଜରୁରୀକାଳୀନ ଏସ୍‌ଓଏସ୍‌ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରାଯିବ। କମ୍ପାନୀ…